om academy

ଗାନ୍ଧୀନଗରପଡା ଠାରେ ରାସ୍ତା କଡରେ ଥିବା କୁକୁଡା ଦୋକାନରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ଗାନ୍ଧୀନଗରପଡା ଠାରେ ରାସ୍ତା କଡରେ ଥିବା ଏକ କୁକୁଡା ଦୋକାନରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନଟି ଜଳି ପୋଡି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

Leave A Reply

Your email address will not be published.

three × two =