pakka

ଜିଲ୍ଲାର ଖପ୍ରାଖୋଲ ବ୍ଲକରୁ ସର୍ବାଧିକ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ଖପ୍ରାଖୋଲ ବ୍ଲକରୁ ସର୍ବାଧିକ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଖପ୍ରାଖୋଲ ବ୍ଲକର ଭାନପୁର ଏବଂ ଲୁହାସିଂହା ଗ୍ରା.ପ.ରୁ ଜଣେ ଲେଖାଏଁ, ଓଡିଆପାଲି ଗ୍ରା.ପ.ରୁ ୨ଜଣ, ରେଙ୍ଗାଲି ଏବଂ ତେଲେନପାଲି ଗ୍ରା.ପ.ରୁ ୩ଜଣ ଲେଖାଏଁ, ଖପ୍ରାଖୋଲ, ମହରାପଦର ଏବଂ ଟଙ୍କପାଣି ଗ୍ରା.ପ.ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସରକାରୀ ସୂତ୍ରରେ କୁହାଯାଇଛି ।

jay balangir
Leave A Reply

Your email address will not be published.

19 + 16 =

error: Content is protected !!