Browsing Tag

patanagarh news

ଖୁଣ୍ଟ ସମଲେଇରେ ଆଦିବାସୀ ମେଳି ଅଧିକାର ହାସଲ ପାଇଁ ଶାଲିସ ବିହୀନ ସଂଗ୍ରାମ ପାଇଁ ଆଦିବାସୀଙ୍କ ସଂକଳ୍ପ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକର ଖୁଣ୍ଟସମଲେଇ ବଜାର ପ୍ରାଙ୍ଗଣରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆଦିବାସୀ ଝାଙ୍କର ଦେହେରୀ ଆଦିବାସୀ ଦେବାଦେବୀ ଶବରୀ ନାରେନ, ବୁତାଦେଓ ଜଡେନ ସମଲେଇ, ବିନ୍ଧ୍ୟବାସିନୀ, ମାରାନବୁରୁ,…
Read More...

ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣଗଡର ଅଗ୍ରଣୀ ସାରସ୍ଵତ ଅନଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ସଭା ସ୍ଥାନୀୟ ସିଦ୍ଧି ବିନାୟକ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ସଂସଦର ସଭାନେତ୍ରୀ ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ…
Read More...

ଧୂମାଭଟାଠାରେ କ୍ଷେତ୍ରୀୟ ସମାଜ ପକ୍ଷରୁ ଖଣ୍ଡାଯାତ୍ରା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ଧୂମାଭଟାଠାରେ କ୍ଷେତ୍ରୀୟ (ପାଇକ) ସମାଜ ପକ୍ଷରୁ ଖଣ୍ଡା ଯାତ୍ରା ଓ ବିଶାଳ ମଶାଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ଏବଂ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ୧୫ରୁ ୨୦ ଖଣ୍ଡ ଗାଁର ପାଇକ ସମାଜର ଲୋକମାନେ ନିଜ…
Read More...

ଭରତବାହାଲରେ ନିଜ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଥାନାରେ ଆତ୍ମସମର୍ପଣ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମରେ ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ ଭରତବାହାଲ ଗ୍ରାମର ପଞ୍ଚୁ ନାଏକ (୨୫) ଗତ…
Read More...

ମନାଇପାଦରେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମନାଇପାଦ ହାଇସ୍କୁଲ ପଡିଆଠାରେ ଜିଲ୍ଲା ଆଦୀବାସୀ କଲ୍ୟାଣ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ବ୍ଳକ ସଭାପତି ଅଷ୍ଟରତ୍ନ ବରିହାଙ୍କ ଅଧକ୍ଷତାରେ ଅନୁଷ୍ଠିତ ନୂଆଁଖାଇ…
Read More...

ସିହିନୀଠାରେ ନବନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସିହିନୀ ଗ୍ରାମରେ ନବନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନଦୀରୁ ପାଣି ଆଣି ଶୁଭ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତିଷ୍ଠା ମହୋତ୍ସବରେ ପାଟଣାଗଡ଼ ବିଧାୟକ…
Read More...

ଜଲିଆ ପବିତ୍ର ପୀଠ ଖପରାଡୁଙ୍ଗୁରୀ ସ୍ଥିତ ସପ୍ତର୍ଷି ମଠଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ବୈଠକ

ମଦକୁ ଛାଡ଼ି ଶିକ୍ଷା ହିଁ ଆମ ଦିକ୍ଷା ଗ୍ରହଣ କରି ପୁଅଝିଅମାନଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ଆହ୍ୱାନ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଧୂମାଭଟା ପଞ୍ଚାୟତ ଜଲିଆ ଗ୍ରାମର ପବିତ୍ର ଖପରାଡୁଙ୍ଗୁରୀ ସପ୍ତର୍ଷି ମଠ ପରିସରରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର…
Read More...

ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାର ୩ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଦିବାସୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାର ୩ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ଥାନା ବେଳକେରା ଗ୍ରାମର ରାଜିବ ରଞ୍ଜନ ବରିହା ନିଜ ଘରକୁ ଯିବା ସମୟରେ ସଂପୃକ୍ତ ଅଭିଯୁକ୍ତମାନେ ରାଜିବଙ୍କୁ ଅଟକାଇ ଠେଙ୍ଗା ଓ…
Read More...

ଗଙ୍ଗାଧର ପାର୍କଠାରେ ୨୦ତମ ସାର୍ବଜନୀନ ଶାରଦୀୟ ନବରାତ୍ର ଦୂର୍ଗାପୂଜା ଆରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଐତିହ୍ୟ ଶକ୍ତି ପୀଠ କଲେଜ ଛକ ସ୍ଥିତ ଗଙ୍ଗାଧର ପାର୍କ ପରିସରରେ ନବରାତ୍ର ଶାରଦୀୟ ଦୁର୍ଗାପୂଜା ଭବ୍ୟ ପୂର୍ଣ୍ଣ କଳସ ଶୋଭାଯାତ୍ରା ଓ କଳସ ସ୍ଥାପନ ସହ ସାର୍ବଜନୀନ ଶାରଦୀୟ ୨୦ ତମ ନବରାତ୍ର ଦୂର୍ଗାପୂଜା ଆରମ୍ଭ ହୋଇଯାଇଛି । ନବରାତ୍ର ଦୂର୍ଗାପୂଜା…
Read More...

ଉପଖଣ୍ଡ ସ୍ତରୀୟ ହଳଦିଆ ତେଲି ସମାଜ ପକ୍ଷରୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରଖନାଥ ବରିହା) : ଉପଖଣ୍ଡ ସ୍ତରୀୟ ହଳଦିଆ ତେଲି ସମାଜ, ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ହଳଦିଆ ତେଲି ଜାତିକୁ ଅନ୍ୟାନ୍ୟ ପଛୁଆ ବର୍ଗ ଓ ସାମାଜିକ, ଶିକ୍ଷା ତଥା ଆର୍ଥିକ ଅନଗ୍ରସର ଶ୍ରେଣୀ ଭୁକ୍ତ କରିବା ପାଇଁ ଉପଜିଲ୍ଲାପାଳ, ପାଟଣାଗଡ଼ଙ୍କ ଜରିଆରେ ଓଡିଶା ଅନଗ୍ରସର…
Read More...