Browsing Tag

patanagarh news

ଚାଲିଗଲେ ଆଇନଜୀବୀ ରାଧାକାନ୍ତ ଭୋଇ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଚାଲିଗଲେ ଆଇନଜୀବୀ ରାଧାକାନ୍ତ ଭୋଇ(୫୨) । ବେଶ୍‌ ଜଣାଶୁଣା ତଥା ଲୋକପ୍ରିୟ ଆଇନଜୀବୀ ରାଧାକାନ୍ତଙ୍କ ପରଲୋକରେ ସାରା ଅଂଚଳ ଶୋକାଚ୍ଛନ୍ନ ହୋଇପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅଳ୍ପ କିଛି ଦିନ ତଳେ ସେ ଏକ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିବା ବେଳେ…
Read More...

ଖରାଦିନ ପରିବର୍ତ୍ତେ ଶୀତ ଦିନେ ଚାଲିଛି ପାଣି ଛତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ କପଣି ପଞ୍ଚାୟତରେ ଖରା ଦିନରେ ଜଳଛତ୍ର ଖୋଲିବା ପରିବର୍ତ୍ତେ ଶୀତ ଦିନେ ରାସ୍ତା କଡ଼ରେ, ଛକମାନଙ୍କରେ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ଏଠି ଆଲୋଚନା ହେଉଛି ଯେ ଖରା ଦିନେ ପାଣି ଛତ୍ର…
Read More...

କାଟିଲେ ନୁହେଁ, ପିଆଜ କିଣିଲେ ଆଖିରେ ଲୁହ : ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି

ପାଟଣାଗଡ, (ଗୋରେଖନାଥ ବରିହା) : ସାଧାରଣତଃ ପିଆଜ କାଟିଲେ ସମସ୍ତଙ୍କର ଆଖିରେ ଲୁହ ଝରିଥାଏ । କିନ୍ତୁ ବର୍ତ୍ତମାନ ବଜାରକୁ ପିଆଜ କିଣିବାକୁ ଗଲେ ଦର ଶୁଣି ସମସ୍ତଙ୍କର ଆଖିରେ ଲୁହ ଝରିବା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ପରିବା ଦର ଅହେତୁକ ବୃଦ୍ଧି ଘଟୁଥିବା ବେଳେ ପାଟଣାଗଡ଼ ବଜାର…
Read More...

ବେଲପଡା ଅଏଲାଭଟାଠାରେ ବ୍ଳକ ସ୍ତରୀୟ କଳା ଓ କଳାକାର ସମାବେଶ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସରମୁହାଣ ପଞ୍ଚାୟତ ଅଏଁଲାଭଟାଠାରେ ବ୍ଳକ ସ୍ତରୀୟ କଲା ଓ କଲାକାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ କଳାକାର ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରିବା ସହ ନଗର ପରିକ୍ରମା…
Read More...

ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ସାଂଗଠାନିକ ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଳକ ବିଜେଡି କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜ ଦଳର…
Read More...

ପ୍ରେମ ବିବାହ ପରେ ସ୍ତ୍ରୀକୁ ବନ୍ଧକ ରଖି ଜେଲ୍‌ ଗଲା ସ୍ୱାମୀ

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରେମ ବିବାହ ପରେ ସ୍ତ୍ରୀକୁ ବନ୍ଧକ ରଖି ଜେଲ୍‌ ଗଲା ସ୍ୱାମୀ । ସୂଚନା ଅନୁସାରେ ବେଲପଡ଼ା ଥାନା ସୁଲେକେଲା ଗ୍ରାମର ରାଜେଶ ରଣା ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲେ । ଉଭୟ ପରିବାରର ସହମତି ପରେ ବିବାହ ହୋଇଥିଲା । ରୀତିନୀତି ଅନୁସାରେ ଝିଅକୁ ବାହା…
Read More...

ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁରଙ୍କ ଅକାଳ ବିୟୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବାହାବଲ ପଞ୍ଚାୟତ ମାଲପଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁରଙ୍କ ଆଜି ଅକାଳ ବିୟୋଗ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ…
Read More...

ସାହାଜପାଣି ସରପଞ୍ଚ ତଥା ବିଶିଷ୍ଟ ବିଜେପି ନେତା ଦଳ ଛାଡି ବିଜେଡିରେ ଯୋଗଦେଲେ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ ସାହାଜପାଣି ପଞ୍ଚାୟତ ସରପଞ୍ଚ ତଥା ବିଶିଷ୍ଟ ବିଜେପି ନେତା ପ୍ରଫୁଲ୍ଲ ମାଝୀଙ୍କ ସମେତ ବିଜେପିର ଅନ୍ୟ କର୍ମୀ ମାନେ ବିଧାୟକ ସରୋଜ ମେହେରଙ୍କ ତତ୍ୱଅବଦାନରେ ଖପ୍ରାଖୋଲ ବ୍ଲକ ସହଜପାଣି ପଞ୍ଚାୟତର ସକ୍ରିୟ…
Read More...

ଭରୁଆମୁଣ୍ଡାରେ ଗଜଲକ୍ଷ୍ମୀ ପୂଜା ଦର୍ଶନ କଲେ ବିଧାୟକ ସରୋଜ କୁମାର ମେହେର

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଭରୁଆମୁଣ୍ଡା ଗ୍ରାମରେ ଆଶ୍ଵିନ ମାସ କୃଷ୍ଣପକ୍ଷ ପୂର୍ଣ୍ଣିମା ତିଥିରେ ମାଁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣିବା ସହ ସ୍ଥାପନା କରଯାଇଥିଲା । ଘଣ୍ଟ ଶଂଖ ତାଳରେ ମାଁ ଗଜଲକ୍ଷ୍ମୀଙ୍କ…
Read More...

ବଣୁଆ ହାତୀର ଭୟ ଦେଖାଇ ଉପଦୃତ ଅଞ୍ଚଳରେ ଅସାମାଜିକ କାର୍ଯ୍ୟ ଚାଳିଥିବା ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ସମସ୍ତ ଗ୍ରାମାଞ୍ଚଳମାନଙ୍କରେ କେତେକ ଅସାମାଜିକ ଲୋକ ବଣୁଆ ହାତୀର ଉପଦ୍ରବ ଆଳରେ ଲୋକଙ୍କ ମଧ୍ୟରେ ଭୟ ଦେଖାଇ ଅନୈତିକ କାର୍ଯ୍ୟ କରିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ, ଖପ୍ରାଖୋଲ ହରିଶଙ୍କର ରେଞ୍ଜ ଓ ଲରମ୍ଭା ସର୍କଲ…
Read More...