Daily Archives

ଆର୍‌ବି ହାଇସ୍କୁଲ୍ ପ୍ଲାଟିନମ୍ ଜୁବୁଲିର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟା ପ୍ଲାଟିନମ୍ ଜୁବୁଲିର ଏକ ପ୍ରସ୍ତୁତି ବୈଠକ ଉପସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ମାର୍ଚ୍ଚ ଏଗାର, ବାର ଓ ତେର ତାରିଖରେ ପ୍ଲାଟିନମ୍ ଜୁବୁଲି
Read More...

ଦେଓଗାଁ ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

ଦୁର୍ନୀତିଖୋରଙ୍କୁ ପ୍ରଶ୍ରୟ ନଦେଇ ହାତ ଚିହ୍ନରେ ଭୋଟ ଦିଅନ୍ତୁ ଜନତା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି । ପ୍ରଚାର ସମୟରେ ସେ କହିଛନ୍ତି ଯେ, ଦେଶବାସୀଙ୍କ ପାଇଁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନ
Read More...

ପଞ୍ଚାୟତ ନିର୍ବାଚନ ଭୋଟଗଣନା ନିୟମାବଳୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନିର୍ବାଚନ ପ୍ରକ୍ରିୟାରେ ଭୋଟଗଣନା ଏକ ମୁଖ୍ୟ କାର୍ଯ୍ୟ ଅଟେ । ଅସାବଧାନ ଭୋଟଗଣତି ଯୋଗୁଁ ସଂପୂର୍ଣ୍ଣ ନିର୍ବାଚନ ଫଳାପଲ ଭୁଲ ହୋଇପାରେ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀମାନଙ୍କର ଗୁରୁଦାୟିତ୍ୱ ରହିଛି । ଭୋଟଗଣତି କେନ୍ଦ୍ର ଉପରେ ନିର୍ବାଚନ
Read More...

ଏମ୍‌ଏସିଟି, ମୋଟର ଯାନ ଅଧିନିୟମ ଏବଂ ଏମ୍‌ସିଟିଏପି ସମ୍ବନ୍ଧୀୟ ଆଇନ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଜଜ୍‌ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ସଭାଗୃହ ଠାରେ ଅନ୍‌ଲାଇନ୍‌ ମାଧ୍ୟମରେ ମୋଟର ଯାନ, ମୋଟର ଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ଅଧିନିୟମ ଏବଂ ଏମ୍‌ଏସିଟି ସମ୍ବନ୍ଧୀୟ ଏକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୨ ଜଣ, ବେଲପଡା ବ୍ଲକରୁ ୨ ଜଣ, ଦେଓଗାଁ ବ୍ଲକରୁ ଜଣେ, ଗୁଡଭେଲା ବ୍ଳକରୁ ଜଣେ,
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ମୃତ, ୧ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା ଗାଁରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଉଜଣେ ଗୁରୁତର ଥିବା ବେଳେ ତାଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସରଳୟକୁ ସ୍ଥାନାନ୍ତର କରାଯାଇଥିବା
Read More...

ବିଶ୍ଵ ରେଡିଓ ଦିବସ ଅବସରରେ ଆକାଶବାଣୀ ଶ୍ରୋତା ସଂଘର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଠାରେ ବିଶ୍ଵ ରେଡିଓ ଦିବସ ଅବସରରେ ଆକାଶବାଣୀ ଶ୍ରୋତା ସଂଘ, ବରଗଡ଼ର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି । କୃଷ୍ନଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ତଥା ଗୋପୀନାଥ ଦଣ୍ଡସେନାଙ୍କ ସଂଯୋଜନାରେ ଉକ୍ତ ସଭାରେ
Read More...

୨୦ କେଜି ଗଞ୍ଜେଇ ଜବତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳର ମହିଷାପାଟ ଛକଠାରେ ଟାଉନ ଥାନା ପୋଲିସ ୨୦ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବ୍‌ ଏକ ଟିଭିଏସ୍‌ ମୋପେଡ ବାଇକରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କାବୁ କରି ୨୦ କେ.ଜି ଗଞ୍ଜେଇ
Read More...

ଟିଟିଲାଗଡ଼ରେ ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘର ୨୬ତମ ସାଧାରଣ ସଭା

ଟିଟିଲାଗଡ, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘ ଟିଟିଲାଗଡ ଶାଖା ପକ୍ଷରୁ ୨୬ତମ ସାଧାରଣ ସଭା ସ୍ଥାନୀୟ ରେଳବାଇ ଇନ୍ସଷ୍ଟିଟ୍ୟୁଟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ ଶାଖା ସଂଘ ସଭାପତି ବୁଲବୁଲ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ଚାକିରି ଖୋଜିବାକୁ ଆସିଥିବା ଯୁବତୀ ଗ୍ୟାଙ୍ଗରେଫ୍‌ର ଶିକାର

ଚୁରୁ : ଚାକିରି ଖୋଜିବାକୁ ରାଜସ୍ଥାନର ଚୁରୁରେ ପହଂଚି ଥିବା ୨୨ ବର୍ଷୀୟ ଯୁବତୀ ୪ ଜଣ ବ୍ୟକ୍ତିଙ୍କ ଦ୍ୱାରା ଗ୍ୟାଙ୍ଗରେଫ୍‌ର ଶିକାର ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । କେବଳ ଏତିକି ନୁହେଁ, ଗ୍ୟାଙ୍ଗରେଫ୍‌ ପରେ ଅଭିଯୁକ୍ତମାନେ ହାତଗୋଡ଼ ବାନ୍ଧି ପିଡ଼ୀତାଙ୍କୁ ଛାତ ଉପରୁ ତଳକୁ
Read More...