ଗଞ୍ଜାମ ଜିଲ୍ଲାର ୧. ୬୭ ଲକ୍ଷରୁ ଅଧିକ ଅନ୍ନଦାତାଙ୍କ ବ୍ୟାଙ୍କ ଖାତାକୁ ଗଲା ୩୩ କୋଟି ୫୪ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ…
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାରା ଦେଶର କୃଷକଙ୍କ ପରି ଗଞ୍ଜାମ ଜିଲ୍ଲାର କୃଷକମାନଙ୍କର ପାଇଁ ଆଜି ଥିଲା ଏକ ଆନନ୍ଦର ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ରାଜଧାନୀ ଗୁଆହାଟୀରୁ ଡ଼ିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ୨୨ତମ କିସ୍ତି ଦେଶର!-->…
Read More...
Read More...