ସୁନାମଧନ୍ୟ କଣ୍ଠ ଶିଳ୍ପୀ ବୃନ୍ଦାବନ ନାଏକଙ୍କ ପରଲୋକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ସୁନାମଧନ୍ୟ କଣ୍ଠ ଶିଳ୍ପୀ ବୃନ୍ଦାବନ ନାଏକଙ୍କ ଆଜି ଦିବା ୧ ଘଂଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ‘କଁଷି ବାଉଁଶର ପାତି….’, ‘ନନି କେ ଠିକ୍‌ ଚିହ୍ନିଛେଁ…’ ଭଳି ଅନେକ ସଂଗୀତରେ ସାରା ଓଡ଼ିଶାକୁ ଦୋହାଳାଇ ଦେବାର ସକ୍ଷମତା ରଖିଥିଲେ ସଂଗୀତକାର ବୃନ୍ଦାବନ । ତାଙ୍କ ଦେହାନ୍ତରେ ସାରା ସୋନପୁର ସହରରେ ଶୋକର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.

twenty + seven =