Daily Archives

ପୁଣି ପର୍ଲିମାଲ୍‌ରେ ବାଲ୍ୟ ବିବାହ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚାଇଲ୍ଡ ଲାଇନ୍‌ ପକ୍ଷରୁ ରୀତିମତ ବାଲ୍ୟ ବିବାହ ବନ୍ଦ କରାଯାଉଥିବା ଭଳି ଅନେକ ଖବର ଆସୁଥିବା ବେଳେ ଆଜି ପୁଣି ଏକ ବାଲ୍ୟ ବିବାହ ରୋକିଛି ବଲାଙ୍ଗିର ୟୁଥ୍‌ ସର୍ଭିସ ସେଂଟର ଚାଇଲ୍ଡ ଲାଇନ୍‌ । ନିକଟସ୍ଥ ପର୍ଲିମାଲ୍ ଗ୍ରାମରେ ଜଣେ ନାବାଳିକାଙ୍କୁ
Read More...

ଲୋଇସିଂହା ଥାନାର ବିଭିନ୍ନ ଅଂଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

ଲୋଇସିଂହା, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ସମୟରେ ଗ୍ରାମାଂଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ପାଇଁ ଏକ ବିରାଟ ଆହ୍ୱାନ ହୋଇ ଠିଆ ହୁଏ । ଏହି ପରିପ୍ରେକ୍ଷୀରେ ଲୋଇସିଂହା ଥାନାର ବିଭିନ୍ନ ଅଂଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ
Read More...

ସିଭିଲ୍ କୋର୍ଟ ପରିସରରୁ ଏସି କେବୁଲ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିନ୍‌ଏସ୍‌) : ସିଭିଲ୍ କୋର୍ଟ ପରିସରରୁ ଏସି କେବୁଲ ଚୋରି ଘଟଣାରେ ୨ ଜଣଙ୍କୁ ଟାଉନ୍‌ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ସିଭିଲ୍ କୋର୍ଟ ପରିସରରୁ ଗତ ୧ ତାରିଖ ରାତିରେ ୫୫ ଗୋଟି ଏସି କେବୁଲ୍‌ ଚୋରି ହୋଇଥିବା ନେଇ ଗତକାଲି ଜିଲ୍ଲା
Read More...

ଟିକ୍ରାପଡାରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ, ଟିକ୍ରାପଡା ଟିମ୍‌ ଚାମ୍ପିୟନ ବିବେଚିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ଠାରେ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଲାନ୍ଥଶ୍ୱର ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏହାର ଫାଇନାଲ ମ୍ୟାଚରେ କାଲସାଏପାଲି ଦଳକୁ ୨-୧ ଗୋଲରେ ପରାଜିତ କରି
Read More...

ନିଷ୍ଠା ପରିବାର ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନିଷ୍ଠା ପରିବାର ଓ ଗାଇସୀମା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଗାଇସୀମା ରାଜୀବ ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ବରଗଡ଼ର ଜଣାଶୁଣା ଡାକ୍ତର ନିଶାନ୍ତ ଦେବତା ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ
Read More...

ଧଣ୍ଡାମୁଣ୍ଡାରେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ଧଣ୍ଡାମୁଣ୍ଡା କେନ୍ଦୁ ପତ୍ର ରେଞ୍ଜର ଧଣ୍ଡାମୁଣ୍ଡା ଠାରେ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦୁ ପତ୍ର
Read More...

ବଲାଙ୍ଗିର ସିଭିଲ କୋର୍ଟ ସିରସ୍ତାଦାର ରଘୁନାଥ ପଧାନଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଜିଲ୍ଲା ଜଜ୍‌ କୋର୍ଟ ସିରସ୍ତାଦାର ରଘୁନାଥ ପଧାନଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ବ୍ଲକରୁ ୨ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୬ଜଣ, ବେଲପଡ଼ା ବ୍ଲକରୁ
Read More...

ଗିରଫ ହେଲେ ନୂଆପଡ଼ାର କୋଟିପତି ଏସିଏସ୍‌ଓ ରତ୍ନାକର ସେଠୀ

ନୂଆପଡ଼ା, (ନିରାକାର ମେହେର) : ଗିରଫ ହୋଇଛନ୍ତି ନୂଆପଡ଼ାର କୋଟିପତି ଏସିଏସ୍‌ଓ ରତ୍ନାକର ସେଠୀ । ଏସିଏସ୍‌ଓ ଶ୍ରୀ ସେଠୀଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିବା ବେଳେ ତାଙ୍କ ଠାରୁ ଚଢାଉ ସମୟରେ ସାଢ଼େ ୬ କୋଟିରୁ ଅଧିକ ମୂଲ୍ୟର ସଂପତ୍ତି ମିଳିଥିଲା ।
Read More...

ରାଜଧାନୀରେ ଦ୍ୱାଦଶ ବୋର୍ଡପରୀକ୍ଷା ବାତିଲ ଦାବୀରେ ଗର୍ଜିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ଦାବୀରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଛାତ୍ରଛାତ୍ରୀ । କ୍ୱାର୍ଟର ଓ ପରୀକ୍ଷା ଫଳ ଆଧାରରେ ମାର୍କ ଦେବାକୁ ସରକାରଙ୍କ ନିକଟରେ ଛାତ୍ରଛାତ୍ରୀ ମାନେ ଦାବୀ କରିଛନ୍ତି ।
Read More...