Daily Archives

ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମ ନିକଟରେ ଥିବା ନାଳକୁ ଆଜି ସକାଳ ୯ଟା ସମୟରେ ନମିତା ଶତନାମୀ(୨୧) ଓ ତାଙ୍କ ସାନ ଭଉଣୀ
Read More...

ଯୋଗ୍ୟ ହିତାଧିକାରୀ ରାସନ କାର୍ଡ଼ରୁ ବଞ୍ଚିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀବାହାଲ ପଂଚାୟତ ଅନ୍ତର୍ଗତ ଅଗଲାପାଲି, ଭାଲୁପାଲି ଓ କଦଲିପାଲି ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ଗ୍ରାମର ୱାର୍ଡ ସଭ୍ୟଙ୍କ ଠାରୁ ସାଦା କାଗଜରେ ଦସ୍ତଖତ ନିଆଯାଇ ସ୍ଥାନୀୟ
Read More...

ଦିବ୍ୟଙ୍ଗତ ବ୍ୟବସାୟୀ ରାମଚନ୍ଦ୍ରଙ୍କ ଏକାଦଶାହ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ସ୍ୱର୍ଗତ ବ୍ୟବସାୟୀ ରାମଚନ୍ଦ୍ର ଦେବତା(୭୬)ଙ୍କ ଏକାଦଶାହ ଓ ଶ୍ରଦ୍ଧାଞ୍ଜଳି ଉତ୍ସବ ମହାବୀର ମନ୍ଦିର ସନ୍ନିକଟ ତାଙ୍କ ବାସଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ବିଷେଶ,
Read More...

ଦନ୍ତ ଚିକିତ୍ସକ ସଂଘର ଅଧିଷ୍ଠାନ ଉତ୍ସବ : ଡା. ମାଇତି ହେଲେ ନୂତନ ସଭାପତି

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଦନ୍ତ ଚିକିତ୍ସକ ସଂଘ ରାଉରକେଲା ଶାଖାର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ କର୍ମକର୍ତ୍ତା ଚୟନ ପରେ ଏହି ତାଲିକା ବିଧିବଦ୍ଧ ଭାବେ ଘୋଷିତ ହୋଇଥିଲା । ତଦନୁଯାୟୀ ଡାକ୍ତର ଚନ୍ଦନ ମାଇତି ସଭାପତି, ଡା. ଦୀପ୍ତି କୌର ସମ୍ପାଦକ, ଡା.
Read More...

ରାଜୀବନଗରର ମୋଷ୍ଟ ୱାନ୍‌ଟେଡ୍‌ କ୍ରିମିନାଲ୍‌ ଶ୍ରୀପତିର ଗଡକୁ ଧ୍ୱଂସ କଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ମଇଦାନରେ ଜିଲ୍ଲା ପୋଲିସ ମୁଖିଆ । ନିଜ ତତ୍ତ୍ୱାବଧାନରେ ଲଗାତାର ଚାରି ଦିନ ହେବ ରୀତିମତ ଚାଲିଛି କ୍ରିମିନାଲ୍‌ କ୍ଲିନ ଅଭିଯାନ । ଦୀର୍ଘ ଦିନରୁ ବଲାଙ୍ଗିର ସହରରେ ଅପରାଧ ଉପରମୁହାଁ ଧାଉଁଥିବା ବେଳେ ବଲାଙ୍ଗିର ପୁଲିସର କଡା ଚାବୁକ୍‌ ଏବେ ଅପରାଧ ଜଗତକୁ
Read More...

୧୯୭୩-୭୫ ବ୍ୟାଚର ଭିଏଲ୍‌ଡବ୍ଲୁମାନଙ୍କର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୭୩-୭୫ ବ୍ୟାଚ ଭିଏଲ୍‌ଡବ୍ଲୁମାନଙ୍କର ପୂର୍ବତନ ସଭାପତି ପ୍ରାଭବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଲର୍କିପାଲି ତାଲିମ କେନ୍ଦ୍ର ବଲାଙ୍ଗିରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ ଏବଂ
Read More...

ଗାଈଖାଇ ଜଳ ପ୍ରକଳ୍ପରେ ଇକୋଟୁରିଜିମର ଶିଳାନ୍ୟାସ

ପରିବେଶ ପର୍ଯ୍ୟଟନର ବିକାଶରେ ଅଞ୍ଚଳର ବିକାଶ ହେବ - ବିଧାୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ମୁଖ୍ୟତଃ ପରିବେଶ ପର୍ଯ୍ୟଟନର ଯଥେଷ୍ଟ ସୁବିଧା ରହିଛି । ଏହାର ବିକାଶରେ ଜିଲ୍ଲାରେ ପର୍ଯ୍ୟଟକଙ୍କ ଭିଡ ଜମିବ ଓ ଲୋକଙ୍କ ଅର୍ଥନୈତିକ
Read More...

ଛତାପିପଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁନ୍ତଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ମୁଖ୍ୟ ଅତିଥି ଓ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାପ, ପୁଅ ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସୱେ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ମୃତକମାନେ କୋମନା ଥାନା ମିଛାପାଲି ଗାଁର କମଳ ପାଟକିନାରା (୩୫) ଓ ତାଙ୍କ ପୁଅ ଦୀପକ୍ ପାଟକିନାରା
Read More...

କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରକୁ ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ଯୋଗାଣରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଗୁରୁବାର ଦିନ ପଞ୍ଚାୟତ ସମିତି କାର୍ଯ୍ୟାଳୟ
Read More...