Browsing Tag

bramhapur news

ଛତ୍ରପୁରସ୍ଥ ଚନ୍ଦ୍ରଶେଖର ମନ୍ଦିରରେ ଶିବବିବାହ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ବିଭିନ୍ନ ଶୈବ ପୀଠମାନଙ୍କରେ ଉତ୍ସବମୁଖର ଭାବେ ପବିତ୍ର ଶିବ ବିବାହ କଲ୍ୟାଣ ଉତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ସହରର ବିନୋଦବିହାର ସମ୍ମୁଖରେ ଥିବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ନିଆରା ପରମ୍ପରା…
Read More...

ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ତିନିଦିନିଆ ରଜ ମଉଜ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ତିନିଦିନିଆ ରଜ ମଉଜ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଓଡିଶାର ଅନ୍ୟତମ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ, ସଙ୍ଗୀତ କଳା ମନ୍ଦିର ଛତ୍ରପୁର କଳାବିକାଶ କେନ୍ଦ୍ର ଅଧ୍ୟକ୍ଷା ଡ଼ଃ. ଅଳକା ସାହୁଙ୍କ…
Read More...

କେରାଣ୍ଡିତୋଳା ନାରାୟଣପୁରର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରଜ ମହୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ପ୍ରତିଷ୍ଠିତ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ତିନିଦିନିଆ ରଜାମହୋତ୍ସବ ମହା ଆଡମ୍ବର ସହ ଆୟୋଜିତ ହୋଇଯାଇଛି । ଉକ୍ତ ତିନି ଦିନିଆ ଉତ୍ସବରେ ଗ୍ରାମର କୁଆଁରି କନ୍ୟା ମାନଙ୍କ ମଧ୍ୟରେ…
Read More...

ଛତ୍ରପୁରରେ “ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ” କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ‘ବିକାଶର ଧାରା, ଓଡ଼ିଶା ସାରା’ ପରିପ୍ରେକ୍ଷୀରେ ମଙ୍ଗଳବାର ଛତ୍ରପୁର ମ୍ୟୁନିସିପାଲିଟି ପକ୍ଷରୁ ଆୟୋଜିତ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୌରାଞ୍ଚଳକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ…
Read More...

ବୃଦ୍ଧାବସ୍ଥା ଭତ୍ତା ପ୍ରଦାନରେ ବିଳମ୍ବ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ, ବ୍ରହ୍ମପୁର ସାଂସଦ ଡଃ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ଶା ଭଳି ଗରିବ ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ସହାୟତା ରାଶି ପ୍ରଦାନରେ ବ୍ୟତିକ୍ରମ ଦେଖାଦେଇଛି । ବିଶେଷ କରି ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ବୃଦ୍ଧାବସ୍ଥା ଭତ୍ତା ପ୍ରଦାନରେ ସଫ୍ଟୱେର ଜନିତ ସମସ୍ୟା ଓ ବୈଷୟିକ ତ୍ରୁଟି କାରଣରୁ ଭତ୍ତା…
Read More...

ଖେଳୁଥିବା ବେଳେ ବଲ୍‌ ବିସ୍ପୋରଣ : ଜଣେ ଆହତ

ଶେରଗଡ ଥାନା ଅଧିକାରୀଙ୍କ ତଦନ୍ତରେ ଅବହେଳା ଅଭିେଯୋଗ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେରଗଡ ବ୍ଲକ ଅନ୍ତର୍ଗତ କୁରୁଳା ପଞ୍ଚାୟତ ମହୁରିକଣା ଗ୍ରାମରେ ଯୁବତୀମାନେ ଖେଳୁଥିବା ସମୟରେ ଗୋଲାକାର ବଲ୍‌ଟି ପଡ଼ିଥିବାର ଦେଖିଥିଲେ । ଖେଳୁଥିବା ସମୟରେ ବଲ୍‌ଟିକୁ ଫୋପାଡି ଖେଳିବା ପରେ…
Read More...

ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୌଜନ୍ୟରେ "ବିକାଶର ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମ ବୁଧବାର ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ଭାଜପା ସରକାର ଅଥବା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…
Read More...

ସୁନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ସମାଜସେବୀ ଡା. ପି. ସି. ସାହୁ ଓ ପତ୍ନୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରଥମ ଶ୍ରାଦ୍ଧ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ବର୍ଷର ସୁନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ଜଣେ ଜଣାଶୁଣା ସମାଜସେବୀ ଡା. ପି. ସି. ସାହୁ ଓ ପତ୍ନୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ହିଲପାଟଣାସ୍ଥିତ ସିଦ୍ଧ ବିନାୟକ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ…
Read More...

ଦୁର୍ନୀତି ଅଭିଯୋଗରେ ବାଲିପଦର ଗାର୍ଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ : ହାଇକୋର୍ଟର ଦ୍ୱାରସ୍ଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମର ଶ୍ରୀ ରଘୁନାଥ ସ୍ୱାମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧିଙ୍କ ବିରୁଦ୍ଧରେ ଗ୍ରାମବାସୀ ଆଣିଥିବା ଦୁର୍ନୀତି ଅଭିଯୋଗ କ୍ରମେ ଗଞ୍ଜାମ ଜିଲ୍ଲା…
Read More...

ପୌର ଅଧ୍ୟକ୍ଷାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ ଆଇନ୍ ମନ୍ତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌର ଅଧ୍ୟକ୍ଷା ସ୍ୱର୍ଗତ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନଙ୍କ ବିୟୋଗାନ୍ତକ ଖବର ପାଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କରି ବାସଭବନକୁ ଯାଇ ଘରେ ସ୍ୱର୍ଗତ ଶ୍ରୀମତୀ ଶର୍ମିଷ୍ଠାଙ୍କ ପ୍ରତିକୃତୀରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି…
Read More...