Daily Archives

ପଥରଚେପାର ନିର୍ମାଣାଧୀନ ବିଜେପି ଅଫିସରୁ ଲୁହା ଛଡ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତ ଗିରଫ : ଲୁହା ଛଡ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୪ ତାରିଖ ରାତିରେ ପଥରଚେପା ଠାରେ ନିର୍ମାଣାଧୀନ ବିଜେପି ଅଫିସରୁ ୫୦,୦୦୦ଟଙ୍କାର ୭ କୁଇଣ୍ଟାଲ ଛଡ ଚୋରି କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଏସଂପର୍କରେ ବରଗଡର ମହମ୍ମଦ ଇବ୍ରାହିମଙ୍କ ଅଭିଯୋଗ
Read More...

କାଇଁଚପୁରରେ ଦଣ୍ଡକାଳୀ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଧାନ ମଣ୍ଡିର ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତରେ ମା' ଦଣ୍ଡକାଳୀ ସ୍ୱୟଂ ସହାୟିକା ଗୋଷ୍ଟୀ ପକ୍ଷରୁ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି । କାଇଁଚପୁର ଗ୍ରାମରେ ଗଞ୍ଜାମ ବ୍ଲକ ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ଦାଶ, ସ୍ୱୟଂ ସାହାୟିକା ଗୋଷ୍ଠୀର ସଭାପତି
Read More...

ବଲାଙ୍ଗିରରେ ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବିଶିଷ୍ଟ କ୍ରୀଡ଼ାବିତ୍‌ ତଥା ସମାଜସେବୀ ସ୍ୱର୍ଗତ ସୁମନ୍ତ ଭୋଇ ଓ କଳାହାଣ୍ଡି ଜିଲାରେ କାର୍ଯ୍ୟରତ ସାମ୍ବାଦିକ ରୋହିତ୍‌ ବିଶ୍ୱାଳଙ୍କ ମୃତ୍ୟୁରେ ଦିବଗଂତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ଥାନୀୟ ଯାଦବ ଭବନ ପରିସରରେ ଯୁବ ସଙ୍ଗଠକ
Read More...

ରାଉରକେଲା ପୋଲିସ କବଜାରେ ଦୁର୍ଦାନ୍ତ ପିଏଲ୍‌ଏଫ୍‌ଆଇ ଜୋନାଲ କମାଣ୍ଡର ଅର୍ଜୁନ ରାଣା

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ଦିନ ଧରି ଲୋକଙ୍କୁ ଡ଼ରାଇ ବଟି ଓ ଅପହରଣ ଆଦି ଘଟଣା ଘଟାଉଥିବା ଅଭିଯୋଗ ଆଧାରରେ ସୁଦୂର ଆସାମରୁ ଅର୍ଜୁନକୁ ରାଉରକେଲା ପୋଲିସ ଗିରଫ କରିଥିବା ବେଳେ ତା' ନିକଟରୁ ଏକ ସେମି ଅଟୋମେଟିକ ବନ୍ଧୁକ ଓ ୫ଟି ଗୁଳି ଜବତ କରିଥିବା ଜଣାପଡିଛି । ଏହା ପୂର୍ବରୁ
Read More...

ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷର ସହାୟତା ସହାୟତା ରାଶି ପ୍ରଦାନ ନେଇ ଘୋଷଣା କଲେ ରାଜ୍ୟ ସରକାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି
Read More...

ବିଜେଡ଼ି ପରେ ବିଜେପିର ରଣହୁଙ୍କାର : ଯାଦବ ସମାଜ ଭୋଟର ବିଜେଡି ପାଇଁ କଣ୍ଟା ସାଜିବ, ବିଜେଡି ଦଳ ଛାଡି ବିଜେପିରେ ସାମିଲ…

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା ମନ୍ତ୍ରୀଙ୍କ ପ୍ରଚାର ପ୍ରସାର ସେତିକି ବଢିବାରେ ଲାଗିଛି । ଭୋଟରକୁ ହାତେଇବା ପାଇଁ ଏବେ ଗାଁ ଗାଁରେ ରାଜନେତାଙ୍କ ଭିଡ଼ ଦେଖିବାକୁ ମିଳିଛି । କିନ୍ତୁ ସବୁବେଳେ ନିର୍ବାଚନରେ ଚର୍ଚ୍ଚା ରହିଥାଏ
Read More...

ଶ୍ରୀପଞ୍ଚମୀରେ ଯୋଗ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ ଶ୍ରୀପଞ୍ଚମୀ ଅବସରରେ ଆଜି ଚକରକେନ୍ ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମରେ ଆର୍ଟ ଅଫ୍‌ ଲିଭିଂ ବରଗଡ ଶାଖା ତରଫରୁ ତିନିଦିନିଆ ଯୋଗ ଓ ପ୍ରାଣାୟାମ ଶିବିରର ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରରେ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସୀମାନେ ଯୋଗଦେଇ
Read More...

କବିତା : ପାଗଳୀର ନାନାବାୟା ଦିନ

ପ୍ରଣତି ବେହେରା ମୁଁ ରୋଷେଇରେ ବ୍ୟସ୍ତ ଥାଏପୁଅ ଆସେ'କ'ଣ ରାନ୍ଧୁଚୁ ମାଁ…'କହି ଆପେଟ ଶୋଷାଡି ନିଏବାସ୍ନାକୁ…ମୁଁ ଖୁସି ହେଇଯାଏକିଛି ସମୟ ପରେ ଦେଖେଥାକରେ ଥିବା ମୋ ସେଲ୍ ଫୋନଟିତା' ଜାଗାରେ ନ ଥାଏଥରେ ନୁହେଁ, ସବୁଥର ଏମିତି ହିଁ ହୁଏଅଥଚସଚେତନ ହେବାବେଳକୁମୁଁ ବୋକା ହେଇସାରିଥାଏ ।
Read More...

ଇଲେଭେନ୍‌ ଷ୍ଟାର କ୍ରିକେଟ୍‌ କପ୍‌ : ସେମି ଫାଇନାଲରେ ଗଡଭାଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆରେ ଇଲେଭେନ୍‌ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ୍‌ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ ଗୌଡ଼ପାଲି ଧୁମାଭଟା ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ଗଡ଼ଭାଟି ବରିହାପାଲି ଦଳକୁ ହରାଇ
Read More...

ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ଧୋବା ଭୋଇ ହାଇସ୍କୁଲ ପଡିଆରେ ଆର୍‌ଆର୍‌ସିସି ଆନୁକୂଲ୍ୟରେ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୬ଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ । ଆଜି ଫାଇନାଲ
Read More...