Daily Archives

ଭୁସକିମାଲରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ବଲାଙ୍ଗିର ଓଜେୟୁ ତରଫରୁ ଥାନା ଅଧିକାରୀଙ୍କ ଜରିଆରେ ବଲାଙ୍ଗିର…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କଅଁସର ପଞ୍ଚାୟତର ଭୁସକିମାଲ ଗ୍ରାମରେ ସରପଞ୍ଚ ପ୍ରାର୍ଥିନୀଙ୍କ ସ୍ୱାମୀ ଓ ଭୁସକିମାଲ ଗ୍ରାମବାସୀଙ୍କ ମଧ୍ୟରେ ଟଙ୍କା ବଣ୍ଟନକୁ ନେଇ ଗଣ୍ଡଗୋଳ ଚାଲିଥିବା ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି ଓଜେୟୁ
Read More...

ଦାଣ୍ଡପାଣି ଗାଁରେ ଭୋଟ ବର୍ଜନ : ପଞ୍ଚାୟତ ଅଦଳବଦଳକୁ ନେଇ ଗ୍ରାମବାସୀ ଅସନ୍ତୋଷ

ଲୋଇସିଂହା, (କେପିଏନ୍‌ଏସ୍‌) : ଦାଣ୍ଡପାଣି ଗାଁରେ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ପଞ୍ଚାୟତ ଅଦଳବଦଳକୁ ନେଇ ଗ୍ରାମବାସୀ ଏହିଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ପୂର୍ବରୁ ଦଣ୍ଡପାଣି ଗାଁକୁ ରତାଖଣ୍ଡି ପଞ୍ଚାୟତ
Read More...

ଜାତୀୟ ରାଜପଥରେ ମାଲବାହୀ ଯାନ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ୨୬ନଂ ଜାତୀୟ ରାଜପଥର ଦେଓଗାଁ ସଇଁତଲା ରାସ୍ତା ବହଲି ଛକ ନିକ‌ଟରେ ରାସ୍ତା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଚାଳକ । ଗତକାଲି ରାତିରେ କଟକରୁ ବାହାରି କୋରାପୁଟ ଅଭିମୁଖେ ଯାଉଥିବା (ଓଡ଼ି୦୫ ଏଡ଼ବ୍ଲ୍ୟୁ ୯୧୨୭) ଏକ ମାଲ
Read More...

୭ ଦିନ ହେଲା ଶିକ୍ଷକ ନିଖୋଜ : ଟେର ପାଉନି ପୋଲିସ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧିନ ଉଡେର ଗ୍ରାମର ବାସୁଦେବ ଭୋଇ(୨୫) ଦୀର୍ଘ ସାତଦିନ ହେଲା ନିଖୋଜ ଥିବା ଜଣାପଡିଛି । ଚିନ୍ତାରେ ଭାଙ୍ଗି ପଡିଛି ମାଆଙ୍କ ହୃଦୟ । ବାସୁଦେବ ନିଜ ଗ୍ରାମର ଉ.ପ୍ରା. ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତ
Read More...

ଝିରପାଣି ପଞ୍ଚାୟତରେ ଉତ୍ତେଜନା : ଭୋଟ ପୁଲିଂ ବନ୍ଦ ହେବା ପରେ ଉପଜିଲ୍ଲାପାଳ ପହଞ୍ଚି ସମାଧାନ କଲେ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ବିଶ୍ରା ବ୍ଲକ ଝିରପାଣି ପଞ୍ଚାୟତରେ ଉତ୍ତେଜନା ଦେଖା ଦେଇଛି । ସରପଞ୍ଚ ପ୍ରାର୍ଥୀଙ୍କ ଲିଷ୍ଟରେ ନାଁ ନଥିବା ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସରପଞ୍ଚ ପ୍ରାର୍ଥୀଙ୍କ ଲିଷ୍ଟରେ ନାଁ ନଥିବା ଓ ବାଲେଟ ପେପର ମୋଡ଼ା
Read More...

ବହଲିରେ ଏକ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ : ଲଣ୍ଡାପଥରକୁ ହରାଇ ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ବହଲି ଗାଁରେ ଶୁକ୍ରବାର ଦିନ ଏକ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡମ୍ବରୁଧର ହରପାଲ ଯୋଗ ଦେଇଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ କୃଷ୍ଣ ସେଠ୍
Read More...

ପୋଲିସ ଜନତା ମୁହାଁମୁହିଁ, ଗାଡି ଭଙ୍ଗାରୁଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା କଠଉମାଲଠାରେ ନିର୍ବାଚନ ସମୟରେ ଜନସାଧାରଣ ଓ ପୋଲିସ ମୁହାଁମୁହିଁ ହୋଇଥିବା ଜଣାପଡିଛି । ପୋଲିସ ଉପରେ ଜନତା ଆକ୍ରମଣ କରି ଗାଡି ଉପରେ ବସିଥିବା ପୋଲିସକୁ ଗୋଟିଏ ଚାପୁଡା ମାରିଥିବା କୁହାଯାଉଛି । ଜନସାଧାରଣ ପୋଲିସ ଗାଡି
Read More...

ସଂସ୍କାର ଭାରତୀ ବଲାଙ୍ଗିର ପକ୍ଷରୁ ଲତାଜୀ, ପଣ୍ଡିତ ହୋତାଜୀ ଓ ବପ୍ପି ଦାଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିକଟ ଅତୀତରେ ସ୍ୱର୍ଗାରୋହଣ କରିଥିବା ସ୍ୱର ସାମ୍ରାଜ୍ଞୀ ଲତାଜୀ, ପଣ୍ଡିତ ଦାମୋଦର ହୋତା ତଥା ସଂଗୀତ ନିର୍ଦ୍ଦେଶକ ବପ୍ପି ଲହରୀଙ୍କୁ ବଲାଙ୍ଗିର ଜିଲ୍ଲା ସଂସ୍କାର ଭାରତୀ ପକ୍ଷରୁ ତେଲିଗୋଠପଡା ସ୍ଥିତ ଚିତ୍ର, ସଂଗୀତ ଓ ନୃତ୍ୟ ଶିକ୍ଷାନୁଷ୍ଠାନ ‘କଳାଧାମ’
Read More...

ସଦର ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

ଗାଁର ବିକାଶ ପାଇଁ କଂଗ୍ରେସ ଏକ ମାତ୍ର ବିକଳ୍ପ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକରେ ନରସିଂହ ମିଶ୍ର ନିର୍ବାଚନୀ ପ୍ରଚାର ସମୟରେ କହିଛନ୍ତି ଯେ, କମ ଦାମ୍‌ରେ ରନ୍ଧନ ଗ୍ୟାସ, ବାର୍ଷିକ ୨ କୋଟି ନିଯୁକ୍ତି ସୃଷ୍ଟି ଓ ଦରଦାମ୍‌ ନିୟନ୍ତ୍ରଣ ଆଦିରେ କେନ୍ଦ୍ର ସରକାର
Read More...

ବଲାଙ୍ଗିର ବରିଷ୍ଠ ନାଗରିକ ମଂଚର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଲାଲଟିକ୍ରା ଠାରେ ଥିବା ଭୁଲିଆ ମେହେର ଅଫିସରେ ବରିଷ୍ଠ ନାଗରିକ ମଂଚର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ମନୋରଂଜନ ମିଶ୍ର ଗତ ଇ.ବି.ମିଟିଙ୍ଗର ବିବରଣୀ ପଠନ ପରେ
Read More...