Daily Archives

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ନିମନ୍ତେ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନିୟୋଜିତ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ଭୋଟ ଗଣନା କାର୍ଯ୍ୟରେ ନିୟୋଜିତ କାଉଣ୍ଟିଙ୍ଗ୍‌ ସୁପରଭାଇଜର ଓ କାଉଣ୍ଟିଙ୍ଗ୍‌ ଆସିଷ୍ଟାଣ୍ଟ ମାନଙ୍କୁ ବ୍ଲକ ସ୍ତରରେ ତାଲିମ ପ୍ରଦାନ ସକାଶେ ମାଷ୍ଟର ଟ୍ରେନର
Read More...

ଯାଦବ ଭବନରେ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କ ସମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୋର୍ଦ୍ଧା ରୋଡ-ବଲାଙ୍ଗିର ନିର୍ମାଣାଧିନ ରେଳପଥ ପାଇଁ ଚଳିତ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟର ସମସ୍ତ ପ୍ରକଳ୍ପ ଠାରୁ ଏହା ସର୍ବାଧିକ ବୋଲି କୁହାଯାଉଛି । କିନ୍ତୁ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇ ଖର୍ଚ୍ଚ କମ୍‌ କରାଯିବା ପୁରୁଣା
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ନଂ୨୩ରେ ପୂର୍ବତନ ସାଂସଦ ତଥା ବିଜେଡ଼ି ଯୁବ ନେତା କଳିକେଶଙ୍କ ନିର୍ବାଚନ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଜୋର ଧରିବାରେ ଲାଗିଛି ନିର୍ବାଚନ ପ୍ରଚାର । ଗାଁ ଗାଁରେ ନେତା ମାନଙ୍କ ଭିଡ଼ ବି ବେଶ ଜମୁଛି । ବଲାଙ୍ଗିର ଜିଲ୍ଲା ପରିଷଦ ଆସନ ହାତେଇବାକୁ ତିନି ପ୍ରମୁଖ ଦଳ ମଧ୍ୟରେ ଦେଖିବାକୁ ମିଳୁଛି ବଳ କଷାକଷି । ଏହି
Read More...

ପିତାମହୁଲରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ : ସମାଚୁଆଁ ଦଳ ଚାମ୍ପିୟନ ବିବେଚିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପିତାମହୁଲର ଡେଙ୍ଗସର୍ଗି ଠାରେ ୧୯ତମ ଚାଲିଥିବା ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହା ସମରା ବୁଢ଼ା ଫୁଟବଲ କମିଟି ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏହାର ଫାଇନାଲ ମ୍ୟାଚ୍‌ରେ ହାତୀସରା ଦଳ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ବ୍ଲକରୁ ୩ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୨ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୫ଜଣ, ବେଲପଡ଼ା
Read More...

ଜୋନ ନଂ.୩୩ ଜିଲ୍ଲା ପରିଷଦ ପ୍ରାର୍ଥିନୀ ତନୟା ବେହେରାଙ୍କ ପାଇଁ ପ୍ରଚାର କଲେ ନରସିଂହ, ଏକ ଦକ୍ଷ ଜିଲ୍ଲାପରିଷଦ ଗଠନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକେ ଗତ ପାଞ୍ଚ ବର୍ଷ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଦଳକୁ ବହୁ ପରିମାଣରେ ଭୋଟ ଦେଇ ବିଜୟୀ କରିଥିଲେ । ଆଶା କରିଥିଲେ ଆପଣଙ୍କ ଅଂଚଳର ବିକାଶ ହେବ । କିନ୍ତୁ ବିକାଶ ହେବା ତ ଦୁରର କଥା ବିଜେପି ଦଳର କୌଣସି ଜିଲ୍ଲା ପରିଷଦ ସଭ୍ୟ ବା ଅଧ୍ୟକ୍ଷ ତାଙ୍କ
Read More...

ଡେଲାଙ୍ଗ ବ୍ଲକରେ ୩୮୪ଜଣ ନିର୍ବାଚନ କର୍ମଚାରୀ କୋଭିଡ ବୁଷ୍ଟର ଡୋଜ ଟିକା ନେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିୟୋଜିତ କର୍ମଚାରୀମାନଙ୍କୁ ତଥା ଯେଉଁମାନେ କୋଭିଡର ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଥିଲେ, ସେମାନଙ୍କୁ ତୃତୀୟ ଡୋଜ ବୁଷ୍ଟର ଟିକା ଦେବା ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମହତାବ ଉଚ୍ଚ
Read More...

ସରକାରୀ ମଣ୍ଡିରେ ଧାନ କିଣା ବସ୍ତା ଚୋରୀ ଅଭିଯୋଗ

ସୁନ୍ଦରଗଡ଼ : ଲାଭଖୋର ମାନସିକତା ଯୋଗୁଁ ଚାଷୀ ସବୁବେଳେ ହଇରାଣ ହେଉଛି । ଚଳିତ ଥର ଏମଏସ୍‌ପି ୧୦୦ଟଙ୍କା ବଢ଼ିଲା ସତ, ହେଲେ ସେ ୧୦୦ ଟଙ୍କା ଚାଷୀଠୁ ଲୁଟି ନେଇଗଲେ ମିଲର୍ସ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ବୋଲି ସାଧାରଣରେ ଆଲୋଚନା ହେଉଛି । ସରକାର ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କଲେ ଆହୁରି
Read More...

‘ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ’ : ପ୍ରୟାଗରାଜ ଧର୍ମ ସଂସଦରେ ପ୍ରସ୍ତାବ ପାରିତ ହେଲା

ପ୍ରୟାଗରାଜ : ସଙ୍ଗମ ସହର ପ୍ରୟାଗରାଜରେ 'ଧର୍ମ ସଂସଦ' ଆୟୋଜିତ ହୋଇଥିଲା, ଯେଉଁଥିରେ ଶହ ଶହ ସାଧୁ ଓ ସନ୍ଥ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସାଧୁ ଓ ସନ୍ଥମାନେ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ସହିତ ତିନୋଟି ପ୍ରସ୍ତାବ ପାରିତ କରିଥିଲେ । ସାଧୁସନ୍ଥମାନେ କହିଛନ୍ତି ଯେ, ଯଦି
Read More...

ଦିଲ୍ଲୀରେ ସ୍କୁଲ କଲେଜ ଖୋଲିବ, ରାତିର କର୍ଫ୍ୟୁରେ ଏକ ଘଣ୍ଟା ହ୍ରାସ

ନୂଆଦିଲ୍ଲୀ : ଦିଲ୍ଲୀରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ଏବଂ ଜିମ୍ ଖୋଲିବ । ଆଜି ଡ଼ିଡ଼ିଏମ୍‌ଏ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଶିକ୍ଷାନୁଷ୍ଠାନ ଖୋଲିବା ସହିତ ରାତିର କର୍ଫ୍ୟୁକୁ ମଧ୍ୟ ଏକ ଘଣ୍ଟା କମ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାତି ୧୧ଟାରୁ ସକାଳ ୫ଟା
Read More...
error: Content is protected !!