Browsing Tag

rourakela news

ଆର୍‌ଇସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇ ପ୍ରାଙ୍ଗଣରେ ବନ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌ଇସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ତତ୍ତ୍ୱାବଧାନରେ ବନମହୋତ୍ସବ ପାଳନ ଅବସରରେ ପିଲାମାନେ ବୃକ୍ଷ ରୋପଣ କରିବା, ପରିବେଶ ସୁରକ୍ଷା ଉପରେ ବକ୍ତୃତା ଦେବା, ଚିତ୍ରାଙ୍କନ ପ୍ରତିଯୋଗିତା…
Read More...

ନଦୀରେ ବୁଡି ଦୁଇ ବାଳକ ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ନଦୀରେ ବୁଡି ଦୁଇ ବାଳକ ମୃତ୍ୟୁ ହୋଇତିବା ଖବର ମିଳିଛି । ରାଉରକେଲାର କୋଏଲ ନଦୀରେ ବୁଡି ଦୁଇଜଣ ବାଳକ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ବାଳକ ନିଖୋଜ ଥିବା ଖବର ମିଳିଛି । ନିଖୋଜ ବାଳକ ଦୁଇ ଜଣଙ୍କୁ ଉଦ୍ଧାର କରିବା ଲାଗି ଫାୟାର ବ୍ରିଗେଡ଼ ଟିମର ପ୍ରୟାସ…
Read More...

ପାୟଲର ରଥ ସଜାସଜି କାର୍ଯ୍ୟକ୍ରମ ଆସନ୍ତାକାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ନୃତ୍ୟାନୁଷ୍ଠାନ ପାୟଲର ରଥ ସଜାସଜି କାର୍ଯ୍ୟକ୍ରମ ଆସନ୍ତାକାଲି ୧୦ ତାରିଖ ଦିନ ସେକ୍ଟର ୩ ଜଗନ୍ନାଥ ମନ୍ଦିରଠାରେ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏନେଇ ସେକ୍ଟର ୨ ସ୍ଥିତ ପାୟଲ କାର୍ଯ୍ୟାଳୟଠାରେ ଆୟୋଜିତ ଏକ…
Read More...

ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସ୍ଥାପନା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ କ୍ଲବର ସ୍ଥାପନା ଦିବସ ରାଉରକେଲା ଚ୍ୟାମ୍ବର ଅଫ କମର୍ସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଗତ ବର୍ଷର ସଭାପତି ରୋଟାରୀଆନ ଆର୍‌ କିରଣ ଓ ସଂପାଦକ ରୋଟାରୀଆନ୍‌ ରବି ଦାସ ଚଳିତ ବର୍ଷର ସଭାପତି…
Read More...

ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ଶୈଳବାଳା ଷଡଙ୍ଗୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ସମାଜସେବୀ ଶୈଳବାଳା ଷଡଙ୍ଗୀଙ୍କୁ ପ୍ରକୃତିବନ୍ଧୁ ସମ୍ମାନରେ ରାଜ୍ୟ ସରକାର ସମ୍ମାନିତ କରିବା ସହ ୧୦ହଜାର ଟଙ୍କା ଆର୍ଥିକ ରାଶି ପ୍ରୋତ୍ସାହନ ସୂରୁପ ପ୍ରଦାନ କରିଛନ୍ତି । ସୁନ୍ଦରଗଡଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୩ତମ ବନ ମହୋତ୍ସବରେ…
Read More...

ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମୁଖ୍ୟର ସାହିତ୍ୟ ଆସର ଓ ନାଗରା ଉନ୍ମୋଚନ

ଶିକ୍ଷା ହିଁ ଆଲୋକ, ଆତ୍ମନିର୍ଭରଶୀଳ ନହେଲେ ଭାଷା ବଂଚାଇବା ଅସମ୍ଭବ ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷା ହିଁ ଆଲୋକ । କୁସଂସ୍କାରରୁ ଶିଶୁମାନଙ୍କୁ ମୁକ୍ତ କରିବାକୁ ହେଲେ ସେମାନଙ୍କୁ ସଂସ୍କାର ଓ ଶିକ୍ଷା ଦେବାର ଆବଶ୍ୟକତା ରହିଛି । ଆତ୍ମନିର୍ଭରଶୀଳ ନହେଲେ ଭାଷାକୁ ବଂଚାଇବା…
Read More...

ହାପି ମୋମେଣ୍ଟସ୍ ଇଣ୍ଡିଆର ନବମ ପ୍ରତିଷ୍ଠା ଦିବସ ଆସନ୍ତା ୧୭ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍ ଇଣ୍ଡିଆ ତାର ନବମ ପ୍ରତିଷ୍ଠା ଦିବସ ଚଳିତ ମାସ ୧୭ ତାରିଖ ଦିନ ସେକ୍ଟର ୬ସ୍ଥିତ ବସ୍ତିଆ ଭବନଠାରେ ସକାଳ ୯ ଟାରୁ ରାତି ୯ଟା ପର୍ଯ୍ୟନ୍ତ ପାଳନ କରିବ ବୋଲି ଜଣାପଡ଼ିଛି । ଏ ସଂପର୍କରେ ରାଉରକେଲା…
Read More...

ଗାନ୍ଧୀବାଦୀ ନେତା ନାରାୟଣ ଦାସଙ୍କ ସ୍ମୃତିଚାରଣ ସଭା

ଗାନ୍ଧୀବାଦୀ ନାରାୟଣ ଦାସଙ୍କ ବ୍ୟକ୍ତିତ୍ୱ ଅମ୍ଳାନ ଓ ଚିରସ୍ମରଣୀୟ ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀବାଦୀ ନେତା ନାରାୟଣ ଦାସଙ୍କ ବ୍ୟକ୍ତିତ୍ୱ ଅମ୍ଳାନ ଓ ଚିରସ୍ମରଣୀୟ । ଗାନ୍ଧୀ ବିଚାରର ଅନନ୍ୟ ସିପାହୀ ଓ ରାଉରକେଲାର ଶେଷ ଗାନ୍ଧୀବାଦୀ ନେତା ବୋଲି ବକ୍ତାମାନେ ତାଙ୍କ…
Read More...

ହାଣ୍ଡଲୁମ କଟନ ଫାବ୍ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନ ଠାରେ ହାଣ୍ଡଲୁମ କଟନ ଫାବ୍ ଉଦ୍‌ଘାଟିତ ହୋଇଯାଇଛି । ଆଦର୍ଶ ପାଠାଗାରର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ ଉଦ୍‌ଘାଟକ ଭାବେ ଯୋଗଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ…
Read More...

ଆଇନ ମହାବିଦ୍ୟାଳୟ ଓ ସମାଜ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି ଉପଲକ୍ଷେ ରାଉରକେଲା ଆଇନ ମହାବିଦ୍ୟାଳୟ ଓ ରାଉରକେଲା ସମାଜ ସଂସ୍କରଣର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର…
Read More...