Daily Archives

ବାଗଦେବୀଙ୍କ ପୂଜା ସହ ଔଷଧୀୟ ଚାରା ରୋପଣ କରି ଜନସଚେତନତା ସୃଷ୍ଟି କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବାଗଦେବୀ ସରସ୍ୱତୀଙ୍କ ପୂଜା ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପ୍ରତିଷ୍ଠାତା ଏକାଧାରରେ ଜଣେ କବି, ଲେଖକ, ଶିଶୁ ସାହିତ୍ୟିକ, ପରିବେଶ ପ୍ରେମୀ, ଆଇନଜୀବୀ, ପୁରୋହିତ ହୃଷୀକେଶ ପାଢ଼ୀ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମଣିଜପୁର ପ୍ରକଳ୍ପ ପ୍ରାଥମିକ
Read More...

ସେ ମାହାପୁରୁ ଥିଲେ ଜାନ୍‌ବା !

ଆନନ୍ଦ ଚନ୍ଦ୍ର ସାହୁ ଖସଙ୍ଗ୍‌ ଖସଙ୍ଗ୍‌ ଚାଲି ଆସୁଛେ ମଙ୍ଗ୍‌ଲୁ ।ବଏଠୁର ପାଖୁ ଚାଲିଗଲା ଯେ ମହୁଲି ଗନ୍ଧ୍‌ ଭକ୍‌ କଲା । ବଏଠୁ ବଏଲା - ନା’ରେ ମଙ୍ଗ୍‌ଲୁ, ମାସେ ନେଇଁ ହେବାର୍‌ ପରେ ସାତ୍‌ ଦିନ୍‌ ତକ୍‌ ଡାକ୍ତର୍‌ଖାନା ଥି ପଡ଼ିଥିଲୁ । ମରୁ ମରୁ ବାଁଚିଛୁ । ତୋର୍‌ ଛୁଆପିଲା ସୁରୁ ସୁରୁ
Read More...

ବିଶ୍ଵାତ୍ମା ବିଦ୍ୟାମନ୍ଦିରର ସ୍ମାର୍ଟ କ୍ଲାସର ଶୁଭ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଥିବା ଆନନ୍ଦ ନିକେତନର ବିଶ୍ୱାତ୍ମା ବିଦ୍ୟାମନ୍ଦିରରେ ଆଜି ସ୍ମାର୍ଟ କ୍ଲାସର ଶୁଭ ଉଦ୍‌ଘାଟନ କଲେ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ । ଏହି ଉଦ୍‌ଘାଟନ ମହୋତ୍ସବରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନୁଷ୍ଠାନର ସମସ୍ତ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୮ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୦ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୫ ଜଣ, ବେଲପଡା ବ୍ଲକରୁ ୭, ଦେଓଗାଁ ବ୍ଲକରୁ
Read More...

ଦେଓଗାଁ ବ୍ଲକ ଜୋନ ନଂ. ୧୨ରେ ନରସିଂହଙ୍କ ନିର୍ବାଚନ ପ୍ରଚାର

ଲୋକଙ୍କ କାମ କରୁ ନଥିବା ନେତାଙ୍କୁ ଏଥର ବରଖାସ୍ତ କରନ୍ତୁ ଜନତା - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମାଞ୍ଚଳର ଉନ୍ନତି ଉପରେ ସାରା ରାଜ୍ୟ ତଥା ଦେଶର ଉନ୍ନତି ନିର୍ଭର କରେ । ଏହି ତ୍ରିସ୍ତରୀୟ ନିର୍ବାଚନରେ ଲୋକେ ଗ୍ରାମଞ୍ଚଳର ସର୍ବାଙ୍ଗିନ ଉନ୍ନତି ପାଇଁ ପ୍ରତିନିଧି
Read More...

ପାଖେଇ ଆସୁଛି ପ୍ରେମ ସପ୍ତାହ : ପ୍ରେମିକ ପ୍ରେମିକାମାନେ ସତର୍କ ରୁହନ୍ତୁ

ସୁଶ୍ରୀ ସ୍ନେହଲତା ପାଖେଇ ଆସୁଛି ପ୍ରେମ ସପ୍ତାହ । ସାରା ବିଶ୍ୱରେ ଆସନ୍ତା ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିବର୍ଷ ପ୍ରେମ ସପ୍ତାହ ପାଳନ ହୋଇଥାଏ । ଏହି ସମୟରେ ପ୍ରେମିକ ପ୍ରେମିକାମାନେ ବିଶେଷ ସତର୍କ ରହିବା ଉଚିତ । ୧. ଯାହାଙ୍କ ସହ ସାରା ଜୀବନ କଟାଇବା ପାଇଁ
Read More...

୮ ମାସର ଶିଶୁପୁତ୍ରକୁ ବାଡେଇଲା ଆୟା, ବ୍ରେନ୍‌ ହେମ୍‌ରେଜ୍‌ ହେବାରୁ ଶିଶୁପୁତ୍ର ଆଇସିୟୁରେ ଭର୍ତ୍ତି

ସୁରତ : ଗୁଜୁରାଟର ସୁରତ ସହରରେ ଜଣେ ଆୟା ୮ ମାସର ଶିଶୁପୁତ୍ରକୁ ମାଡ ମାରିବା ପରେ ବ୍ରେନ୍‌ ହେମ୍‌ରେଜ୍‌ ହେବାରୁ ଶିଶୁପୁତ୍ରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଆଜି ପୋଲିସ ଏହି ସୂଚନା ଦେଇଛି । ମହିଳା ଜଣକ କୋମଲ
Read More...

ମହୁଲପାଲିରେ ବାଲ୍ୟ ବିବାହ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ବାଲ୍ୟ ବିବାହକୁ ରୋକିଛି ବଲାଙ୍ଗିର ୟୁଥ୍‌ ସର୍ଭିସ ସେଣ୍ଟର ଚାଇଲ୍ଡ ଲାଇନ । ସୂଚନା ଯୋଗ୍ୟ ଯେ, ମୁରିବାହାଲ ଗ୍ରାମରେ ଜଣେ ନାବାଳିକା ଝିଅକୁ ତାର ପିତା ମାତା ନିକଟସ୍ଥ ଦେସିଲ ଗ୍ରାମକୁ
Read More...

ଅବସ୍ଥା ଦେଖି ବ୍ୟବସ୍ଥା କଲେ ଏସ୍‌ଡିପଓ ତୋଫାନ ବାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୌଣସି କାରଣକୁ ନେଇ ଦୁଇଜଣ ବ୍ୟକ୍ତି ସ୍ଥାନୀୟ ପାଟଣାଛକରେ ଗଣ୍ଡଗୋଲ କରୁଥିବା ବେଳେ ଟ୍ରାଫିକ ବ୍ୟବସ୍ଥାରେ ବ୍ୟାଘାତ ଉପଜୁଥିବା ଦେଖିବାକୁ ମିଳିଥିଲା । ଏତିକି ବେଳେ ଏସ୍‌ଡିପିଓ ତୋଫାନ ବାଗ ଏହି ଅବ୍ୟବସ୍ଥା ଦେଖି ତୁରନ୍ତ ଘଟଣାସ୍ଥଳରେ ପହଂଚି ଦୁଇ ଜଣଙ୍କୁ
Read More...

ଆଜି ସରସ୍ୱତୀ ପୂଜା : ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା କଟକଣା ମଧ୍ୟରେ ବିଦ୍ୟା ଦାତ୍ରୀଙ୍କ ପୂଜା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟା ଦାତ୍ରୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସହରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ସିଏନ୍‌ସି
Read More...