Browsing Tag

bhubaneswar news

ପ୍ରତି ପଞ୍ଚାୟତକୁ ଗଡିବ ‘ମୋ ବସ୍‌’ : ପରିବହନ ସଚିବ ଊଷା ପାଢ଼ୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତି ପଞ୍ଚାୟତକୁ ଗଡିବ 'ମୋ ବସ୍‌' । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଊଷା ପାଢ଼ୀ । ସେ କହିଛନ୍ତି ଯେ, ପ୍ରତି ପଞ୍ଚାୟତକୁ ‘ମୋ ବସ୍‌’ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି । ବ୍ଲକ୍‌ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଗଡ଼ିବ ‘ମୋ ବସ୍‌’ । 'ଲକ୍ଷ୍ମୀ'…
Read More...

ଅବକାରୀ ବିଭାଗର ଚଢାଉ : ୪ ଶହ ଲିଟର ଦେଶୀ ମଦ ଜବତ, ୧୬ ଗିରଫ

ଭୁବନେଶ୍ଵର : ସାଲିଆ ସାହିର ଇଡକୋ ବସ୍ତି, ନୟାଗଡ ବସ୍ତିରେ ଅବକାରୀ ବିଭାଗ ଚଢାଉ କରିଥିବା ଜଣାପଡିଛି । ୪ ଶହ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅବକାରୀ ବିଭାଗ ୧୬ ଜଣଙ୍କୁ ଗିରଫ କରିଛି । ଏହା ସହ ୫ ହଜାର ଲିଟର ମଦ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।
Read More...

ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

ଝାରସୁଗୁଡ଼ା ସମନ୍ୱିତ ଉନ୍ନୟନ ସଂସ୍ଥା ଭାବେ ନାମିତ ଏହି ନୂତନ ସଂସ୍ଥା ପାଇଁ ୯ଟି ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର ୯ଟି…
Read More...

ଅଗ୍ନିଶମ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍‌ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର : ଅଗ୍ନିଶମ ଡିଜି ବା ମହାନିର୍ଦ୍ଦେଶକ ଭାବେ ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ସୁଧାଂଶୁ ଷଡ଼ଙ୍ଗୀ । କଟକ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୪୫ତମ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ତେବେ ସାଧାରଣ…
Read More...

ମେ’ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର : ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ । ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ଚଳିତବର୍ଷ ଠାରୁ ଅନଲାଇନରେ ସ୍ପଟ୍ ଆଡମିଶନ୍ ହେବ ବୋଲି ସୂଚନା…
Read More...

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ୩ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ନୂଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲ ୩ ମନ୍ତ୍ରୀ । ବିଜେଡିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସାଦ ନାୟକ ଓ ସୁଦାମ ମାରାଣ୍ଡିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ…
Read More...

ବଢ଼ିବ ଯୁକ୍ତ ଦୁଇ ସିଟ୍ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମୀଳା ମଲ୍ଲିକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆବଶ୍ୟକ ହେଲେ ରାଜ୍ୟରେ ବଢ଼ିବ +୨ ସିଟ୍ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମୀଳା ମଲ୍ଲିକ ସୂଚନା ଦେଇଛନ୍ତି । ସେ କହିଛନ୍ତି ରେକର୍ଡ ସଂଖ୍ୟକ ପିଲା ପାସ୍‌ କରିଥିବାରୁ ଚିନ୍ତା ବଢ଼ିଛି । ଯେଉଁ ଜିଲ୍ଲାରେ ଆବଶ୍ୟକ ପଡ଼ିବ ସିଟ୍ ବଢ଼ିବ । କୋଭିଡ…
Read More...

ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍‌ ଅଲ୍ଟିମେଟ ମେଡିକେୟାରରେ କର୍ମଶାଳା

ଭୁବନେଶ୍ୱର : ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ଏକ କର୍ମଶାଳା ଆୟୋଜିତ ହୋଇଛି । ଏଥିରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲ୍‌ର ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସହିତ ନର୍ସ, ପାରାମେଡିକ୍ସ ଓ ଲାବାରେଟୋରୀ ଟେକ୍ନିସିଆନ୍‌ମାନେ ଯୋଗ…
Read More...

୫-ଟି ସଚିବଙ୍କ କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନ

ପିପଳ ନଳା ଜଳସେଚନ ପ୍ରକଳ୍ପର ଉନ୍ନତି ଓ ପର୍ଯ୍ୟଟନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆରମା' ଇନ୍ଦ୍ରାବତୀ ମନ୍ଦିର ଓ ମ୍ୟୁଜିଅମ କମ୍ପ୍ଲେକ୍ସ ପାଇଁ ଆଉ ୧୪ କୋଟିମା' ମାଣିକେଶ୍ୱରୀଙ୍କ ମନ୍ଦିରର ପୁନର୍ବିକାଶ ପାଇଁ ଏକ ସପ୍ତାହ ମଧ୍ୟରେ ଖର୍ଚ୍ଚ ଆକଳନ କରି ରିପୋର୍ଟ ଦେବାକୁ…
Read More...

ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି

ଭୁବନେଶ୍ୱର : ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା…
Read More...