Daily Archives

ରୁଗୁଡିପଡ଼ା ଦୁର୍ଗାପୁଜା ଟ୍ରଷ୍ଟ ଓ ନବକିଶୋର କ୍ଳବ ପକ୍ଷରୁ ସୁମନ୍ତ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରୁଗୁଡିପଡ଼ା ଦୁର୍ଗାପୁଜା ମଣ୍ଡପଠାରେ ସଂଗଠକ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଚେତନାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ସୁଭାଷ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ
Read More...

ଗାନ୍ଧୀ ପାଠାଗାର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭାରତ ରତ୍ନ ସ୍ୱର୍ଗତା ଲତା ମଙ୍ଗେସ୍କରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ
Read More...

ବିନିକା ବ୍ଲକରେ ନରସିଂହଙ୍କ ଜୋରଦାର ନିର୍ବାଚନୀ ପ୍ରଚାର

ଅଂଚଳର ବିକାଶ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ଆପଣମାନେ ବିଜେପି, ବିଜେଡିକୁ ପରିଷଦ ଗଠନ ପାଇଁ ଆପଣଙ୍କ ବହୁ ମୂଲ୍ୟ ଭୋଟ ବିଗତ ବର୍ଷମାନଙ୍କରେ ଦେଇ ସାରିଛନ୍ତି । ମାତ୍ର ୫ ବର୍ଷ ପୂର୍ବରୁ ଏଇ ଅଂଚଳ ଅବସ୍ଥା
Read More...

ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଅବହେଳାକୁ ଏଆଇଡିଏସ୍‌ଓର ତୀବ୍ର ନନ୍ଦା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ୨୦୧୫ ମସିହାର ବହୁ ଚର୍ଚ୍ଚିତ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ବର୍ବରୋଚିତ ହତ୍ୟା ମାମଲାର ଚାର୍ଜସିଟ କ୍ରାଇମବ୍ରାଞ୍ଚ ଆଜି ପର୍ଯ୍ୟନ୍ତ ଦାଖଲ କରି ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଦୁଃଖଜନକ ଘଟଣା । ଏଆଡିଏସ୍‌ଓ ପକ୍ଷରୁ କୁହାଯାଇଛି
Read More...

ବଲାଙ୍ଗିରରେ ଉଦ୍‌ଘାଟିତ ହେଲା ମେଡିସ୍କାନ୍‌ ଡାଇଗ୍ନୋଷ୍ଟିକ୍‌ ଏଣ୍ଡ୍‌ ଇମାଜିଙ୍ଗ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏଲ୍‌ଆଇସି ଅଫିସ ସମ୍ମୁଖରେ ମେଡିସ୍କାନ୍‌ ଡାଇଗ୍ନୋଷ୍ଟିକ୍‌ ଏଣ୍ଡ୍‌ ଇମାଜିଙ୍ଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଏହାଦ୍ୱାରା ୫ଟି ଜିଲ୍ଲାର ଲୋକେ ନୂତନ ଟେକ୍ନୋଲୋଜି ପରୀକ୍ଷାର ସୁବିଧା ପାଇ ପାରିବେ ବୋଲି ଏଠାର ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।
Read More...

କବୟିତ୍ରୀ ଜୟଶ୍ରୀ ମହାନ୍ତିଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷୟିତ୍ରୀ ତଥା କବୟିତ୍ରୀ ଜୟଶ୍ରୀ ମହାନ୍ତିଙ୍କ ପ୍ରଥମ ସ୍ମୃତିଚାରଣ ସଭା ସେକ୍ଟର ୫ ଭଂଜଭବନ ନିକଟସ୍ଥ ଶ୍ରୀଅଭିରାମ ଯୋଗାଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସୁନାଫୁଲ ସାହିତ୍ୟ ସଂସଦର
Read More...

ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ପାଇଁ ଭୋଟ ଭିକ୍ଷା କଲେ ରାଧାମୋହନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ଭୋଟ ପ୍ରଚାର ପାଇଁ ଆଜି ମଇଦାନକୁ ଓହ୍ଲାଇଲେ ଯୁବନେତା ରାଧାମୋହନ । ତାଙ୍କ ସହିତ ସାମାଜିକ କର୍ମୀ ଧନେଶ୍ଵର ପରିଡ଼ା, ସମାଜସେବୀ ସୁଚିସ୍ମିତା
Read More...

ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ କଲେକ୍ଟର ଭାବେ କାର୍ଯ୍ୟରତ ମନରଞ୍ଜନ ନାୟକଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କରିଛି ଚଢ଼ାଉ । ଆସିଷ୍ଟାଣ୍ଟ ତହସିଲଦାର ଭାବେ ପୋଷ୍ଟିଂ ପାଇ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ
Read More...

୧୨ତମ ବୁଢାରଜା କ୍ରିକେଟ୍ କପ୍ ସମାପନ : ଖଲିଆପାଲି ଦଳ ଚମ୍ପିଆନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମ ପଚାଂୟତ ଅନ୍ତର୍ଗତ ବୁବୁଡା ଗ୍ରାମରେ ୧୨ ତମ ବୁଢାରଜା କ୍ରିକେଟ୍ କପ୍ ସମାପନ ହୋଇଯାଇଛି । ପୁଟୁଡେରା ଏବଂ ଖଲିଆପାଲି ମଧ୍ୟରେ ଫାଇନାଲ୍ ମ୍ୟାଚ୍‌ରେ ଖଲିଆପାଲି ବିଜୟ ହୋଇଥିଲା । ଏହି ଅବସରରେ ଦହିଗାଁ ଗ୍ରାମ ପଚାଂୟତରେ
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିବା ୨ ଘଣ୍ଟା ସମୟରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାର ଠାରେ ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ପଦ୍ମପୁର ଏନ୍‌ଏସି, ପାଇକମାଲ ବ୍ଲକର ରାଜବୋଡାସମ୍ବର କୃଷକ ସଙ୍ଗଠନର ନେତୃମଣ୍ଡଳୀଙ୍କୁ ନେଇ ଏକ
Read More...