Yearly Archives

2021

କୃଷିକ୍ଷେତ୍ରରେ ଜୈବିକ ସାର ପ୍ରୟୋଗ, ମାଟି ମା’ ଓ ପରିବେଶ ସୁରକ୍ଷା : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଉଦ ଡିସେମ୍ବର ଜାତୀୟ କୃଷକ ଦିବସ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଗୁଆଲିପଡା ପଂଚାୟତ ଗୁଡପାଇଲ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ କୃଷକମାନଙ୍କ…
Read More...

ଶିଶୁ କବିତା ସଙ୍କଳନ ଝୁମୁରୁ ଝାଇଁ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଚାଟିଁପଲା ଗ୍ରାମର ସୁନାମଧନ୍ୟ ଶିଶୁ ସାହିତ୍ୟିକ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଶିଶୁ କବିତା ସଂକଳନ ଝୁମୁରୁ ଝାଇଁ ଉନ୍ମୋଚିତ ହୋଇଯାଇଛି । ରବିବାର ଦିନ ନନ୍ଦନକାନନ ନିକଟସ୍ଥ ତିଳୋତ୍ତମା କଲ୍ୟାଣ…
Read More...

ସ୍ୱସ୍ତି ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ସ୍ୱତନ୍ତ୍ର କାର୍ୟ୍ୟନିର୍ବାହୀ ବୈଠକ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଂପାଦକ ରାଜୀବ ପାଣି ସମସ୍ତ ସଦସ୍ୟାଙ୍କୁ…
Read More...

ବୀରତା ଦିବସ ପାଳନ ସକାଶେ ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରିଷ୍ଟ ନାଗରିକ ସଂଘ, ସହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ତଥା କୋଶଳ ରାଜ୍ୟ ସମନ୍ୱୟ ସମିତିର ମିଳିତ ସହଯୋଗରେ ଆସନ୍ତା ୩୧ ଡିସେମ୍ବର "ବୀରତା ଦିବସ" ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ବରଗଡ଼ ବରିଷ୍ଠ ନାଗରିକ ସଂଘ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।…
Read More...

ରକ୍ତଦାନ କରି ନରସିଂହଙ୍କ ଜନ୍ମ ଦିନ ପାଳିଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜନନେତା କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ୮୨ତମ ଜନ୍ମ ଦିବସ ରକ୍ତ ଦାନ ଶିବିର ଆୟୋଜନ କରି ପାଳନ କଲା ଛାତ୍ର କଂଗ୍ରେସ । ଏହି ଅବସରରେ ଛାତ୍ର, ଯୁବ ଆଦି ବହୁ ସଂଖ୍ୟାରେ…
Read More...

ଖଦ୍ୟୋତ ଅନୁଷ୍ଠାନର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନର ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଂପାଦକ ସମ୍ବାଦିକ ଆକୁଳ ବେହେରା ବିବରଣୀ ପାଠ କରିଥିଲେ । ଖଦ୍ୟୋତ ଅନୁଷ୍ଠାନର ଆଗାମୀ ଦିନରେ ଶୀତବସ୍ତ୍ର ବଣ୍ଟନ, ନୈତିକ ଶିକ୍ଷା ଉପରେ…
Read More...

ବରଗଡ଼ ଜିଲ୍ଲାର ୨୧୪ ଜଣ ଖବରକାଗଜ ହକର କୋଭିଡ ସହାୟତା ପାଇଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖବର କାଗଜ ହକର ମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତା ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଆଜି ଭାର୍ଚୁଆଲ ମୋଡରେ ଶୁଭାରମ୍ଭ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାରେ ପଞ୍ଜିକୃତ ୨୧୪ ଜଣ ହକର ୬ହଜାର ଟଙ୍କା ଲେଖାଏଁ ସ୍ବତନ୍ତ୍ର ସହାୟତା…
Read More...

ଆଇନ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟଠାରେ ଶେଷ ବର୍ଷ ଛାତ୍ରମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଜି ଚତୁର୍ଥ ସେମିଷ୍ଟାର ପରୀକ୍ଷା ଶେଷ ହେବା ପରେ ଅନୁଷ୍ଠାନର ଅଧ୍ୟକ୍ଷ ସଂଜିବ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଇନ ଶିକ୍ଷାର ବିଭିନ୍ନ ଦିଗ ଓ…
Read More...

ମାଓ ଅଂଚଳରେ ବଲାଙ୍ଗିର ପୋଲିସର ଜନ ସଂପର୍କ ଶିବିର : ପୋଲିସ ଜନତା ମଧ୍ୟରେ ବନ୍ଧୁତା କିକ୍ରେଟ ମ୍ୟାଚ

ପୋଲିସ ଦ୍ୱାରା ବୃଦ୍ଧାବୃଦ୍ଧଙ୍କୁ ଶୀତବସ୍ତ୍ର, ଛତା, ମଶାରୀ, ସ୍କୁଲ ଛାତ୍ରୀଛାତ୍ରଙ୍କ ପାଠ୍ୟ ଉପକରଣ ବଂଟନ କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧୀନସ୍ଥ ମାଓ ପ୍ରଭାବିତ ମହଖଣ୍ଡ ପଂଚାୟତ ସଦର ଗ୍ରାମରେ ବଲାଙ୍ଗିର ପୋଲିସ ଦ୍ୱାରା ଜନ ସଂପର୍କ ଶିବିର…
Read More...

ବଲାଙ୍ଗିର ଓପନ୍‌ ଫାଏଡ୍‌ ରେଟିଂ ଚେସ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ୍‌ ଦ୍ୱାରା ଆୟୋଜିତ ପ୍ରଥମ ବଲାଙ୍ଗିର ଓପନ୍‌ ଫିଡେ ରେଟିଂ ଚେସ୍‌ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ସୁଦପଡା ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ…
Read More...