csstore

କୁଖ୍ୟାତ ଅପରାଧୀ ବବ୍‌ଲୁର ସମ୍ବଲପୁର ରୋଡ୍‌ରେ ଥିବା ଢାବାକୁ ଧୂଳିସାତ୍‌ କଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବଲାଙ୍ଗିର ପୁଲିସର ଏକ୍ସନ୍‌କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ସାରା ଅପରାଧ ଜଗତ ଏହି ଏକ୍ସନ୍‌କୁ ନେଇ ଛାନିଆ ହୋଇଉଠିଛି । ଅପରାଧୀମାନେ ଯେମିତି ଆଉ ଆଗକୁ ଅପରାଧ କରିବେନି, ସେ ଦିଗରେ ବିଶେଷ ଧ୍ୟାନ ଦେଇ ଖୋଦ୍‌ ଜିଲ୍ଲା ପୋଲିସ ମୁଖିଆଙ୍କ ଉପସ୍ଥିତିରେ ବଲାଙ୍ଗିର ପୁଲିସ ପ୍ରଶାସନ ନିଜ ଜେସିବି ସାହାଯ୍ୟରେ ଗୋଟି ଗୋଟି କରି ଅପରାଧୀଙ୍କ ବେଆଇନ୍‌ ଆଡ୍ଡାକୁ ଧ୍ୱଂସ କରି ଚାଲିଛି । ତେବେ ଗତ ୧୪ ତାରିଖରେ ପାଟଣାଗଡ ରୋଡ୍‌ରେ ଥିବା ବଲାଙ୍ଗିରର କୁଖ୍ୟାତ ଅପରାଧୀ ବବ୍‌ଲୁର ଢାବାକୁ ବଲାଙ୍ଗିର ପୁଲିସ ଜେସିବି ଲଗାଇ ଭାଙ୍ଗିଥିବା ବେଳେ ଆଜି ମଧ୍ୟ ସମ୍ବଲପୁର ରୋଡ୍‌ରେ ଥିବା ବବ୍‌ଲୁର ଢାବାକୁ ଧ୍ୱଂସ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.