Yearly Archives

2020

କୃଷକଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବୀ ଉପରେ ବିଚାର କରିବାକୁ ସରକାର ପ୍ରସ୍ତୁତ : ଅମିତ ଶାହା

ନୂଆଦିଲ୍ଲୀ : କୃଷକଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବୀ ଉପରେ ବିଚାର କରିବାକୁ ସରକାର ପ୍ରସ୍ତୁତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବର ୩ ରେ ଆଲୋଚନା କରିବାକୁ କୃଷି ମନ୍ତ୍ରୀ ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଚାଷୀଙ୍କ ପ୍ରତ୍ୟେକ ସମସ୍ୟା ଏବଂ
Read More...

ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ବିଧାନସଭା ଘେରାଓ

ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ୧୪ ବିଇଡି ମହାବିଦ୍ୟାଳୟ, ୩୦୦ କୃଷି ଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର, ଜଳସେଚନ ବନ୍ଦ ବିରୁଦ୍ଧରେ ବିଧାନସଭାରେ ବିକ୍ଷୋଭ ସହ ଘେରାଓଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ୧୪ ବିଇଡି ମହାବିଦ୍ୟାଳୟ, ୩୦୦ କୃଷି ଭିତ୍ତିକ
Read More...

ସିଡିଏମଓଙ୍କ ପାଖରେ ଫେରାଦ ହେଲା ଛାତ୍ର ବିଜେଡି

କଳାହାଣ୍ଡି, (ପି. କେ. ସାହୁ) : ନର୍ଲା ଜୟନ୍ତୀ ନଗର ପଡାର କୈବଲ୍ୟ ସେନାପତିଙ୍କ ୧୨ ବର୍ଷର ପୁଅ ମନୋଜ ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ଆଣି ପରିବାର ଓ ଗାଁ ଲୋକେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଥିଲେ । ଏହାଥିଲା ନଭେମ୍ବର ୨୬
Read More...

ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ସରକାରଙ୍କ ଚାଷୀ ଶୋଷଣ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନ ଠାରେ ଜୟ କିଷାନ ଆନ୍ଦୋଳନର ଜିଲ୍ଲା ସ୍ତରୀୟ ଆବାହକ ମଣ୍ଡଳୀ, ଜିଲ୍ଲା ପ୍ରତିନିଧି,ବ୍ଲକ ସଂଯୋଜକ ଓ ସହଯୋଗୀ ସଂଗଠନମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆବାହକ ମଣ୍ଡଳୀର ତ୍ରିଲୋଚନ ପୁଞ୍ଜି ସଭାପତିତ୍ୱ କରିଥିବା
Read More...

ପରୀକୁ ନ୍ୟାୟ ଦାବୀରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ : ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ସ୍ଥାନୀୟ କଚେରୀ ଛକଠାରେ ଭାରତୀୟ ଜନତା ପାର୍ଟି ତରଫରୁ ବହୁ ଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ଘଟଣା ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ବିଜେପି ମହିଳା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ
Read More...

ପୃଥିବୀର ସବୁଠୁ ବଡ ବ୍ଲାକ୍‌ହୋଲ୍‌ ସାଗିଟାରିଅସ୍‌-ଏ ୨୦୦୦ ଆଲୋକ ବର୍ଷ ନିକଟତର

ଟୋକିଓ : ଆମର ଗାଲାକ୍ସି ମଧ୍ୟରେ ସାଗିଟାରିଅସ୍‌-ଏ ନାମକ ଏକ ବିଶାଳ ବ୍ଲାକ୍‌ହୋଲ୍ ଅଛି, ଯାହାର ମାସ (ଦ୍ରବ୍ୟମାନ) ଆମ ସୂର୍ୟ୍ୟଙ୍କ ତୁଳନାରେ ୪ ମିଲିୟନ୍ ଗୁଣ ରହିଛି । ବର୍ତ୍ତମାନ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ, ପୂର୍ବ ଆକଳନ ଅପେକ୍ଷା ଆମେ ଏହି ବ୍ଲାକ୍‌ହୋଲ୍ ଠାରୁ ୨୦୦୦ ଆଲୋକ
Read More...

ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ଇରାନର ରାଷ୍ଟ୍ରପତି କ୍ରୋଧିତ : ଇସ୍ରାଏଲ ଠୁ ପ୍ରତିଶୋଧ ନେବାକୁ କଲେ ପ୍ରତିଜ୍ଞା

ତେହେରାନ : ଇରାନର ସର୍ବୋଚ୍ଚ ପରମାଣୁ ବୈଜ୍ଞାନିକ ଡକ୍ଟର ମୋହସିନ୍ ଫଖ୍‌ରିଜାଦେଙ୍କ ହତ୍ୟା ଅନ୍ତର୍ଜାତୀୟ ରାଜନୀତିରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିଛି । ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଥିବା ଇରାନର ରାଷ୍ଟ୍ରପତି ହାସନ ରୋହାନି ସିଧାସଳଖ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, ତାଙ୍କ
Read More...

ଶୀତ ଋତୁରେ ତ୍ୱଚାର ଯତ୍ନ ଉପରେ ନଜର୍‌ ଦିଅ‌ନ୍ତୁ

ସାଧାରଣତଃ ଶୀତଦିନେ ତ୍ୱଚା ଶୁଖିଲା ଶୁଖିଲା ଲାଗେ। ଅତ୍ୟଧିକ ଶୀତ ହେଲେ ଆହୁରି ଶୁଖିଲା ଜଣାପଡେ଼ । ତେଣୁ ଶୀତଦିନରେ ତ୍ୱଚାର ଯତ୍ନ ନେବା ନିହାତି ଆବଶ୍ୟକ । ତ୍ୱଚା ଖାରୁଆ ଖାରୁଆ ଲାଗୁଥିବା କାରଣରୁ ମନ ମଧ୍ୟ ଚଂଚଳ ଲାଗେ ନାହିିଁ । ସାଧାରଣ ଘରୋଇ ଉପଚାର ଉପରେ ନଜର୍‌ ଦିଅ‌ନ୍ତୁ । ଥଣ୍ଡା
Read More...

କଥା ରଖିଲେ ଜିଲ୍ଲାପାଳ : ଇଂଜିନିୟର ଅନନ୍ତ ଡାଟା ଏଣ୍ଟ୍ରି ଅପରେଟର୍‍ ଭାବେ ନିଯୁକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ଚାକିରି ମିଳିଲାନି । ରାଜ୍ୟ ବାହାରକୁ ଯାଇ ଏକ ଠିକା ସଂସ୍ଥାରେ ଇଂଜିନିୟର୍‍ ଭାବେ କାମ କରୁଥିଲେ । କରୋନା ମହାମାରୀ ପାଇଁ ଠିକା ସଂସ୍ଥା କାମ ବନ୍ଦ କରିଦେଲା । ବିନା ଦରମାରେ କେତେ ଦିନ ପଡି ରହିବେ । ତେଣୁ ଘରକୁ ଫେରି ଆସିଲେ । ହାତରେ କାମ
Read More...

୧୬ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଛନ୍ତି ଆଦିବାସୀ ମହିଳା ଗୀତା

ବରଗଡ଼, (ସତ୍ୟନାରାୟଣ ପଧାନ) : କେହି ଅନ୍ଧାରରେ ରହିବେ ନାହିଁ ବୋଲି ସରକାର ସ୍ଲୋଗାନ ଦେଇ ଦୀନଦୟାଲ ବିଦ୍ୟୁତିକରଣ ଯୋଜନା ଓ ଗରିବ ଲୋକଙ୍କ ପାଇଁ ସୌଭାଗ୍ୟ ଯୋଜନା ମାଧ୍ୟମରେ ଲାଇନ ସଂଯୋଗ କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଜିଲ୍ଳାପାଳଙ୍କ ଦଫ୍ତରରୁ ଅଧା କିଲୋମିଟର ଦୂରରେ ଥିବା ଜଣେ
Read More...