Browsing Tag

patanagarh news

ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟଘାଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତିର୍ଥ ସ୍ଥଳୀ ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ମା' ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ…
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ଝୁଲେନବର ଗ୍ରାମର ଧବଳେଶ୍ଵର କ୍ଳବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗ୍ରାମର ମଝିପଡା ଠାରୁ ଶିବ ମନ୍ଦିର ରାସ୍ତାର କାମ ବୁଢ଼ା ମନ୍ଦିର ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରାଯାଇଥିଲା । ଏଥିରେ କ୍ଳବର…
Read More...

ମନରେଗା ଯୋଜନାରେ ପାରିଶ୍ରମିକ ମିଳିବା ଦାବୀରେ ଶ୍ରମିକମାନଙ୍କ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରୀ ଦାଦନ ଶ୍ରମିକ ପ୍ରଥା ରୋକିବା ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ଶ୍ରମିକମାନଙ୍କୁ ଶହେ ଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଶ୍ରମିକ ମାନଙ୍କୁ ଠିକ୍ ସମୟରେ ପାରିଶ୍ରମିକ ଯୋଗାଇ ଦେବାର ନିୟମ…
Read More...

ତେଲି ସମାଜ ପକ୍ଷରୁ କବିଙ୍କ ଜନ୍ମ ମାଟିରେ କୋଶଲୀ ସଂସ୍କୃତି ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କବିଙ୍କ ଜନ୍ମ ମାଟି ସାନକଲାଙ୍ଗାପାଲି ଗ୍ରାମରେ କବି ଅର୍ଜୁନ ସାହୁ ଆହ୍ଵାନରେ କୋଶଲୀ ସଂସ୍କୃତି ଦିନ କୋଶଳ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଥମେ କବିଙ୍କ ବାସଗୃହରେ ପାଣ୍ଡୁଲିପିକୁ ପୂଜାକରି…
Read More...

କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ

ପାଟଣାଗଡ, (ଗୋରେଖନାଥ ବରିହା) : ତମିଆଁ ପଞ୍ଚାୟତ ଅଏଳାତୁଙ୍ଗା ଗାଁରେ କୋଶଳି ସଂସ୍କୃତି ଦିନ କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଭୀଷ୍ମ ସାହୁ ପୂଜା କରିଥିଲେ, ଉପେନ୍ଦ୍ର ସାହୁ କବିଙ୍କ ଗୁଣଗାନ କରିବା ସହ କୋଶଲୀ ଭାଷାର ସରକାରୀ ମାନ୍ୟତା ପାଇଁ…
Read More...

ବିଜେଡି ଦଳୀୟ ପତାକାକୁ ରାସ୍ତା କାମରେ ସୂଚନା ସଂକେତ ଭାବେ ବ୍ୟବହାର କଲା ଠିକା ସଂସ୍ଥା : ବିଜେଡି କର୍ମୀ ଅସନ୍ତୋଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହରରେ କିଛି ଦିନ ହେବ ଜିଓ କେବୁଲ କାମ ଚାଲିଛି । ଏହି ପରିପ୍ରେକ୍ଷୀରେ କଲେଜ ଛକରୁ ବାଳିକା ହାଇସ୍କୁଲ ମଧ୍ୟରେ ଏକ ଅଭାବନୀୟ ଘଟଣା ଘଟିଥିବା ଥିବା ଦେଖିବାକୁ ମିଲିଛି । ଅନେକ ସ୍ଥାନରେ ରାସ୍ତା ମରାମତି ବା ରାସ୍ତା କଡରେ ଗାତ…
Read More...

ପାଟଣାଗଡ଼ ମୁଖ୍ୟ ରାସ୍ତା ମରାମତି ଦାବୀରେ ବଣିକ ସଂଘ ପକ୍ଷରୁ ରାସ୍ତାରୋକ୍

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବଣିକ ସଂଘ ପକ୍ଷରୁ ସଂଘର ସଭାପତି ରାଜେଶ ମେହେରଙ୍କ ନେତୃତ୍ୱରେ ପାଟଣାଗଡ଼ରୁ ବଲାଙ୍ଗିରକୁ ସଂଯୋଗ କରୁଥିବା ୪୨ ନଂ ରାଜ୍ୟ ରାଜପଥକୁ ଅବରୋଧ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨୨ ତାରଖ ଦିନ ସ୍ମାର୍ଟହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ନେଇ…
Read More...

ଅଖିଳ ଭାରତୀୟ ଗୋଣ୍ଡୋୱ।ନା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଗ୍ରାମର ବଜାର ପ୍ରାଙ୍ଗଣ ଠାରେ ଅଖିଳ ଗୋଣ୍ଡୋୱ।ନା ସମାଜ ପକ୍ଷରୁ ଉପଖଣ୍ଡ ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ…
Read More...

ସାମ୍ବାଦିକ ଅରିନ୍ଦମ ଦାସ ଓ ଅଗ୍ନିଶମ ଜବାନ ସିତାରାମ ମୁର୍ମୁଙ୍କ ବିୟୋଗରେ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଅଶୃଳ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଘରେ ଘରେ ପରିଚିତ ଓଟିଭିର ଚିଫ୍ ରିପୋର୍ଟର ଯୁବ ସାହାସିକ ସାମ୍ବାଦିକ ଅରିନ୍ଦମ ଦାସ ଓ ଅଗ୍ନିଶମ ଜବାନ ସିତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ପାଟଣାଗଡ଼ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ସଭା ଗୃହ ଠାରେ ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ…
Read More...

ଅସହାୟ ଶବକୁ ଚାରି କାନ୍ଧ ଦେଇ ଶବ ସତ୍କାର କଲା ସେବା ଚେରିଟେବୁଲ ଟ୍ରଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ ମଣିଷକୁ କେତେବେଳେ ଅନ୍ଧ କରିଦିଏ ତ କେତେବେଳେ ଭବିଷ୍ୟତ ଉଜ୍ଜ୍ୱଳ କରିଦିଏ ତ କେତେବେଳେ ଚରମ ସୀମା ଉଲଂଘନ କରିଦିଏ । କେତେବେଳେ ପ୍ରେମ ଜୀବନ ଦେବାରେ ମଧ୍ୟ ପଛ ଘୁଞ୍ଚା ଦିଏନି । ପ୍ରେମ ଚିରନ୍ତନ ପ୍ରେମ ଶାଶ୍ୱତ । ପୁଅ ଝିଅ ପ୍ରେମ କରି ବେଳେବେଳେ…
Read More...