pakka

ବୀରତା ଦିବସ ପାଳନ ସକାଶେ ପ୍ରସ୍ତୁତି ବୈଠକ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରିଷ୍ଟ ନାଗରିକ ସଂଘ, ସହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ତଥା କୋଶଳ ରାଜ୍ୟ ସମନ୍ୱୟ ସମିତିର ମିଳିତ ସହଯୋଗରେ ଆସନ୍ତା ୩୧ ଡିସେମ୍ବର “ବୀରତା ଦିବସ” ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ବରଗଡ଼ ବରିଷ୍ଠ ନାଗରିକ ସଂଘ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଦିବାସୀ ସଙ୍ଘ, ସଂକଳ୍ପ ପରିବାର, କୋଶଳ ସେନା, ପଶ୍ଚିମ ଓଡିଶା ଯୁବାମଞ୍ଚ ସମେତ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇ କାର୍ୟ୍ୟକ୍ରମର ରୂପରେଖ ସମ୍ବନ୍ଧରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.

three × 3 =