Daily Archives

ଐତିହାସିକ ଡଙ୍ଗା ଭସା ପର୍ବ : ପାରମ୍ପରିକ ମେଣ୍ଢା ଲଢେ଼ଇ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଚଂଳରେ ପବିତ୍ର ମହା କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଆଜି ବୁଧବାର ପ୍ରତ୍ୟୁଷରୁ ଭକ୍ତ, ଶ୍ରଦ୍ଧାଳୁ, ହବିଷ୍ୟାଳୀମାନେ କାର୍ତ୍ତିକ ବୁଡ ପକାଇ ଆମ ଅତୀତ ଉତ୍କଳର ନୌବାଣିଜ୍ୟର ପ୍ରତୀକ ପରମ୍ପରା ଅନୁଯାୟୀ କଦଳୀ ପଟୁକା, କାଗଜ,
Read More...

ଦେଓଗାଁ ଅଶାନ୍ତ ଘଟଣା ଦୁର୍ଭାଗ୍ୟଜନକ – ନରସିଂହ

ମୁଁ ଏହାକୁ ଦୃଢ ନିନ୍ଦା କରୁଛି - ନରସିଂହନିରୀହଙ୍କୁ ଗିରଫ ନ କରି ପ୍ରକୃତ ଦୋଷୀକୁ ଖୋଜି ବାହାର କରୁ ପୋଲିସ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କିଛି ସପ୍ତାହ ହେଲା ଶାନ୍ତିପୂର୍ଣ୍ଣ ଦେଓଗାଁ ଅଶାନ୍ତ ହୋଇପଡିଛି । ପ୍ରତ୍ୟେକ ଦିନ କୌଣସି ନା କୌଣସି ପ୍ରକାର ଆଇନ ଶୃଙ୍ଖଳା
Read More...

ଗୋପାଳପୁର ବେଳାଭୂମି ଠାରେ ତିନିଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ଠାରେ ତିନିଦିନିଆ ବୋଇତ ବନ୍ଦାଣ ମହୋତ୍ସବ-୨୦୨୫ ଜିଲ୍ଲପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ପ୍ରାଚୀନତମ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଓଡ଼ିଆ ପୁଅର ବୀରତ୍ଵର ଗାଥାକୁ ସ୍ମରଣ କରେ,
Read More...

ନୃସିଂହନାଥରେ ସରିଲା ପଞ୍ଚୁକ :ପୂର୍ଣ୍ଣମା ଦିନ ବୋଇତ ବନ୍ଦାଣରେ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ପୀଠରେ ବୁଧବାର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ଏଠାରେ ଶହ ଶହ ମହିଳାମାନେ ରହି ସବୁଦିନ ଗାଧୋଇ ସାରି ତୁଳସୀ ଚଉରାରେ ପୂଜାପାଠ କରି କାର୍ତ୍ତିକ ପୁରାଣ ଗାଉଥିଲେ ଓ ଶୁଣୁଥିଲେ । ପ୍ରାୟ କାର୍ତ୍ତିକ ମାସର ଶେଷ ସପ୍ତାହରେ ବୁଡ଼
Read More...

ବଲାଙ୍ଗିର ରେଳ ଷ୍ଟେସନରୁ ବିପୁଳ ପରିମାଣର କଫ ସିରପ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଷ୍ଟେସନରୁ ବିପୁଳ ପରିମାଣର କଫସିରଫ ଜବତ । ଟ୍ରେନ୍ ଯୋଗେ ଦୁଇଟି ବଡ଼ ବଡ଼ ବ୍ୟାଗରେ ଚାଲାଣ ବେଳେ ଧରିଲା ରେଲୱେ ପୋଲିସ । ବଲାଙ୍ଗିର ରେଲୱେ ଷ୍ଟେସନର ୨ନଂ ପ୍ଲାଟଫର୍ମରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର କଫସିରଫ ଚାଲାଣ ପାଇଁ ଯୋଜନା ହେଉଥିବା
Read More...

୨୦୦ ଫୁଟ ଲମ୍ବର ବୋଇତ ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ଗ୍ରାମବାସୀ

ବାଲେଶ୍ଵର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ । ଏହି ଅବସରରେ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗ୍ରାମର ମଦନ ମୋହନ ଜୀୟୁ କମିଟି ପକ୍ଷରୁ ୨୦୦ଫୁଟ ଲମ୍ବର ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇ ଥିବା ଦେଖିବାକୁ ମିଳିଛି । ସଦସ୍ୟମାନେ ଦୀର୍ଘ ୨୨ବର୍ଷ
Read More...

କୋଏଲ କ୍ଲବ ତରଫରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଦୀ କୂଳରେ କୋଏଲ କ୍ଲବ ବୋଇତ ବନ୍ଦାଣ କମିଟି ପକ୍ଷରୁ ସେକ୍ଟର-୨୦ ସ୍ଥିତ ବୈକୁଣ୍ଠଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୀଲ କୁମାର ଓ
Read More...

ରାଉରକେଲା ଗୁରୁଦ୍ଵାର ପକ୍ଷରୁ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ରେଳ ଷ୍ଟେସନ ନିକଟବର୍ତ୍ତୀ ଗୁରୁଦ୍ଵାରରେ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ (ପ୍ରକାଶ ଉତ୍ସବ) ମହାସମାରୋହରେ ପାଳିତ ହୋଇଯାଇଛି । ରାଉରକେଲା ଗୁରୁଦ୍ଵାରରେ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଗୁରୁ ନାନକଙ୍କ ଜନ୍ମଦିନ ପାଳନ ଅବସରରେ ପ୍ରତ୍ୟେକ
Read More...

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍କଳର ସଂସ୍କୃତି ଓ ପରମ୍ପରାକୁ ନେଇ ସେକ୍ଟର-୨ ଉତ୍କଳ ସାଂସ୍କୃତିକ ପରିଷଦ, ସିଭିଲ ଟାଉନସିପ୍ ଅଞ୍ଚଳ ସ୍ଥିତ ସିଭିଲ ଟାଉନସିପ୍ ସାଂସ୍କୃତିକ ପରିଷଦ,
Read More...

ବନ୍ଦେ ମାତରଂ ଜାତୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ବନ୍ଦେ ମାତରଂ ଜାତୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୧୫୦ଟି ସ୍ଥାନରେ ଏହି ଉତ୍ସବ ଚଳିତ ମାସ ୭ ତାରିଖ ଦିନ ପାଳନ କରିବା ପାଇଁ ରାଷ୍ଟ୍ରୀୟ ସ୍ତରରେ ନିଷ୍ପତି ନିଆଯାଇ ଥିବାବେଳ ଓଡ଼ିଶାରେ ୫ଟି ସ୍ଥାନରେ ଏହାକୁ ପାଳନ କରାଯିବ ।
Read More...