Daily Archives

ଏଭ୍‌ତକ୍‌ ମୁଇଁ ମୋର୍‌ ମାଁବୁଆର୍‌ ପାଖେ ଅଛେଁ

ବଡ଼ା ଦିନୁଁ ଭେଟ୍‌ ପଡ଼ିଛନ୍‌ ଦୁଇ ଦୋସ୍ତ । କଲେଜ୍‌ ଥି ପାଠ୍‌ ପଢ଼୍‌ଲା ବେଲ୍‌କେ ଦୁହେଁ ଗୁଟେ କଲେଜ୍‌ ନେ, ଗୁଟେ ଇଅର୍‌, ଗୁଟେ ସେକ୍‌ସନ୍‌ ଥି ପାଠ୍‌ ପଢ଼ିଛନ୍‌ । କଲେଜ୍‌ ପଢ଼୍‌ଲା ବେଲେ ଦୁହେଁ ଜୀବନ୍‌ ଦିଆଦୁଇ ସାଙ୍ଗ୍‌ ବଲି ସଭେ ଜାନିଥିଲେ । ଏନ୍‌ତାକି ଇ’ ଦୁହି ଜନ୍‌ କେ କଲେଜ୍‌
Read More...

୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ଘୋରଡିଆ ନୋଡାଲ ହାଇସ୍କୁଲର ୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁମିଳନ ଉତ୍ସବ ମା' ବରାହୀ (ଖଣ୍ଡୁଆଳ) କଅଁଳପଡା ପିଠସ୍ଥଳୀରେ ଅନୁଷ୍ଠିିତ ହୋଇଯାଇଛି ।
Read More...

କନ୍ଧେନବାହାଲିରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ପ୍ରଥମ ଦିନରେ କରେଲଧୁଆ ଦଳ ବିଜୟୀ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ଡେଙ୍ଗ ସରର୍ଗି ଖେଳପଡିଆଠାରେ କନ୍ଧେନବାହାଲି ବୁଢ଼ାଦେଓ ଫୁଟ୍‌ବଲ କମିଟି ଆନୁକୂଲ୍ୟରେ ପ୍ରଥମ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ମ୍ୟାଚରେ କରେଲଧୁଆ ଦଳ ଓ ଘୁଚିପାଲି ଦଳ
Read More...

ଜମି ବାବଦକୁ ନେଇ ହଣାକଟା : କକାକୁ ହାଣିଲା ପୁତୁରା

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଳା କରଞ୍ଜିଆରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଜମିବାଡି ବାବଦକୁ ନେଇ ହଣାକଟା ହୋଇଥିବା ଜଣାପଡିଛି । କରଞ୍ଜିଆ ଥାନା କିଆ ଗାଁରେ ଏହି ଘଟଣା ଘଟିଥିବା ଜଣାପଡିଛି । ଏକ ପରିବାରେ ଜମିବାଡି ବାବଦକୁ ନେଇ କକା ଓ ପୁତୁରା ମଧ୍ୟରେ କଳହ
Read More...

ବୈଦିପାଲି ଗାଁରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳି ମାଡ଼ କରିଥିବା ନେଇ ଥାନାରେ ଅଭିଯୋଗ କଲେ ସମାଜସେବୀ ସନ୍ତୋଷ ସାହୁ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳି ମାଡ଼ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବୈଦିପାଲି ଅଚଂଳର ସମାଜସେବୀ ସନ୍ତୋଷ ସାହୁ । ଅଭିଯୋଗ ଅନୁଯାୟୀ ସମାଜସେବୀ ଶ୍ରୀ ସାହୁ ଗତକାଲି ରାତିରେ ଶୋଇଥିବା ବେଳେ
Read More...

ମୋବାଇଲ ଲୁଟ୍‌ ସମୟରେ ସାହସିକତା ଦେଖାଇଲେ ଯୁବତୀ

ଭୁବନେଶ୍ୱର : ଲୁଟେରା ମାନେ ମୋବାଇଲ ଲୁଟ୍‌ କରିବା ସମୟରେ ସାହସିକତା ଦେଖାଇଛନ୍ତି ଜଣେ ଯୁବତୀ । ସୂଚନା ଅନୁସାରେ ଭୁବନେଶ୍ୱରର ଇମ୍ଫୋସିଟି ଥାନା ଅଧିନସ୍ଥ ଏକ ଅଞ୍ଚଳରେ ଦୁଇଜଣ ଲୁଟେରା ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଲୁଟ୍‌ କରୁଥିବା ବେଳେ ଯୁବତୀ ଜଣକ ଲୁଟେରାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିବା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ବୁଦୁଲା ଗ୍ରା.ପରୁ ଜଣେ, ବଲାଙ୍ଗିର ବ୍ଲକ ଖୁଜେନ୍‌ପାଲି ଓ ଝାଙ୍କରପାଲି ଗ୍ରା.ପରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ବ୍ଲକ
Read More...

ଉମାକାନ୍ତି ଓ ବିରୋଧ ତାଣ୍ଡିଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ନରସିଂହ

ଅଂଚଳର ବିକାଶ ପାଇଁ ଜିଲ୍କା ପରିଷଦରେ ପରିବତ୍‌ର୍ତ୍ତନ ଆଣନ୍ତୁ -ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିର୍ବାଚନ ପରେ ନିର୍ବାଚନ ଯାଉଛି । ଗ୍ରାମାଞ୍ଚଳକୁ ଆହୁରି ମଜବୁତ କରିବା ପ୍ରତିଶୃତି ଦେଇ ନିର୍ବାଚନ ଜିତିଲା ପରେ ଦଳ ଓ ନେତାମାନେ ଗାଁ ମଫସଲର ମୁହଁ ଦେଖୁ ନାହାନ୍ତି । ଫଳରେ
Read More...

ବଲିଉଡ ଅଭିନେତ୍ରୀ ମାହି ଗିଲ୍‌ ବିଜେପିରେ ଯୋଗଦେଲେ

ଚଣ୍ଡିଗଡ଼ : ଆଉ କିଛି ଦିନ ବ୍ୟବଧାନରେ ପଞ୍ଜାବର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ନିର୍ବାଚନ ପୂର୍ବରୁ ନିଜ ଦଳରେ ବିଜେପି ଏପରି କିଛି ଚେହେରାଙ୍କୁ ସାମିଲ କରୁଛି, ଯାହାଙ୍କ ଦ୍ୱାରା ଭୋଟର୍‌ମାନଙ୍କର ଭୋଟ ହାତେଇବା ପାଇଁ ସହଜ ହେବ । ବିଜେପି ଏବେ ପଂଜାବ ରାଜନୀତିକୁ ହାତେଇବା
Read More...

ଧରାପଡ଼ିଲା କୁଖ୍ୟାତ ସୁନା ଲୁଟେରା

କଟକ : ବାଦାମବାଡ଼ି ପୋଲିସ ଜଣେ କୁଖ୍ୟାତ ସୁନା ଅଳଙ୍କାର ଲୁଟେରାକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଲୁଟେରା ଜଣକ ହେମନ୍ତ ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତ ୨୯ତାରିଖରେ ବିକାଶ ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଅଳଙ୍କାର ସହ ଟଙ୍କା ଚୋରି ହୋଇଥିଲା । ଉକ୍ତ ଘଟଣାର
Read More...