Browsing Tag

rourakela news

ଡ୍ୟାମ୍‌ରେ ବୁଡି ଆର୍‌ଏସ୍‌ପି ମ୍ୟାନେଜରଙ୍କ ମୃତ୍ୟୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୀତାମହଲ ଡ୍ୟାମରେ ବୁଡିଯାଇ ଆର୍‌ଏସ୍‌ପି ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ଆର୍‌ଏସ୍‌ପି ମ୍ୟାନେଜର ବିଶ୍ୱଜିତ ଜେନା । ସାଙ୍ଗ ସାଥୀଙ୍କ ସହ ସେ ଭୋଜି କରିବାକୁ ମନ୍ଦିର ଡ୍ୟାମ ନିକଟକୁ ଯାଇଥିଲେ। । ଡ୍ୟାମରେ…
Read More...

ସାମାଜିକ ଅନୁଷ୍ଠାନ ଆଭା ଅନ୍ୱେଷ ତରଫରୁ ବୃକ୍ଷ ରୋପଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷାବିତ୍‌ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଆଭା ଅନ୍ୱେଷ ତରଫରୁ ସେକ୍ଟର ୨୧ ନୟାବଜାର ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଆର୍ତ୍ତ ଜେନା, ପ୍ରଧାନ…
Read More...

ହମିରପୁର ଉନ୍ନୟନ ପରିଷଦର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ ଉପଲକ୍ଷେ ହମିରପୁର ରାମକୃଷ୍ଣ ମନ୍ଦିର ରୋଡ ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରଯାଇଥିଲା । ପରିଷଦର ସଭାପତି ଡ. ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହମିରପୁରର…
Read More...

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜେଲରୋଡ ସ୍ଥିତ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିିତ୍ୟ ଆସର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଏଚ୍‌.କେ. ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ, ମୁଖ୍ୟ…
Read More...

ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା : କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବୀ କରାଯାଇଛି । ଅଭିଯୋଗ ଅନୁଯାୟୀ ଦକ୍ଷିଣ ରାଉରକେଲାର ରାସ୍ତାଘାଟର ଅବସ୍ଥା ଭଲ ନାହିଁ, ୩ ବର୍ଷ ହେଲା ଡ୍ରେନ ସଫା ହେଉ ନାହିଁ, ବିଦ୍ୟୁତ୍ ଥରେ ଗଲେ…
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ କୃତି ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଷ୍ଟେଟ ବ୍ୟାଙ୍କର ଟାଉନସିପ ଶାଖାର ମୁଖ୍ୟ ପରିଚାଳକ ସରୋଜ ରାଉତରାୟଙ୍କ ଆବାହକତ୍ୱ ଓ ସଂଯୋଜନା ତଥା ଆଞ୍ଚଳିକ ପ୍ରବନ୍ଧକ…
Read More...

ପିଏଲ୍‌ଏଫ୍‌ଆଇ ଜୋନାଲ କମାଣ୍ଡର ସନ୍ତୋଷ କାଣ୍ଡାଲାନା ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏଲ୍‌ଏଫ୍‌ଆଇ ଜୋନାଲ କମାଣ୍ଡର ସନ୍ତୋଷ କାଣ୍ଡାଲାନାଙ୍କୁ ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମି ପୋଲିସ ଗିରଫ କରିଛି । ସନ୍ତୋଷଙ୍କ ନାଁରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମି ବନ୍ଧଗାଁ ଥାନା ସେସୋ ଗାଁରେ ଥିବା ଶଶୁରଘରକୁ…
Read More...

ବସୁଧୈବ କୁଟୁମ୍ବକମ୍‌ର ପରିବେଶ ସୁରକ୍ଷା ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ କଳ୍ପତରୁ ଆଶ୍ରମ ପରିସରରେ ବସୁଧୈବ କୁଟୁମ୍ବକମ୍ ପକ୍ଷରୁ ପବିତ୍ର ଗୁରୁପୂର୍ଣିମା ଅବସରରେ ବନ ମହୋତ୍ସବ ଓ ପରିବେଶ ସୁରକ୍ଷା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭପତିତ୍ୱରେ ଏହି…
Read More...

ତାଳଚେର- ବିମଳାଗଡ ରେଳପଥ ଓ ରାଉରକେଲାରେ ରେଳ ଡିଭିଜନ ପ୍ରସଙ୍ଗ

ଆବଶ୍ୟକ ହେଲେ ସୁନ୍ଦରଗଡ ଜିଲ୍ଲା ବନ୍ଦ ଡାକରା ଦିଆଯିବ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ବହୁଦିନର ଦାବୀ ତାଳଚେର- ବିମଳାଗଡ ରେଳପଥ ନିର୍ମାଣ ପ୍ରସଙ୍ଗ ଦୀର୍ଘ ୬ଦଶନ୍ଧି ଧରି ଦାବୀ ତଥା ଆନ୍ଦୋଳନ ଚାଲି ଆସୁଥିଲେ ହେଁ ନା ଏଥିପ୍ରତି ରାଜ୍ୟ ବା କେନ୍ଦ୍ର କେହି କର୍ଣ୍ଣପାତ କରୁ…
Read More...

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ କନକମଞ୍ଜରୀ ଇଣ୍ଟରନେସନାଲ୍ ସ୍କୁଲ ଓ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ…
Read More...