Daily Archives

ରଥଖଳାରେ ସରିଲା ଗୟଳ ମୋଡ଼ା, ଆଜି ଯୋକା ବୁଲିବ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥ ନିର୍ମାଣ କାମ ଏବେ ଜୋର ଧରିଛି । ରବିିବାର ରଥରେ ଗୟଳ ମୋଡ଼ା କାର୍ଯ୍ୟ ସରିଛି । ରଥଖଳାରେ ଦୁଆରଘଡ଼ା କାମ ଆରମ୍ଭ ହୋଇଛି । ଅଂଳା କାମ ଆରମ୍ଭ କରିଛନ୍ତି ବିଶ୍ୱକର୍ମା । ଚନ୍ଦ୍ରଶାଳିରେ ଲାଗିଥାଏ ଅଂଳା । ଦୁଆରଘଡ଼ାର ଉପରଅଂଶ ଚନ୍ଦ୍ରଶାଳି । ତିନି ରଥର…
Read More...

ଓଲଟିଲା କଣ୍ଟେନର, ଡ୍ରାଇଭର୍ ଆହତ

ଖଲ୍ଲିକୋଟ : କଲକତାରୁ ବାଙ୍ଗାଲୋର ଯାଉଥିବା ଏକ କଣ୍ଟେନର ଭାରସାମ୍ୟ ହରାଇ ଛତ୍ରପୁର ସତ୍ୟବାଦୀନଗର ସମ୍ମୁଖ ଜାତୀୟ ରାଜପଥରେ ଓଲଟି ପଡ଼ିଥିବା ଖବର ମିଳିଛି । ସୂଚନା ଥାଉକି, ଗତକାଲି ବିଳମ୍ବିତ ରାତିରେ ଏକ କାଠ ବୋଝେଇ କଣ୍ଟେନର କେଏ ୫୨ ବି ୩୪୩୮ ଛତ୍ରପୁର ସ୍ଥିତ ସତ୍ୟବାଦୀନଗର ସମ୍ମୁଖ ଜାତୀୟ…
Read More...

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

● କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ୟ୍ୟକ୍ରମ ଅନ୍ତର୍ଗତ ବିକାଶ କାମର କଲେ ସମୀକ୍ଷା● କେସିଙ୍ଗା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ କଲେ ଆଲୋଚନା ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ମୁଣ୍ଡା ଦୁଇ ଦିନିଆ ଓଡ଼ିଶା…
Read More...

ଭୟାବହ ଅଗ୍ନିକାଣ୍ଡ : ପାଉଁଶ ହୋଇଗଲା ୬ ବଖରା ଘର

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଞ୍ଚାୟତର ଦଇପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୬ ବଖରା ଘର ତା ସହିତ ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…
Read More...

ଜୁନ ୧୨ରୁ ୨୦ମଧ୍ୟରେ ଏନସିପିସିଆର ପକ୍ଷରୁ ପାଳିତ ହେବ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ

ଶ୍ରମିକ ଭାବେ ନିୟୋଜିତ ଦେଶବ୍ୟାପୀ ୭୫ଟି ସ୍ଥାନରେ ଶିଶୁମାନଙ୍କୁ ଉଦ୍ଧାର ଅଭିଯାନ କରାଯିବ ଭୁବନେଶ୍ୱର, (ପିଆଇବି) : ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ଆସନ୍ତା୧୨ରୁ ୨୦ତାରିଖ ମଧ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ ପାଳନ କରୁଛି । ଶିଶୁ ଶ୍ରମିକ ବିରୁଦ୍ଧରେ…
Read More...

ଚଳଚ୍ଚିତ୍ର ‘ବଡ ମା’ରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିନୟ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର 'ବଡ଼ ମା'ରେ ଅଭିନୟ କଲେ ରାଜନେତା ପ୍ରସନ୍ନ ଆଚାର୍ଯ୍ୟ । ୧୯୯୨ ମସିହାରେ ବରଗଡ଼ ପିଡବ୍ଲୁଡି ଡାକ ବଙ୍ଗଳା ଠାରେ ତତ୍‌କାଳୀନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ…
Read More...

ଉଡାର ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାର ଖେଳ ପଡ଼ିଆରେ ୧୬ରୁ କମ ବର୍ଷୀୟ ପିଲାଙ୍କୁ ନେଇ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଓଗାଁ, ଜରାସିଂହା, ସିନ୍ଦିରା ବାହାଲି, ଶିରାବାହାଲ, ଉଡ଼ାର 'ଏ', ଉଡାର୍ ବି, ବାରକାନି ଓ…
Read More...

ସୁଦପଡାଠାରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁର ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ସୁଦପଡାଠାରୁ ଗତକାଲି ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁର ମୃତଦେହକୁ ବଲାଙ୍ଗିର ବିଙ୍ଗ ହ୍ୟୁାମନ ଫାଉଣ୍ଡେସନ ପକ୍ଷରୁ ସସମ୍ମାନରେ ପୁଇଁତଲାର ଏକ ପଡିଆ ଠାରେ ସତ୍କାର କରାଯାଇଥିବା ଜଣାପଡିଛି । ଏହି ମହାନ କାର୍ଯ୍ୟରେ ବିଙ୍ଗ ହ୍ୟୁାମନ ଫାଉଣ୍ଡେସନର ଅନେକ…
Read More...

ଗ୍ରୀଷ୍ମକାଳୀନ କରାଟେ ଶିବିର ଉଦ୍‌ଯାପିତ ଓ ପ୍ରମାଣ ପତ୍ର ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିତୋ-ରିଓ କରାଟେ ଡୋ ଆସୋସିଏସନ୍ ତରଫରୁ ଗତ ମେ ମାସ ୨୦ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇ ଏଥିରେ ପ୍ରଶିକ୍ଷଣ ଲାଭ କରିଥିବା ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ସେକ୍ଟର ୧୮…
Read More...

ଯୁବମୋର୍ଚ୍ଚା ଦ୍ୱାରା ବିକାଶ ତୀର୍ଥ ବାଇକ ରାଲି ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ରବିବାର ଦିନ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟା ଓ ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ଦେଶ ତଥା ରାଜ୍ୟ ସାରା ବିକାଶ ତୀର୍ଥ ବାଇକ ରାଲି ଅନୁଷ୍ଠିତ ହେଉଛି । ସେହି କ୍ରମରେ ଗତକାଲି ଯୁବମୋର୍ଚ୍ଚା ରାଜ୍ୟ…
Read More...