Daily Archives

ପାଟଣାଗଡ଼ ପୋଲିସର ବଡ଼ ସଫଳତା : ପାଞ୍ଚ ଡକାୟତ ଗିରଫ, ସୁନା ଓ ଦଲିଲ ସହ ଅସ୍ତ୍ର ଜବତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ପୋଲିସ ଆଜି ଆଉଥରେ ତାର ପେଶାଦାର ଦକ୍ଷତା ଓ ସତର୍କତା ଦେଖାଇ ଏକ ବଡ଼ ଅପରାଧ ମାମଲାରେ ସଫଳତା ହାସଲ କରିଛି । ଗତ ଅକ୍ଟୋବର ୧୭ ତାରିଖରେ କୁଆବାଉଁଶ ଗାଁର ରମାକାନ୍ତ ସରାଫଙ୍କ ଘରୁ ହୋଇଥିବା ଡକାୟତି ମାମଲାରେ ଜଡିତ ପାଞ୍ଚ ଜଣ
Read More...

୫୨ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଆୟୋଜନ ପାଇଁ କଳସ ଶୋଭାଯାତ୍ରା ସହ ନାମଯଜ୍ଞର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସର୍ବପୁରାତନ ନାମଯଜ୍ଞ କମିଟି ଚଳିତ ବର୍ଷ ୫୨ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ କରୁଛି । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ସମୟରେ ଆଜକୁ ୫୨ବଷ ଧରି ଅନବରତ ଭାବରେ ନାମଯଜ୍ଞ ଆୟୋଜନ କରି ପ୍ରଭୁଙ୍କ ନାମ ଧାରପୃଷ୍ଠରେ ପ୍ରଚାର କରିଆସୁଛି । ଚଳିତ ବର୍ଷ
Read More...

ଅପହୃତ ଶିକ୍ଷକଙ୍କୁ ୧୨ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ସିନାପାଲି ପୋଲିସ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସିନାପାଲି ସହରର ଶିକ୍ଷକ ଦୈତାରୀ ମେହେର (୫୨) ଅପହରଣ ହୋଇଥିବା ନେଇ ପରିବାର ଲୋକେ ସିନାପାଲି ଥାନାର ଦ୍ୱାରସ୍ଥ ହେବାର ୧୨ ଘଣ୍ଟା ନ ପୁରୁଣୁ ସିନାପାଲି
Read More...

ଇସ୍କଫର ୨୩ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସାସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ୨୩ତମ ରାଜ୍ୟ ସମିଳନୀର ଦ୍ୱିତୀୟ ଦିବସରେ ଏହାର ପ୍ରତିନିଧି ଅଧିବେଶନ ଉଦିତନଗର ସ୍ଥିତ ଆଇଟିଡିଏ ହଲ୍ ଠାରେ ଉଦଯାପିତ ହୋଇଯାଇଛି । ଗୋକୁଳ ନନ୍ଦ ପଣ୍ଡା ଏବଂ ଡଃ କିଶୋରୀ ଦାସ ମାନଙ୍କୁ ନେଇ ଗଠିତ ସଭାପତିତ୍ୱରେ
Read More...

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

କୋଏଲନଗର, ଶକ୍ତିନଗର ଓ ଜଗଦା ଅଞ୍ଚଳରେ ବହୁ ସ୍ୱେଚ୍ଛାସେବୀ ମାନଙ୍କର ଯୋଗଦାନ ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୨୦ ସ୍ଥିତ ବୈକୁଣ୍ଠ ଘାଟରେ ସାମୁହିକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ
Read More...

ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲରେ ପଶ୍ଚିମ ଓଡ଼ିଶାର ନୃତ୍ୟ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକାଡେମୀକ୍ ହାଇଟ୍ସ ପବ୍ଲିକ ସ୍କୁଲ ଏବଂ ବଚପନ୍ ପ୍ଲେ ସ୍କୁଲ୍‌ର ମିଳିତ ଆନୁକୂଲ୍ୟରେ ସହୋଦୟର ନୃତ୍ୟ ପ୍ରତିଯୋଗିତା ବିଷ୍ଣୁମୁଣ୍ଡା ସ୍ଥିତ ବଚପନ୍ ନଗରରେ ଅନଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସହୋଦୟ ଅନ୍ତର୍ଭୁକ୍ତ ପଶ୍ଚିମ ଓଡ଼ିଶାର ୧୨ଟି ବିଦ୍ୟାଳୟ
Read More...

୨୩ତମ ଇସ୍କଫ ରାଜ୍ୟ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ୨୩ତମ ରାଜ୍ୟ ସମ୍ମିଳନୀ ରାଉରକେଲା ସିଭିକ୍ ସେଣ୍ଟର୍ ଠାରେ ଉଦ୍‌ଘାଟିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଭୂପେନ ମହାପାତ୍ର ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଡାଃ ପ୍ରଭାତ କୁମାର ମଲ୍ଲିକ ସ୍ଵାଗତ
Read More...

ବାଲ୍ମୀକି ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ଆୟୋଜିତ ବାଲ୍ମୀକି ଜୟନ୍ତୀ ସମାରୋହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନବବାଦର ମହାକାବ୍ୟ: ରାମାୟଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି
Read More...

ବଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ ପାଳନ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ ଅକ୍ଟୋବର ୨୭ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ
Read More...

“ବହୁଭାଷୀ ନାଟ୍ୟ ମହୋତ୍ସବ” ମଠଖାଇ ମହୋତ୍ସବ ଆସନ୍ତା ଡିସେମ୍ବର ୨୫ରୁ ୨୯

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପତିତପାବନ ବିଦ୍ୟାଳୟ ଠାରେ ଭୂମିକା ଓ ମଠଖାଇ ମହୋତ୍ସବ କମିଟି ସଦସ୍ୟଙ୍କ ଉପସ୍ଥିତିରେ ୧୭ତମ ମାଠଖାଇ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପାଞ୍ଚ ଦିନ ଧରି ନାଟ୍ୟ ପ୍ରେମୀ ନାଟକ ଉପଭୋଗ କରିବେ
Read More...