pakka

ବଲାଙ୍ଗିରରେ ଉଦ୍‌ଘାଟିତ ହେଲା ମେଡିସ୍କାନ୍‌ ଡାଇଗ୍ନୋଷ୍ଟିକ୍‌ ଏଣ୍ଡ୍‌ ଇମାଜିଙ୍ଗ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏଲ୍‌ଆଇସି ଅଫିସ ସମ୍ମୁଖରେ ମେଡିସ୍କାନ୍‌ ଡାଇଗ୍ନୋଷ୍ଟିକ୍‌ ଏଣ୍ଡ୍‌ ଇମାଜିଙ୍ଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଏହାଦ୍ୱାରା ୫ଟି ଜିଲ୍ଲାର ଲୋକେ ନୂତନ ଟେକ୍ନୋଲୋଜି ପରୀକ୍ଷାର ସୁବିଧା ପାଇ ପାରିବେ ବୋଲି ଏଠାର ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲାର ତଥା ଆଖପାଖ ଜିଲ୍ଲାବାସୀ ଅନେକ ଡାଇଗ୍ନୋଷ୍ଟିକ ଟେଷ୍ଟ ପାଇଁ ଭୁବନେଶ୍ୱର କିମ୍ବା ବିଶାଖାପଟ୍ଟଣମ୍‌ ଯିବାକୁ ପଡୁଥିବା ବେଳେ ଏହା ଏବେ ବଲାଙ୍ଗିର ସହରରେ ହୋଇଥିବାରୁ ଜିଲ୍ଲାବାସୀ ତଥା ଅନ୍ୟ ଜିଲ୍ଲାବାସୀମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି ।

jay balangir
Leave A Reply

Your email address will not be published.

4 × 2 =