csstore

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ

ଚକ୍ରଧରପୁର, (ସସ୍ମିତା ପ୍ରଧାନ) : ଆଜି ଚକ୍ରଧରପୁର ସ୍ଥିତ ଉତ୍କଳମଣି ବିଦ୍ୟା ମନ୍ଦିର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂଣ୍ୟତିଥି ଅବସରରେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳିତ କରାଯାଇଥିଲା । ଓଡ଼ିଆ ଭାଷା ବିକାଶ ପରିଷଦ ଝାଡ଼ଖଣ୍ଡର ସଭାପତି ଡକ୍ଟର ନାଗେଶ୍ୱର ପ୍ରଧାନ, କେରାର ଦୀପକ ସିଂହଦେବ, କବି ରାଜୀବ ସିଂହଦେବ, ଉତ୍କଳ ସମ୍ମିଳନୀର ପୂର୍ବତନ ଜିଲ୍ଲା ସଭାପତି ସରୋଜ କୁମାର ପ୍ରଧାନ, ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମହାନ୍ତି, ଶିକ୍ଷକ ପ୍ରଦ୍ୟୁମ୍ନ କୁମ୍ଭକାର, ଶିକ୍ଷକ ଚନ୍ଦନ ଶର୍ମା, ଶିକ୍ଷକ ମୋହନ କଚ୍ଛପ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ହୋଇଥିଲେ ।

jayashree
Leave A Reply

Your email address will not be published.