Daily Archives

କୁଖ୍ୟାତ ଅପରାଧୀ ବବ୍‌ଲୁର ସମ୍ବଲପୁର ରୋଡ୍‌ରେ ଥିବା ଢାବାକୁ ଧୂଳିସାତ୍‌ କଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବଲାଙ୍ଗିର ପୁଲିସର ଏକ୍ସନ୍‌କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ସାରା ଅପରାଧ ଜଗତ ଏହି ଏକ୍ସନ୍‌କୁ ନେଇ ଛାନିଆ ହୋଇଉଠିଛି । ଅପରାଧୀମାନେ ଯେମିତି ଆଉ ଆଗକୁ ଅପରାଧ କରିବେନି, ସେ ଦିଗରେ ବିଶେଷ ଧ୍ୟାନ ଦେଇ ଖୋଦ୍‌ ଜିଲ୍ଲା ପୋଲିସ ମୁଖିଆଙ୍କ ଉପସ୍ଥିତିରେ
Read More...

ଲିଖିତ ଅଭିଯୋଗ କରି ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ଲୋଇସିଂହା ବିଧାୟକଙ୍କ ବର୍ଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକ ବଜେଟ ପୂର୍ବରୁ ନବସି ପରେ ବସିଥିବା ତଥା ଦୀର୍ଘ ୪ ବର୍ଷ ବ୍ୟବଧାନରେ ବସିଥିବା କାରଣରୁ ଏହାକୁ ଏକ ମୂଲ୍ୟହୀନ ବୈଠକ କହି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ବର୍ଜନ
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ -୨୦୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ
Read More...

ଦଶମ ଶ୍ରେଣୀ ଛାତ୍ରଙ୍କ ହୃଦ୍‌ଘାତରେ ମୃତ୍ୟୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ତ୍ରିଲୋଚନ ବେହେରା(୧୫)ଙ୍କ ଆଜି ଅପରାହ୍ନରେ ହୃଦ୍‌ଘାତରେ ପରଲୋକ ଘଟିଛି । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଛାତ୍ର ଜଣଙ୍କ
Read More...

ମଠଖାଇ ଓ ଗୀତଟିଏ ମିତଟିଏ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ତ୍ରୟମାସିକ ଶିଶୁ କିଶୋର ପତ୍ରିକା ମଠଖାଇ ଓ ବିଦ୍ୟାଳୟର ପୁରାତନ ଛାତ୍ରୀ ସରସ୍ୱତୀ ମିର୍ଦ୍ଧାଙ୍କର ଗୀତଟିଏ ମିତଟିଏର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରଥମ ଅଧିବେଶନରେ ବିଦ୍ୟାଳୟର
Read More...

ଲର୍କିପାଲି, ସିନ୍ଦୁରବାହାଲ ଓ ଝାଙ୍କରପାଲିରେ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ତିନୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ପ୍ରଥମେ ସିନ୍ଦୁରବାହାଲଠାରେ ୧୭.୫୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ, ଲର୍କିପାଲିଠାରେ ୨୪ ଲକ୍ଷ ଟଙ୍କା ଅଟକଳ ଏବଂ
Read More...

ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ମାସିକ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ ଦାବୀ କଲା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଆଉଟସୋର୍ସିଂରେ କାର୍ଯ୍ୟରତ ପ୍ରାୟ ଅଢେ଼ଇ ଲକ୍ଷ କମଚାରୀଙ୍କୁ ମୋ-ସରକାର ଅଧୀନକୁ ନିଆଯାଇଥିବାରୁ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହାକୁ ସ୍ୱାଗତ କରାଯିବା ସହ
Read More...

ୱାର୍ଡ ସଭ୍ୟସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ତଥା ପାନୀୟ ଜଳ ବିଭାଗ ଏବଂ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ )ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନ ପରିସରରେ ୱାର୍ଡ ସଭ୍ୟ ସଭ୍ୟଙ୍କ ଦକ୍ଷତା ବୃଦ୍ଧି
Read More...

ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନର ନବୀକରଣ ଓ ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ସ୍ଥିତ କୋଶଳ କଳାମଣ୍ଡଳ ପଡିଆ ପରିସରରେ ଜିଲ୍ଲା ସଂସ୍କୃତି ଭବନର ନବୀକରଣ ଓ ଶୁଭ ଲୋକାର୍ପଣ ସମାରୋହ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରୋହିତ ପୂଜାରୀଙ୍କ କରକମଳରେ ଅନୁଷ୍ଠିତ
Read More...

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମିଶନ ଇଟାଭାଟି କ୍ଲିନ : କୁକୁଡାହାଡ ପରେ ସରଧାପୁରରେ ଦୁଇ ଇଟାଭାଟି ଉପରେ ଚଢାଉ, ୨…

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ସହରରେ ମିଶନ କ୍ଲିନ ଜରିଆରେ ଅପରାଧିମାନଙ୍କର ବେଆଇନ ଘର ଓ ଦୋକାନ ଭଙ୍ଗା ଚାଲିଥିବା ବେଳେ ସେପଟେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ପ୍ରଶାସନର ବୁଲଡୋଜର ଚାଲିଛି । ଟିଟିଲାଗଡ ଉପଜିଲ୍ଲାପାଳ ତାଙ୍କ ଟିମ୍‌
Read More...
error: Content is protected !!