Daily Archives

ନୃଶଂସ ରୋଷେୟା ଦ୍ୱାରା ମୃତ୍ୟୁବରଣ କରିଥିବା ମନ୍ଦାର ଧରୁଆଙ୍କ ୨ ଅନାଥ ପୁଅଙ୍କୁ ଭେଟିଲା ଜିଲ୍ଲା ଶିଶୁ ସୁରକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟରେ ନୃଶଂସ ରୋଷେୟା ଦ୍ୱାରା ମୃତ୍ୟୁବରଣ କରିଥିବା ବିଧବା ମହିଳା ମନ୍ଦାର ଧରୁଆଙ୍କ ୨ ଅନାଥ ପୁଅଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଆଜି ସାକ୍ଷାତ କରାଯାଇଛି । ଶୁଦ୍ଧିକ୍ରିୟା ଖର୍ଚ୍ଚ ରେଡ୍‌କ୍ରସ ପକ୍ଷରୁ ବହନ କରାଯିବ ଏବଂ ଶୁଦ୍ଧିକ୍ରିୟା
Read More...

ବିନିକା ଓ ସୋନପୁର ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ : ରେକର୍ଡ ସଂଖ୍ୟାରେ ହାରାହାରି ୮୫.୬୭ ପ୍ରତିଶତ ମତଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଆଜି ସୋନପୁର ବ୍ଲକରେ ରେକର୍ଡ ସଂଖ୍ୟାରେ ୮୬.୭୩ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକରେ ୧୮୩ଟି ମତଦାନ କେନ୍ଦ୍ରରେ
Read More...

ପୂର୍ବ ୱାର୍ଡ଼ସଭ୍ୟ ଡିଙ୍ଗର ଭୋଇଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କୁତୁର୍ଲା ପଞ୍ଚାୟତ ସାରସବାହାଲ ଗାଁର ପୂର୍ବ ୱାର୍ଡ଼ସଭ୍ୟ ତଥା ଆଦିବାସୀ ନେତା ଡ଼ିଙ୍ଗର ଭୋଇଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଥିବା ଜଣାପଡିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ପରି‌ବାର ଲୋକେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ
Read More...

ଭୋଟ୍ ବାକ୍ସ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ

ଯାଜପୁର : ଦଶରଥପୁର ବ୍ଲକ ଦଶରଥପୁର ପଂଚାୟତର ୯ ନଂ ବୁଥ୍‌ରେ ଆଜି ମତଦାନ ପରେ ଭୋଟ ବାକ୍ସ ବ୍ଲକକୁ ଅଣାଯିବା ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଛଡ଼ାଇ ନେଇ ପୋଖରୀକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
Read More...

କୁଆଖାଇ ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ଭୁବନେଶ୍ଵର କୁଆଖାଇ ନଦୀରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ତେବେ ଯୁବକ ଜଣକ କିଏ ? ତାଙ୍କ ପରିଚୟ ମିଳି ନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ
Read More...

ପରିତ୍ୟକ୍ତ କୋଠରୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ କାର୍ଯ୍ୟାଳୟ ପରିସରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମହିଳା ଜଣକ ୧୦ରୁ ୧୨ ଦିନ ତଳେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୫ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ତଲିଉଡାର
Read More...

ଦିବ୍ୟାଙ୍ଗ ଅନୁସୂଚିତ ବ୍ୟକ୍ତିଙ୍କ ଜୀବିକା ଉପାର୍ଜନ ନିମନ୍ତେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ରର ଏକ ସଫଳ ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ସରକାରଙ୍କର ଅନୁସୂଚିତ ଜାତି ଖସଡ଼ା ଅନ୍ତର୍ଗତରେ ସମୁଦାୟ ୨୪ଜଣ ଦିବ୍ୟାଙ୍ଗ ଅନୁସୂଚିତ ହିତାଧିକାରୀମାନଙ୍କୁ ୨୧ ଦିନିଆ କଳିଙ୍ଗ ବ୍ରାଉନ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି । ପୁଇଁତଲା ଏବଂ ଲୋଇସିଂହ ବ୍ଲକ୍‌ର
Read More...

ଅମରାମୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ତ୍ରିସ୍ତରୀୟ ନିର୍ବାଚନରେ ଅନେକ ଜାଗାରେ ବିଭିନ୍ନ ସମସ୍ୟା ତଥା ଭୋଟ ବର୍ଜନ ଦେଖିବାକୁ ମିଳୁଛି । ଏହିଭଳି ଏକ ଘଟଣା ନୁନିଆପାଲି ପଂଚାୟତ ଅମରାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଠାରୁ ପ୍ରକାଶ ଯେ,
Read More...

ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ : ଅଣନିଃଶ୍ୱାସୀ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ, ୪ ହସ୍ପିଟାଲ୍‌ରେ ଭର୍ତ୍ତି

କୋଲ୍‌କାତା : ପଶ୍ଚିମବଙ୍ଗର ଦୁର୍ଗାପୁର ସ୍ଥିତ ଏକ ଷ୍ଟିଲ୍‌ ପ୍ଲାଣ୍ଟ ରେ ଆଜି ଦ୍ୱିପହର ବେଳେ ଗ୍ୟାସ୍‌ ଲିକ୍‌ ହେବା ଦେଖିବାକୁ ମିଳିଛି । ଘଟଣାରେ ଅଣନିଃଶ୍ୱାସୀ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି
Read More...