pakka

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ଆତ୍ମହତ୍ୟା କଲେ ତାଙ୍କ ଡ୍ରାଇଭର

bbehera

ଭୁବନେଶ୍ୱର : ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି ତାଙ୍କ ଡ୍ରାଇଭର । ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟରେ ଏହି ଘଟଣା ଘଟିଛି । ଆତ୍ମହତ୍ୟା କରିଥିବା ଡ୍ରାଇଭର ଜଣକ ଧନୁର୍ଜୟ ପାଣ୍ଡେ ବୋଲି ଜଣାପଡିଛି । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ତେବେ ସେ କାହିିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି ।

jay balangir
Leave A Reply

Your email address will not be published.

5 × one =

error: Content is protected !!