Daily Archives

ବେଆଇନ ଡମ୍ପିଂ ୟାର୍ଡ ପାଲଟିଛି ବିଷ୍ଣୁମୁଣ୍ଡା ରାସ୍ତାକଡ଼ : ବଢ଼ୁଛି ଜନ ଅସନ୍ତାଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଷ୍ଣୁମୁଣ୍ଡା ରୋଡ କଡ଼ରେ ବେଆଇନ ଭାବେ ଡମ୍ପିଂ ୟାର୍ଡ କରାଯାଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଡମ୍ପିଂ ପାଇଁ ସହରରେ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ସତ୍ୱେ କିଛି ମ୍ୟୁନିସିପାଲିଟି କର୍ମଚାରୀ ସମସ୍ତ ଅଳିଆ ଆବର୍ଜନା ଆଣି ବିଷ୍ଣୁମୁଣ୍ଡା
Read More...

ଜୟ କିଷାନ ଆନ୍ଦୋଳନ ପକ୍ଷରୁ କୃଷି ଅଧିକାରୀଙ୍କୁ ଘେରାଉ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଏବେ ଡାଲୁଆ ଚାଷ ପାଇଁ ଚାଷୀ ତତ୍ପରେ ଥିବା ବେଳେ ସାରର କୃତ୍ରିମ ଅଭାବ ହେଲାଣି । ଏହାର ସୁଯୋଗରେ ମୁନଫାଖୋର ବେପାରୀ ସାର କଳାବଜାରୀ ଆରମ୍ଭ କଲେଣି । ଏହାର ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ଜୟ କିଷାନ ଆନ୍ଦୋଳନ ପକ୍ଷରୁ ହର ବନିଆଙ୍କ
Read More...

ସ୍ୱର୍ଗତ ଅଶ୍ୱିନୀ କୁମାର ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଟିଟିଲାଗଡ, (ପ୍ରମୋଦ କୁମାର ସେଲମା) : ସହରର ବିଶିଷ୍ଟ ସାହିତ୍ୟିକ, ସଂଗଠକ, ଶିକ୍ଷାବିତ୍ ଓ ସାଂସ୍କୃତିକ ପୁରୁଷ ତଥା ବରିଷ୍ଠ ନାଗରିକ ସଂଘ ଟିଟିଲାଗଡର ସଭାପତି ସ୍ୱର୍ଗତ ଅଶ୍ୱିନୀ କୁମାର ମାହାନ୍ତିଙ୍କ ତିରୋଧାନରେ ଶୋକ ପ୍ରକାଶ କରି ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଜଗନ୍ନାଥ
Read More...

ସଂଗୀତ ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବସନ୍ତ ପଞ୍ଚମୀ ଅବସରରେ ବିଗତ ବର୍ଷମାନଙ୍କ ଭଳି ଏ ବର୍ଷ ମଧ୍ୟ ସରକାରଙ୍କର ସଂପୂର୍ଣ୍ଣ କୋଭିଡ ଗାଇଡ ଲାଇନ ସହିତ 'ସଂଗୀତ ଶିଳ୍ପୀ ସମାଜ' ତା'ର ତିରିଶତମ ସ୍ଵନକ୍ଷତ୍ର ଉତ୍ସବ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେକ୍ଟର ୩ ପରିସରସ୍ଥ ମା' ଲକ୍ଷ୍ମୀଙ୍କ
Read More...

ରୋହିତଙ୍କ ପରିବାର ବର୍ଗଙ୍କୁ ଭେଟିଲେ ନର୍ଲା ବିଧାୟକ ଭୂପିନ୍ଦ୍ର ସିଂହ

ଝିଅର ଡାକ୍ତରୀ ପଢ଼ିବାର ସ୍ବପ୍ନ ସାକାର କରିବାକୁ ଦେଲେ ପ୍ରତିଶ୍ରୁତି ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଦୁଲେନ ନିକଟରେ ଗତ ଶନିବାର ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ପ୍ରାଣ ହାରିଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାର ବର୍ଗଙ୍କୁ ଆଜି ନର୍ଲା
Read More...

ସହିଦ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସହିଦ ମାନ୍ୟତା, ଅନୁକମ୍ପାରାଶି, ଜଣଙ୍କୁ ସରକାରୀ ଚାକିରି ଦାବୀ ମ.ରାମପୁର, (ହେମନ୍ତ ସାହୁ) : ଗତ ଶନିବାର ଦିନ ମ.ରାମପୁର ଥାନା ଦୁଲେନ ନିକଟରେ ଲ୍ୟାଣ୍ଡ ମାଇନରେ ସହିତ ହୋଇଥିବା ରୋହିତ ବିଶ୍ୱାଳଙ୍କ ସ୍ମୃତିରେ ମ.ରାମପୁର ସାମ୍ବାଦିକ ସମୂହ ଏବଂ ବୁଦ୍ଧିଜୀବୀମାନେ ଏକ କ୍ୟାଣ୍ଡେଲ
Read More...

ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ମଦନପୁର ଚାମ୍ପିଅନ, ରାଶିଭଟା ରନର୍ସ ଅପ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଡ଼ମ୍ବକର୍ଲାଖୁଣ୍ଟା ୟୁଥ୍ କ୍ଲବ ତରଫରୁ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଡ଼ମ୍ବକର୍ଲାଖୁଣ୍ଟାଠାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମଦନପୁର ଓ ରାଶିଭଟା ମଧ୍ୟରେ
Read More...

୭ କ୍ୱିଣ୍ଟାଲରୁ ଅଧିକ ଭାଙ୍ଗ ସହ ଗାଡି ଜବତ : ଡ୍ରାଇଭର ଗିରଫ

ଆସିକା : ଆସିକା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ଏସି ଗାଡିରୁ ପ୍ରାୟ ୭ କ୍ୱିଣ୍ଟାଲ ୬୯ କେଜି ୬୫୦ ଗ୍ରାମ ଭାଙ୍ଗ ଜବତ କରିବା ସହ ଗାଡିର ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ଟାଟା ଏସି ଗାଡି(ଓୟୁ୦୭ଭି୮୪୩୭)ରେ ବିପୁଳ ପରିମାଣରେ ଭାଙ୍ଗ ବୋଝେଇ ହୋଇ
Read More...

ବରାହ ଦ୍ୱାଦଶୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗବିହାର ଉମାଶଙ୍କର ପୀଠଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ସଂଘର କର୍ମକର୍ତ୍ତାମାନଙ୍କର ବରାହ ଦ୍ବାଦଶୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଭାରତରତ୍ନ ଲତା ମଙ୍ଗେସ୍‌କର ଓ ମନ୍ଦିର ତିଆରି କରିଥିବା କାରିଗର
Read More...

ନିଷ୍ଠା ପରିବାର ଦ୍ୱାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମା' ମାଉଲୀ କଲ୍ୟାଣ ମଣ୍ଡପ, ମାଲିପାଲି, ବରଗଡଠାରେ ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମାଲିପାଲି ଗ୍ରାମର ଆଦର୍ଶ ଶିକ୍ଷକ ଗଣେଶ ବେହେରା ଫିତାକାଟି
Read More...