csstore

ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ପାଇଁ ଭୋଟ ଭିକ୍ଷା କଲେ ରାଧାମୋହନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ଭୋଟ ପ୍ରଚାର ପାଇଁ ଆଜି ମଇଦାନକୁ ଓହ୍ଲାଇଲେ ଯୁବନେତା ରାଧାମୋହନ । ତାଙ୍କ ସହିତ ସାମାଜିକ କର୍ମୀ ଧନେଶ୍ଵର ପରିଡ଼ା, ସମାଜସେବୀ ସୁଚିସ୍ମିତା ରାଉତରାୟ, ଦିଲ୍ଲୀପ କୁମାର ଧାଉଡ଼ିଆ, ବିଚିତ୍ର ଧାଉଡିଆ, ସୂର୍ଯ୍ୟକାନ୍ତ ରଣା, ବେଣୁଧର ମଙ୍ଗରାଜ, ବିଶ୍ଵଜିତ ଧାଉଡିଆ, ଶ୍ରୀଧର ଧାଉଡିଆ, ପ୍ରଶାନ୍ତ ରାଉତରାୟ, ସତ୍ୟଶ୍ଵର ଧାଉଡ଼ିଆ, ଚୁମୁକି ବଳବନ୍ତରାୟ, ମହେନ୍ଦ୍ର ଧାଉଡ଼ିଆ, ଚନ୍ଦନ ପରିଡ଼ା, ସନ୍ତୋଷ କୁମାର ଧାଉଡ଼ିଆ ପ୍ରମୁଖ ପ୍ରଚାର ଅଭିଯାନରେ ସାମିଲ ହୋଇ ଗାଁକୁ ଗାଁ ବୁଲି ତାଲା ଓ ଚାବି ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ । ବିଭିନ୍ନ ସ୍ଥାନରେ ଜନସାଧାରଣ ଉତ୍ସାହିତ ହୋଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

jayashree
Leave A Reply

Your email address will not be published.