pakka

ଖଦ୍ୟୋତ ଅନୁଷ୍ଠାନର ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନର ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଂପାଦକ ସମ୍ବାଦିକ ଆକୁଳ ବେହେରା ବିବରଣୀ ପାଠ କରିଥିଲେ । ଖଦ୍ୟୋତ ଅନୁଷ୍ଠାନର ଆଗାମୀ ଦିନରେ ଶୀତବସ୍ତ୍ର ବଣ୍ଟନ, ନୈତିକ ଶିକ୍ଷା ଉପରେ ଆଲୋଚନା ଚକ୍ର ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିରିକୃତ ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରବିଚନ୍ଦ୍ର ପଶାୟତ, ଉମାକାନ୍ତ ନାଥ, ଆଶିଷ ପଣ୍ଡା, ନିଳମଣି ବିଶ୍ୱାଳ, ରାମଚନ୍ଦ୍ର ବଗର୍ତ୍ତି, ନୃସିଂହ ବଗର୍ତ୍ତ, ଅଭିରାମ ମିଶ୍ର, କମ୍ବୁପାଣି ଦାଶ । ରାଜେଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

15 − 4 =