csstore

ଓମ୍‌ ଭେଲି ପବ୍ଲିକ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ ହେବେ ସଫଳ ଜୁଡୋ ପ୍ରତିଯୋଗୀ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଆସନ୍ତାକାଲି ଟିଟିଲାଗଡ଼ ଘଂଟାଶୁଣି ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଟିଟିଲାଗଡ଼ ସହର ପରିକ୍ରମା କରିବ ବୋଲି ସୂଚନା ମିଳିଛି । ଏହାସହ ଟିଟିଲାଗଡ଼ ନିକଟସ୍ଥ ଚାଁହରଭଟ୍ଟା ଗ୍ରାମ ପାଖରେ ଥିବା ଓମ୍‌ ଭେଲି ପବ୍ଲିକ ସ୍କୁଲରେ ସ୍କୁଲ ତରଫରୁ ଖେଲୋ ଇଣ୍ଡିଆ ଓମେସ୍‌ ଜୁଡୋ ଚାମ୍ପିୟାନସିପରେ ସ୍ୱର୍ଣ୍ଣପଦକ ପଦକ ହାସଲ କରିଥିବା ସଫଳ ଜୁଡୋ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ଏକ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏନେଇ ବଲାଙ୍ଗିର ଜିଲ୍ଲା ଜୁଡୋ ଏସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.