ପଶୁ ଠୁ ବି ହୀନ ହେଲା ମଣିଷ : ନିଜ କୁନି ଝିଅକୁ ହତ୍ୟା କଲା ବାପା : ଗାଁ ଠାକୁରାଣୀ ପାଖେ ଦେଇଛି ବଳି
କୋରାପୁଟ : ପଶୁ ଠୁ ବି ହୀନ ହେଲା ମଣିଷ । ନିଜ କୁନି ଝିଅକୁ ଗାଁ ଠାକୁରାଣୀ ପାଖେ ଦେଇଛି ବଳି । ଅସୁର ସାଜିଲା ବାପା । ବାପ ଝିଅର ଅମୃତ ସଂପର୍କକୁ ଧୂଳିସାତ୍ କରିଦେଲା ଜଣେ ବାପା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହନୁମାନ ଟଙ୍କା ଲୋଭରେ କୁନି ଝିଅକୁ ହତ୍ୟା କଲା । ଜଣେ ଝିଅ ପାଇଁ ନିଜ!-->…
Read More...
Read More...