Browsing Tag

bhubaneswar news

ବିଏସ୍‌କେୱାଇରେ ଉଲ୍ଲେଖନୀୟ ଅଗ୍ରଗତି

ସାମିଲ ହେଲେ ୬୮୧ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲହସ୍ପିଟାଲ ସ୍ତରରେ ରୋଗୀମାନଙ୍କ ସହାୟତା ପାଇଁ ୬୬୮ ଛାମୁଆ କର୍ମଚାରୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡିଶା ସରକାରଙ୍କ ଅନନ୍ୟ ପ୍ରଚେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା…
Read More...

ଆସନ୍ତା ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ଵର : ଆସନ୍ତା ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଦିନ ୧୦ଟା ବେଳେ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ଫଳ ପ୍ରକାଶ ପାଇବ । ଦିନ ୧୨ଟାରେ ​‌ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ମାର୍କ । ମଙ୍ଗଳବାର ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ୍ ରେଜଲ୍ଟ ତାରିଖ ଘୋଷଣା କରିଛି । ଏହି…
Read More...

ଭୁବନେଶ୍ୱରରୁ ଦୁବାଇକୁ ଉଡିଲା ଇଣ୍ଡିଗୋ ବିମାନ : ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଦୁବାଇ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ଉଡାଣ ଭରିଛି । ଏହି ବିମାନର ପ୍ରଥମ ଯାତ୍ରାରେ କ୍ରୁ ମେମ୍ବରଙ୍କ ସହ ମୋଟ ୧୭୦ ଜଣଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି ଏହି ବିମାନ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି ।…
Read More...

ଶପଥ ନେଲେ ବିଧାୟିକା ଦୀପାଳି ଦାସ

ଭୁବନେଶ୍ୱର : ବିଧାନସଭାରେ ଶପଥ ନେଲେ ନବ ନିର୍ବାଚିତ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଶପଥ ଉତ୍ସବରେ ଶାସକ ବିଜେଡି ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ସୋମବାର…
Read More...

ଜନଜାତି ସଂସ୍କୃତିର ସୁରକ୍ଷା ଦିଗରେ ଆଉ ଏକ ମାଇଲଷ୍ଟୋନ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଆଉ ୧୪ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠିତସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧିରାଜ୍ୟର ୧୭୨ଟି ବ୍ଲକରେ ହେବ କାର୍ଯ୍ୟକାରୀ, ସାମିଲ ହେବେ ୮୩ ଲକ୍ଷରୁ ଅଧିକ ଜନଜାତି ବର୍ଗର ଲୋକଚଳିତ ଆର୍ଥକ ବର୍ଷରେ ଖର୍ଚ୍ଚ ହେବ ୨୨୩ କୋଟିଛୋଟ, ବଡ ସବୁ ଜନଜାତି…
Read More...

ଆଜିଠୁ ଭୁବନେଶ୍ୱରରେ G20 ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ

ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି G20ର ଦ୍ବିତୀୟ ସାଂସ୍କୃତିକ କାର୍ଯ୍ୟକାରିଣୀ ବୈଠକ । ଏଥିରେ ବିଭିନ୍ନ ଦେଶର ୭୦ ଜଣ ପ୍ରତିନିଧି ଯୋଗଦେବେ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୫ ପ୍ଲାଟୁନ ଫୋର୍ସ ସହ ୧୭୦…
Read More...

ଆଜିଠୁ ବଢିବ ଖରା, ବିଭିନ୍ନ ଜିଲ୍ଲାକୁ ହିଟ୍‌ ଓ୍ୱେଭ୍‌ ନେଇ ଆଲର୍ଟ

ଭୁବନେଶ୍ୱର : ଆଜିଠୁ ବଢ଼ିବ ଖରା । ଦିନର ତାପମାତ୍ରା ବୃଦ୍ଧି ପାଇବା ସହ ୧୫ ତାରିଖରୁ ରହିବ ହିଟ୍ ୱେଭ୍ ସ୍ଥିତି । ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ହିଟ୍ ୱେଭ୍ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୬ ତାରିଖରେ ଆଭ୍ୟନ୍ତରୀଣ ୧୬ ଜିଲ୍ଲାକୁ ହିଟ୍…
Read More...

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ୍‌ ସ୍କୁଲର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସିବିଏସ୍‌ଇ ଦଶମ ଓ ଦ୍ୱାଦଶ (ବିଜ୍ଞାନ ଓ ବାଣିଜ୍ୟ) ପରୀକ୍ଷାରେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତିର୍ଣ୍ଣ ହୋଇଛନ୍ତି । ଦଶମ ଶ୍ରେଣୀରେ ପୁର୍ଣ୍ଣମାସୀ ଶତପଥି ୯୭.୬% ରଖି ଟପର ହୋଇଥିବା ବେଳେ ଦେବୀ ପ୍ରସାଦ…
Read More...

ଜଳସମ୍ପଦ ବିଭାଗ ତରଫରୁ ପ୍ରାକ୍ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍ ବନ୍ୟା-ବାତ୍ୟା ପ୍ରସ୍ତୁତି ବୈଠକ ରାଜୀବ ଭବନ ସ୍ଥିତ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ…
Read More...

ଗୋପାଳନ ଓ ଦୁଗ୍ଧ ଉତ୍ପାଦନରେ ରାଜ୍ୟର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଷୀଙ୍କ ଆୟ ବୃଦ୍ଧିରେ ପ୍ରାଣୀ ପାଳନର ବିଶେଷ ଭୂମିକା ରହିଛି । ଏଥିପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୨୦୦୦ ମସିହାରେ ୮. ୭୫ ଲକ୍ଷ ମେଟ୍ରିକ ଟନ୍‌ ଥିଲା, ୨୦୨୧ରେ ଏହା ୨୩.୭୫ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି…
Read More...