csstore

କୋଶଳ ସଂସ୍କୃତି ଅନୁଷ୍ଠାନ ତରଫରୁ‌ ବର୍ଷିକ‌ ମହୋତ୍ସବ ପାଳିତ‌

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଏସିଲାଟ ବ୍ଲକ ଅନ୍ତର୍ଗତ ସଂକ୍ରିପାଣି ଗାଁରେ କୋଶଳ ସଂସ୍କୃତି ଅନୁଷ୍ଠାନ ତରଫରୁ‌ ବର୍ଷିକ‌ ମହୋତ୍ସବ ପାଳିତ‌ ହୋଇଯାଇଛି‌ । ଏହି ଉତ୍ସବରେ‌ ଉକ୍ତ ଅଞ୍ଚଳର ଲୋକବାଦ୍ୟ, ଲୋକଗୀତ, ଲୋକନୃତ୍ୟର‌ ବିଶିଷ୍ଟ କଳାକାରମାନେ‌ ତାଙ୍କର କଳା ପରି‌ବେଷଣ କରିଥିଲେ । ଗତ ୩/୨/୨୦୨୩ରୁ ଆସନ୍ତା ୫/୨/୨୦୨୩ ପର୍ଯ୍ୟନ୍ତ ଏହି ସମାରୋହ ଅନୁଷ୍ଠିତ ହେବାକୁ ଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ସମ୍ମାନିତ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାଇସିଲେଟ, ମୁଖ୍ୟବକ୍ତା ଭାବେ ରଞ୍ଜନ କୁମାର ପଣ୍ଡା, ସରପଂଚ ପହିଲ ମାନ୍ ସିଂ ବରିହା ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.