Daily Archives

ବଲାଙ୍ଗିର ୱାରିଅର୍ସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଦିନରେ ଏହି ମାନବ ସମାଜରେ ସବୁଠୁ ମୂଲ୍ୟବାନ ହେଉଛି ରକ୍ତଦାନ । ରକ୍ତ ଦାନ ମହତ ଦାନ । ତେବେ ଏହି କଥାକୁ ବଲାଙ୍ଗିର ୱାରିଅର୍ସ ହୃଦୟଙ୍ଗମ କରି ସ୍ଥାନୀୟ ପିପି ଏକାଡେମୀ ଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିବା ବେଳେ ଏଥିରେ ହାତ ମିଳାଇଥିଲେ
Read More...

ଆଖୁବାଡ଼ିରେ ଅଗ୍ନିକାଣ୍ଡ : ଫସଲ ନଷ୍ଟ, ସରକାରୀ ସହାୟତା ପ୍ରଦାନ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ବାବିଯୋର ଗାଁର ଚାଷୀ ସୁଦାମ ସାଙ୍କ ମାଲିପାଲି ଛକ ନିକଟରେ ଥିବା ପ୍ରାୟ ୩୫ ଡିସମିଲ ଆଖୁ ବଗିଚାରେ ନିଆଁ ଲାଗି ଯାଇଥିଲା । ରବିବାର ଦିନ ପ୍ରାୟ ଅଢେଇ ଟା ସମୟରେ ନିଆଁ ଲାଗିଥିବା ନେଇ ଖବର ପାଇ ଦେଓଗାଁ
Read More...

ଏନ୍‌କେଏଫ୍‌ଏ ଫୁଟ୍‌ବଲ ପ୍ରତିଯୋଗିତା ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଏନ୍‌କେଏଫଏ ଆନୁକୂଲ୍ୟରେ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜିର ପ୍ରଥମ ମ୍ୟାଚରେ ବରଲା ଦଳକୁ ହାତୀସରା ଦଳ ହରାଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ଶିରାବାହାଲକୁ ଚନ୍ଦ୍ରପୁର ଦଳ ହରାଇଥିଲା । ଆଜିର ଖେଳଗୁଡ଼ିକୁ
Read More...

ଚାଉଲସୁଖା ପଂଚାୟତରେ ଭାଜପା, ବିଜେଡି ଓ କଂଗ୍ରେସର ତିନି ଜିଲ୍ଲା ପରିଷଦ ପ୍ରାର୍ଥୀ ମୁହାଁମୁହିଁ ଭୋଟ ପ୍ରଚାର

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଧାନ ସଭା ନିର୍ବାଚନ ମଣ୍ଡଳିର ତୁରେକେଲା ବ୍ଲକର ଜୋନ ନଂ. ୧୧ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି, ବିଜେପି ଓ କଂଗ୍ରେସର ତିନି ଜଣ ପ୍ରାର୍ଥୀ ଚାଉଲସୁଖା ପଂଚାୟତର ରେଂଗାଲି ଗ୍ରାମରେ ଆଜି ମୁହାଁମୁହିଁ ଭୋଟ ପ୍ରଚାର
Read More...

ସାମାଜିକ ଯୁବ ସଂଗଠନ ସମୂହ ପକ୍ଷରୁ ଋଷିକୂଲ୍ୟା ମୁହାଁଣ ବେଳାଭୂମି ସ୍ୱଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅସନ୍ତୁଳିତ ପରିବେଶ ଯୋଗୁଁ ପୃଥିବୀ ପୃଷ୍ଠରେ ସ୍ତଳଚର ପ୍ରାଣୀ ସମେତ ସାମୁଦ୍ରିକ ଜୀବ ମଧ୍ୟ ହ୍ରାସ ପାଇବାରେ ଲାଗୁଛି । ପରିବେଶ ପାଇଁ ଏକ ବୃହତ୍ କ୍ଷତି ଯାହାକି ଆଗାମୀ ଦିନରେ ଭରଣା କରିବା ଅସମ୍ଭବ ହୋଇପଡିବ । ତେଣୁ ପରିବେଶ ସୁରକ୍ଷା ସହ ସାମୁଦ୍ରିକ
Read More...

ବରପାଲିରେ ପୁସ୍ତକ ଉନ୍ମୋଚନ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଗଙ୍ଗାଧର ମେହେର କ୍ଲବ ପରିସରରେ ଆଜି ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ ଏବଂ ରଘୁନାଥ ବିଶିଙ୍କ ଉପନ୍ୟାସ 'ସବ୍ୟସାଚୀ' ପ୍ରିୟମ୍ବଦାର ପଞ୍ଚମ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ
Read More...

ଜଗଦଳପୁର ଓ ଲଖମରା ମଣ୍ଡଳରେ ବିଜେପି ପକ୍ଷରୁ ନିର୍ବାଚନୀ ଜନସମ୍ପର୍କ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର କାର୍ଯ୍ୟ ସେତେ ଜୋର ଧରିଥିବା ବେଳେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଝାରବନ୍ଧ ବ୍ଲକ ଜଗଦଲପୁର ଓ ପାଇକମାଲ ବ୍ଲକ ଲଖମରା ମଣ୍ଡଳସ୍ତରୀୟ ବାଇକ୍ ରେଲି ନିର୍ବାଚନୀ ଜନସମ୍ପର୍କ
Read More...

୫ଜଣ ନକଲି ମାଓବାଦୀଙ୍କୁ ଗିରଫ କଲା ରାୟଗଡା ପୋଲିସ

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ପୋଲିସ ୫ଟି ନକଲି ମାଓବାଦୀଙ୍କୁ ଗିରଫ କରିଥିବା ଜଣାପଡିଛି । ଠିକା କ୍ୟାମ୍ପ ଉପରେ ଆକ୍ରମଣ ଓ ପୋଡାଜଳା ଘଟଣାରେ ସମସ୍ତେ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଜାନୁଆରୀ ୨୧ ତାରିଖ ରାତିରେ ଏହି ୫ ଜଣ ଅଭିଯୁକ୍ତ କଲ୍ୟାଣସିଂହପୁର ଥାନା
Read More...

ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ଏବଂ ପ୍ରଶାନ୍ତି ଏଯୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବିଶ୍ୱ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱ ରେଡ଼ିଓ ଦିସବ ୨୦୧୨ରୁ ଓଡ଼ିଶାରେ ପାଳିତ କରାଯାଉଛି । ବିଶ୍ୱ ରେଡ଼ିଓ ଦିବସର ୧୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ସ୍ଥିତ ଦୁଇଟି ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ଏବଂ ପ୍ରଶାନ୍ତି ଏଯୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ୟୁନିଟ
Read More...

ମାଓପ୍ରବଣ ଇଲାକାରେ କରୋନା ଟୀକା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଦୁଲେନ ଛକ ନିକଟରେ ଗତ କିଛି ଦିନ ତଳେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତଥାପି କର୍ତ୍ତବ୍ୟ ପ୍ରତି ନିଷ୍ଠା ଦେଖାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ।
Read More...