pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ବ୍ଲକରୁ ୨ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୬ଜଣ, ବେଲପଡ଼ା ବ୍ଲକରୁ ୪ଜଣ, ଦେଓଗାଁ ବ୍ଲକରୁ ୭ଜଣ, ଗୁଡ଼ଭେଲା ବ୍ଲକରୁ ୫ଜଣ, କଣ୍ଟାବାଞ୍ଜି ଏନ୍‌ଏସିରୁ ୩ଜଣ, ଖପ୍ରାଖୋଲ ବ୍ଲକରୁ ୧୧ଜଣ, ଲୋଇସିଂହା ବ୍ଲକରୁ ୪ ଜଣ, ମୁରିବାହାଲ ବ୍ଲକରୁ ୬ ଜଣ, ପାଟଣାଗଡ଼ ବ୍ଲକରୁ ୪ଜଣ, ପାଟଣାଗଡ ମ୍ୟୁନିସିପାଲିଟିରୁ ୨ଜଣ, ପୁଇଁନ୍ତଲା ବ୍ଲକରୁ ୩ ଜଣ, ସଇଁନ୍ତଲା ବ୍ଲକରୁ ୧୬ ଜଣ, ଟିଟିଲାଗଡ଼ ବ୍ଲକରୁ ୪ଜଣ ଏବଂ ତୁରେକେଲା ବ୍ଲକରୁ ୭ ଜଣ ଚିହ୍ନଟ ହୋଇଥିବା ସୂତ୍ରରେ କୁହାଯାଇଛି ।

jay balangir
Leave A Reply

Your email address will not be published.

fifteen − 5 =

error: Content is protected !!