Daily Archives

ଖପ୍ରାଖୋଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଓ ସମାଧାନ ଶିବିର

୫୭ଟି ଅଭିଯୋଗର ଶୁଣାଣୀ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ଥାନୀୟ ବ୍ଲକ ସଭାଗୃହରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣି ସୁନା, ପାଟଣାଗଡ଼
Read More...

ତିନି ଶିଶୁ ସମେତ ୯ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଆଜି ପୁଣି ଏକ ମାନବିକ ଏବଂ ସାହସିକ ପଦକ୍ଷେପ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ଅର୍ଜନ କରିଛି । ସକାଳ ୧୦ଟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ ଗମ୍ଭାରୀ ସାପ୍ତାହିକ ବଜାର ନିକଟରେ କିଛି ଲୋକଙ୍କୁ ସନ୍ଦେହଜନକ ଭାବରେ ଠିଆ
Read More...

ଜାତୀୟ ମହୁମାଛି ପାଳନ ଓ ମଧୁ ମିଶନ

• ମଧୁର ବିପ୍ଳବର ଅୟମାରମ୍ଭ : ଏକ ନୂତନ ଭାରତ ପାଇଁ ଗୁଞ୍ଜରଣ ମୁଖ୍ୟାଂଶ• ଜାତୀୟ ମହୁମାଛି ପାଳନ ଏବଂ ମଧୁ ମିଶନ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା । ଏହାର ଲକ୍ଷ୍ୟ ହେଉଛି ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା । ଏହାର ମୂଳ ଲକ୍ଷ୍ୟ ହେଉଛି
Read More...

ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କଲେ…

ନୂଆଦିଲ୍ଲୀ, (ପିଆଇବି) : ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟର ୨୦ଟି ଯୋଗ୍ୟ ଜିଲ୍ଲା ପଞ୍ଚାୟତ (ଜିଲ୍ଲା ପରିଷଦ), ୨୯୬ଟି ଯୋଗ୍ୟ ବ୍ଲକ
Read More...

ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିରକୁ ବଡ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଟକର ନେତାଜୀ ଇନଡୋର ଷ୍ଟାଡିୟମ ଠାରେ ଓଡିଶା ଟାଇକଣ୍ଡୋ ଏସୋସିଏସନ ତରଫରୁ ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସଂପାଦକ ତଥା ଜାତୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୮ ଜଣିଆ
Read More...

ରାମଲାଲା ଓ ହନୁମାନଜୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ପରିକ୍ରମା ରଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୁଦପଡା ଠାରେ ଥିବା ହନୁମାନ ମନ୍ଦିର ଠାରେ ନୂତନ ଭାବେ ରାମଲାଲା ମନ୍ଦିର ପ୍ରତିଷ୍ଠା ପାଇଁ ପରିକ୍ରମା ରଥର ଶୁଭ ଉଦ୍‌ଘାଟନ କରାଯାଇଛି । ରାମଲାଲା ହନୁମାନଜୀ ମନ୍ଦିର ପ୍ରତିଷ୍ଠା କମିଟି ଆଜି ପୂଜାର୍ଚ୍ଚନା ପରେ ସହର ପରିକ୍ରମା କରି ରଥକୁ
Read More...

ବଲାଙ୍ଗିର ଜିଲ୍ଲା ଦୌରା ଜଜ୍‌ ପବିତ୍ର ମୋହନ ସାମଲ ହେଲେ ଓଡିଶା ଆଇନ ବିଭାଗର ପ୍ରମୁଖ ସଚିବ

ଓଡିଶା ଆଇନ ବିଭାଗର ପ୍ରମୁଖ ସଚିବ ପବିତ୍ର ମୋହନ ସାମଲଙ୍କୁ ସମ୍ବର୍ଦ୍ଧନା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଇନ ବିଭାଗ ଓଡିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ବଲାଙ୍ଗିର ଜିଲ୍ଲା ଦୌରା ଜଜ୍‌ ପବିତ୍ର ମୋହନ ସାମଲଙ୍କ ପଦୋନ୍ନତି ହୋଇଅଛି । ବଲାଙ୍ଗିରରେ ଆନନ୍ଦର ଲହରି ଖେଳିଯାଇଛି । ଆଜି
Read More...

ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ଅଭିଯୁକ୍ତ ଓ ପୀଡିତାଙ୍କ ବିବାହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା । ଆମ୍ବେଦକରକୁ ସାକ୍ଷୀ ରଖି ଜ୍ଞାତି, କୁଟୁମ୍ବଙ୍କ ଉପସ୍ଥିତିରେ ଫୁଲମାଲ ଦେଇ ବିବାହ କରିଛନ୍ତି ଅଭିଯୁକ୍ତ ଓ ପୀଡ଼ିତା । ସୋସିଆଲ ମିଡ଼ିଆରୁ
Read More...

ଆଗଲପୁରରେ ଶ୍ରୀମଦ୍ଭାଗବଦ୍ କଥାମୃତ

ସଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ କାର୍ତ୍ତିକ ମାସ ପଞ୍ଚୁକ ଉପଲକ୍ଷେ ଶ୍ରୀମଦ୍ଭାଗବଦ୍ ଜ୍ଞାନ କଥାମୃତ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପାଖରେ ଅନୁଷ୍ଠିତ ହୋଇଛି । ଗତ ତା. ୩୦ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ବୃନ୍ଦାବନର
Read More...

କାର୍ତ୍ତିକ ମାସ ଶେଷ ସୋମବାରରେ ଶୈବପୀଠ ଚଳଚଞ୍ଚଳ : ପଞ୍ଚୁକ ପାଇଁ ସମଗ୍ର ଅଞ୍ଚଳରେ ଧାର୍ମିକ ପରିବେଶ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଧର୍ମର ମାସ କାର୍ତ୍ତିକର ଶେଷ ସୋମବାର ଓ ପଞ୍ଚୁକର ଦ୍ୱିତୀୟ ଦିନରେ ଅଞ୍ଚଳର ପ୍ରତ୍ୟେକ ଶୈବପୀଠ ସମେତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରତ୍ୟୁଷରୁ ହିଁ ଚଳଚଞ୍ଚଳ ହୋଇ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପଞ୍ଚୁକ ବ୍ରତ ପାଳନ କରୁଥିବା
Read More...