Daily Archives

ଓପିଏସ୍‌ସି ଅଫିସ୍‌ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି : ୮ରୁ ହେବ ଅନ୍‌ଲାଇନ୍ ଆବେଦନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ଙ୍କ ଅଫିସ୍‌ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି । ଗ୍ରୁପ୍‌ ବି'ରେ ଜଣେ ପ୍ରୋଗ୍ରାମରଙ୍କୁ ନିଯୁକ୍ତି ଦେବାକୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କେବଳ ଅନୁସୂଚିତ ଜନଜାତି (ଏସ୍‌ଟି) ପାଇଁ ଏହି ପଦଟି
Read More...

ଗାଈକୁ କାଞ୍ଜିଆହୁଦାକୁ ନିଆଯିବା ପରେ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗାଈ ପାଇଁ ଶୋଇ ପଡ଼ିଲେ ବୃଦ୍ଧା

ସୋନପୁର, (ପ୍ରଭୁଦତ୍ତ ରଥ) : ଗାଈକୁ କାଞ୍ଜିଆହୁଦାକୁ ନିଆଯିବାରୁ ଫେରାଇ ଆଣିବାକୁ ଆଜି ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗୁହାରୀ କରିଛନ୍ତି ଜଣେ ବୃଦ୍ଧା । ଶେଷରେ ଜିଲ୍ଲାପାଳ ବୃଦ୍ଧାଙ୍କୁ ତାଙ୍କ ପ୍ରିୟ ଗାଈ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଅନୁଯାୟୀ ୨୦ ବର୍ଷ ହେଲା
Read More...

ଇଲେଭେନ୍‌ ଷ୍ଟାର କ୍ରିକେଟ କପ୍‌ : ସେମିରେ ପଦ୍ମପୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆରେ ଇଲେଭେନ୍‌ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ୍‌ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ ପ୍ରଥମ ମ୍ୟାଚରେ ବୁଡେନ ଦଳ ଦହିଁଗାଁ ଦଳକୁ ହରାଇ ଏବଂ ଦ୍ୱିତୀୟତୀୟ ମ୍ୟାଚରେ ପଦ୍ମପୁର ଦଳ ଖଲିଆପାଲି ଦଳକୁ
Read More...

ରାଜ୍ୟରେ ୭ରୁ ଖୋଲିବ ସ୍କୁଲ କଲେଜ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଚଳିତ ମାସ ୭ ତାରିଖ ଠାରୁ ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀର ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେବ । କେଜି ଠାରୁ ସପ୍ତମ ଶ୍ରେଣୀ ଯାଏଁ ଫେବୃଆରୀ ୧୪ ତାରିଖ ଠାରୁ ଅଫ୍‌ଲାଇନ୍‌ କ୍ଲାସ ହେବ । ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟ ଶାସନ
Read More...

ସୁନାମଧନ୍ୟ କଣ୍ଠ ଶିଳ୍ପୀ ବୃନ୍ଦାବନ ନାଏକଙ୍କ ପରଲୋକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ସୁନାମଧନ୍ୟ କଣ୍ଠ ଶିଳ୍ପୀ ବୃନ୍ଦାବନ ନାଏକଙ୍କ ଆଜି ଦିବା ୧ ଘଂଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ‘କଁଷି ବାଉଁଶର ପାତି….’, ‘ନନି କେ ଠିକ୍‌ ଚିହ୍ନିଛେଁ…’ ଭଳି ଅନେକ ସଂଗୀତରେ ସାରା ଓଡ଼ିଶାକୁ
Read More...

ଦେଓଗାଁ ବ୍ଲକ ଜୋନ ନଂ.୧୩ର ଜିଲ୍ଲା ପରିଷଦ ପ୍ରାର୍ଥୀ ମୁକ୍ତାଦେଇ ତାଣ୍ଡିଙ୍କ ପାଇଁ ପ୍ରଚାର କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଜୋନ ନଂ.୧୩ର ଜିଲ୍ଲା ପରିଷଦ ପ୍ରାର୍ଥୀ ମୁକ୍ତାଦେଇ ତାଣ୍ଡିଙ୍କ ପାଇଁ ପ୍ରଚାର କରିଛନ୍ତି ବିଧାୟକ । ସେ କହିଛନ୍ତି ଯେ, ନରସିଂହ ଜନସ୍ୱାର୍ଥରେ କାମ କରିବା ପାଇଁ ଲୋକେ ରାଜ୍ୟ ତଥା କେନ୍ଦ୍ର ସରକାର ନିର୍ବାଚିତ କରନ୍ତି । କିନ୍ତୁ କେନ୍ଦ୍ର ତଥା
Read More...

ମୁନୁଷର୍ ଜାଏତ୍ ମୁକ୍ତିଲାଭ କଲା

ବରଗଡ, (ନିରୋଜ କୁମାର ପାଣୀ) : ବିଜାର ଫିଲ୍ମ ପ୍ରଡକ୍ସନ ନିବେଦିତ 'ମୁନୁଷର୍ ଜାଏତ୍‌' ଆଜି ମୁକ୍ତିଲାଭ କରିଛି । ଏହି ଫିଲ୍ମର କାହାଣୀର ରଚୟିତା ଏବଂ ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ବନଛୋର ଥିବା ବେଳେ, ସମ୍ପାଦନାରେ ରାଜେଶ ଚୌଧୁରୀ, କ୍ୟାମେରା ମ୍ୟାନ ଭାବେ ସୁନାମଧନ୍ୟ ଫଟୋଗ୍ରାଫର
Read More...

ପାଖେଇ ଆସୁଛି ପ୍ରେମ ସପ୍ତାହ, ପ୍ରେମିକ ପ୍ରେମିକା ହେଲେଣି ସଜବାଜ

ଫେବୃଆରୀ ମାସ ୭ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପ୍ରେମ ସପ୍ତାହ ପାଳନ କରାଯାଇଥାଏ । ଏହି ସପ୍ତାହକୁ ଭାଲେଣ୍ଟାଇନ୍‌ ସପ୍ତାହ ମଧ୍ୟ କୁହାଯାଏ । ପ୍ରେମ ସମ୍ପର୍କକୁ ଆହୁରି ପ୍ରେମିଳ ଓ ମଜବୁତ୍‌ କରିବା ଏହି ସପ୍ତାହର ଗୁରୁତ୍ୱ ରହିଥିବା ପ୍ରେମିକ ପ୍ରେମିକାମାନେ ବିଶ୍ୱାସ
Read More...

ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକର କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକର କିସ ଆଦିବାସୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ୧୮ତମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଏହାସହିତ ପରୀକ୍ଷା ପ୍ରଶ୍ନ ପତ୍ର ବିତରଣ କରାଯାଇଛି । କରୋନା ମହାମାରୀ ଜନିତ କଟକଣା
Read More...

ବିଜେପିର ଜନ ସଂପର୍କ ଯାତ୍ରା : ବିଜୁ ଯୁବ ବାହିନୀ ପ୍ରମୁଖ, ଗାଁ ଗୌନ୍ତିଆ ବିଜେଡି ନେତା ବିଜେପିରେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ଝାରବନ୍ଧ ବ୍ଲକରେ ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ, ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବା ପାଇଁ ଏକ ଜନ ସଂପର୍କ ଯାତ୍ରା ସହ ହରଡାଟାଲ ଗ୍ରାମରେ ଯୁବନେତା
Read More...