Daily Archives

ବେଆଇନ ବାହାଘରକୁ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମରେ ଜଣେ ନାବାଳକକୁ ତା’ର ପିତାମାତା ଯୁବାମାଲ ଗ୍ରାମର ଜଣେ ଝିଅ ସହିତ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ୟୁଥ୍‌ ସର୍ଭିସ ସେଂଟର ଚାଇଲ୍ଡ ଲାଇନ୍‌ ପହଂଚି
Read More...

ଜିଲ୍ଲାର ଖପ୍ରାଖୋଲ ବ୍ଲକରୁ ସର୍ବାଧିକ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ଖପ୍ରାଖୋଲ ବ୍ଲକରୁ ସର୍ବାଧିକ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଖପ୍ରାଖୋଲ ବ୍ଲକର ଭାନପୁର ଏବଂ ଲୁହାସିଂହା ଗ୍ରା.ପ.ରୁ ଜଣେ
Read More...

ବରକାନୀରେ ରାମାୟଣ ପାରାୟଣ ସମାପ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ବରକାନୀ ଗାଁରେ ରାମାୟଣ ପାରାୟଣର ୨୫ବର୍ଷ ପୂର୍ତ୍ତି ଅବସରରେ ୯ଦିନ ବ୍ୟାପୀ ତୁଳସୀ ରାମାୟଣ ପାରାୟଣ ଗତ ୨୭ତାରିଖରୁ ଆରମ୍ଭ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାସ ଅଜିତ ଷଡ଼ଙ୍ଗୀ,
Read More...

ଭୋଜି ଖାଇବାକୁ ଯିବାବେଳେ ଅଘଟଣ : ଟାୟାର ଫାଟି ଓଲଟିଲା ପିକ୍ଅପ୍ ଭ୍ୟାନ୍, ୩ ମୃତ, ୩୪ ଗୁରୁତର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୃତ୍ୟୁ କେତେବେଳେ କେମିତି ଆସିବ. ତାହା କିଏ ବା ଜାଣିଛି । ଭୋଜି ଖାଇବାକୁ ଯିବାବେଳେ ଚାଲିଗଲା ତିନିଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଉପାନ୍ତ ବ୍ଲକ୍ କୋଟଗଡ଼ ଅଞ୍ଚଳରେ । ପ୍ରକାଶ ଯେ,
Read More...

ଯୁବ ବିକାଶକୁ ନେଇ ଦିଗଦର୍ଶନ ୟୁଥ କ୍ଳବ ପକ୍ଷରୁ ଜିଲ୍ଲା ସଂଯୋଜକ ଓ ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକଙ୍କୁ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାର ଠାରେ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ଗଞ୍ଜାମ ଜିଲ୍ଲା ସଂଯୋଜକ ଅକ୍ଷୟ ଭାସ୍କର ନିପାଣେ ଓ ଗଞ୍ଜାମ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇଙ୍କୁ ଗଞ୍ଜାମ ସହର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ
Read More...

ଅଷ୍ଟମ ବାଟାଲିୟନ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଇଲାକାରେ ରହିଥିବା ଛତ୍ରପୁର ଓ ଏସଓପି ଅଷ୍ଟମ ବାଟାଲିୟନର ହାବିଲଦାର ଓ ସିପାହୀ ଶାଖାର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ବାଟାଲିୟନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଟାଲିୟନ
Read More...

ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ୧୭ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଭାଲୁପିଟା ଦଳ ଚାମ୍ପିଅନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବାରପୁଡୁଗିଆ ହାୱା ଗାର୍ଡେନ ଖେଳ ପଡିଆରେ ଆଜି ବାରପୁଡୁଗିଆ ହାୱା ଗାର୍ଡେନ ଖେଳ ପଡିଆରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ୧୭ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ସମାଜସେବୀ ଲଳିତ ନାୟକ ଏବଂ ଯୁବ କଳାକାର ଜ୍ୟୋତିରଂଜନ
Read More...

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ନିରପେକ୍ଷ, ଓ ଅବାଧ ପରିଚାଳନା କରିବା ଉପରେ ଜିଲ୍ଲାପାଳଙ୍କ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ନିରପେକ୍ଷ ଓ ଅବାଧ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସମସ୍ତ ପ୍ରିଜାଇଣ୍ଡିଙ୍ଗ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀମାନଙ୍କୁ
Read More...

ଇଲେଭେନ ଷ୍ଟାର କ୍ରିକେଟ କପ : ସେମିରେ ବୁଡେନ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ ୧୧ ତମ ଇଲେଭେନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ପ୍ରଥମ ମ୍ୟାଚରେ ବ୍ରାହ୍ମଣ ଡ଼ିହି ବାଦୀମାଲ ଦଳକୁ ହରାଇ ଏବଂ ଦ୍ୱିତୀୟ ମ୍ୟାଚରେ ବ୍ରାହ୍ମଣ ଡ଼ିହି ବାଦୀମାଲ ଦଳକୁ
Read More...

ଗାନ୍ଧୀ ପାଠାଗାରରେ ସ୍ୱର୍ଗତ ସର୍ବଜିତ ସାହୁଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ପାଠାଗାରର ବରିଷ୍ଠ ସଭ୍ୟ ତଥା ସାହୁ ଲଜ ମାଲିକ ସର୍ବଜିତ ସାହୁଙ୍କ ବିୟୋଗରେ ପାଠାଗାରର ସଭାପତି ପ୍ରକାଶ ନେପାକଙ୍କ ଦ୍ୱାରା ଆହୁତ ଶୋକସଭାରେ ପାଠାଗାରର ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର, ଭଗବାନ ବଗର୍ତ୍ତି,
Read More...