Browsing Tag

khandapada news

ଫତେଗଡ ରାମ ମନ୍ଦିରରୁ ଚୋରି

ଖଣ୍ଡପଡା : ନୟାଗଡ ଜିଲ୍ଲା ଫତେଗଡ ଥାନା ଫତେଗଡ ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଚୋରି କରିଥିବା
Read More...

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଖଣ୍ଡପଡା : ଖଣ୍ଡପଡା ବ୍ଲକ ବଡ଼ବାଣପୁର ଗ୍ରାମର ଜଣେ ଯୁବକ ବାଇକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଧର୍ମେନ୍ଦ୍ର ସାହୁ (୩୨) । ସୂଚନା ଅନୁସାରେ, ଧର୍ମେନ୍ଦ୍ର ସାହୁ ବୁଧବାର ସକାଳେ ନିକଟସ୍ଥ କଣ୍ଟିଲୋ ବଜାରକୁ ପରିବା ଆଣିବାକୁ ବାଇକ୍‌ ଯୋଗେ ଯାଇଥିଲେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ଖଣ୍ଡପଡ଼ା : ଖଣ୍ଡପଡା ବ୍ଲକ ଗିରିଡିପଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ହେଲେ ଗିରିଡିପଲ୍ଲୀ ପଣସପଦର ଗ୍ରାମର ୪୫ ବର୍ଷୀୟ ନୀଳମଣି ନାୟକ । ସେ ଗାଈ ଚରାଇ ଫେରିବା ବେଳେ ବାଇକ ଧକ୍କାରେ
Read More...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼

ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମରେ ଗତକାଲି ସନ୍ଧ୍ୟାରେ ରାଜନୈତିକ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ଜଣାପଡିଛି । ଏଥିରେ ବୋଦସା ଗ୍ରାମର ପ୍ରଶାନ୍ତ ତାରେଣିଆ (୩୮) ନାମକ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଖଣ୍ଡପଡ଼ା ବ୍ଲକ ବୋଦସା
Read More...