Browsing Tag

bhubaneswar news

ଟ୍ରେନ୍‌ ଧକ୍କାରେ ନାବାଳକଙ୍କ ମୃତ୍ୟୁ

ଭୁବନେଶ୍ୱର : ଗୁଡି ଉଡାଇଥିବା ବେଳେ ଅଘଟଣ । ଟ୍ରେନ୍‌ ଧକ୍କାରେ ଚାଲିଗଲା ନାବାଳକର ଜୀବନ । ମୃତକ ଭୁବନେଶ୍ୱର ଶହୀଦନଗର ଶାନ୍ତିପାଲ୍ଲୀ ବସ୍ତିର ତପନ ସାହୁଙ୍କ ୧୪ ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ପାତ୍ର । ଖବର ଅନୁଯାୟୀ ଶନିବାର ଅପରାହ୍ନ ସମୟରେ ଟ୍ରେନ୍‌ ଲାଇନ୍‌ କଡ଼ରେ ଗୁଡି ଉଡାଉଥିଲେ ।…
Read More...

ରାୟଗଡ଼ାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର : ରାୟଗଡ଼ାରୁ ଜବତ ହୋଇଛି ଜୀବନ୍ତ ବଜ୍ରକାପ୍ତା । କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ ଟାସ୍କ୍‌ ଫୋର୍ସ (ଏସ୍‌ଟିଏଫ୍‌) ରାୟଗଡ଼ା ପଦ୍ମପୁର ଥାନା ଅଖୁସିଙ୍ଗି ଛକାର ଚଢ଼ଉ କରି ୨ ଜଙ୍ଗଏ ତସ୍କରଙ୍କୁ ଗିରଫ୍‌ କରିବା ସହ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି । ଗିରଫ ୨ ତସ୍କର ହେଲେ…
Read More...

ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ନିମନ୍ତେ କାଉନ୍‌ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ନିମନ୍ତେ କାଉନ୍‌ସେଲିଂ କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ସନ୍ଥ ଗୋପାଳନ୍‌ ଆର୍‌ ସମାରୋହରେ ଯୋଗଦେଇ…
Read More...

ଆତ୍ମହତ୍ୟା କରିବାକୁ ଯାଇ ବ୍ରିଜରେ ଫସିଗଲେ ଯୁବକ : ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଭୁବନେଶ୍ୱର : ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଇ ବିଫଳ ହୋଇଥିବା ଜଣାଯାଇଛି । ଆତ୍ମହତ୍ୟା କରିବାକୁ ଯାଇଥିଲେ ହେଲେ ମଝି ନଦୀବ୍ରିଜରେ ଫସିଗଲେ ଯୁବକ । ଦୀର୍ଘ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର…
Read More...

ଡାକଘର ବିଧେୟକ ୨୦୨୩ରେ ପୋଷ୍ଟ ଅଫିସ ବିଲ୍‌କୁ ସମର୍ଥନ କରି ଜିଡିଏସ୍‌ମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା ଦାବୀ କଲେ…

ଭୁବନେଶ୍ୱର /ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଆଗତ ପୋଷ୍ଟ ଅଫିସ୍ ବିଲ୍ ୨୦୨୩ରେ ସାଂସଦ ନିରଞ୍ଜନ ବିଶି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନୂତନ ପୋଷ୍ଟ ଅଫିସ ବିଲ୍‌ ୨୦୨୩ ୧୨୫ ବର୍ଷର ପୁରୁଣା ଇଣ୍ଡିଆନ୍‌…
Read More...

୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ସମୀକ୍ଷା

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ପଦକ୍ଷେପଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟବସ୍ତି ସମେତ ସହରର ସବୁ ଅଞ୍ଚଳର ସବୁ ଘର ସଂଯୁକ୍ତ ହେବ ସ୍ୱେରେଜ ବ୍ୟବସ୍ଥାରେପ୍ରଦୂଷଣ ଉପରେ ମିଳିତ ଭାବେ ନଜର ରଖିବେ ବିଏମ୍‌ସି, ଏସ୍‌ପିିସିବି ଏବଂ ଡବ୍ଲୁଏଟିସିଓଭୁବନେଶ୍ୱର ସହର…
Read More...

କଟକ ଓ ପୁରୀ ବସ୍‌ଷ୍ଟାଣ୍ଡକୁ ମୋ ବସ୍ ଏକ୍ସପ୍ରେସ୍ ସେବା

ଭୁବନେଶ୍ୱର : କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ବିମାନବନ୍ଦର ଯୋଗେ ଆସୁଥିବା…
Read More...

ମାଟ୍ରିକ ପରୀକ୍ଷା ହେବ ସହଜ

ଭୁବନେଶ୍ୱର: ୨୦୨୪ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି । ଏହି ପ୍ରଶ୍ନପତ୍ର ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗକୁ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ । ଜିଲ୍ଲା…
Read More...

ହାତୀ ମଣିଷ ଲଢ଼େଇରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ଏଥିରେ ଅନେକଙ୍କ ଜୀବନ ଯାଉଛି । ଏହି ଲଢ଼େଇ ମୃତ୍ୟୁ ହେଉଥିବା ଲୋକଙ୍କୁ ଅନୁକମ୍ପା ଦେବା ପାଇଁ ଅନୁକମ୍ପା ୱେବ୍‌ସାଇଟ ଅଛି । ସବୁ ଡିଭିଜନକୁ ପଇସା ଦିଆଯାଇଛି । ତୁରନ୍ତ ସେମାନେ ଅନ୍‌ଲାଇନ୍‌ରେ ଆବେଦନ କଲେ ଅନୁକମ୍ପା ମିଳିବ। ଏବେ…
Read More...

ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ଜାତୀୟ ପୁରସ୍କାର

ଭୁବନେଶ୍ଵର : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଚାରିଜଜଣ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ବିଭିନ୍ନ ବର୍ଷ (୨୦୨୦ -୨୦୨୧ ଓ ୨୦୨୧ -୨୦୨୨ ) ପାଇଁ ମିଳିଛି ସମ୍ମାନଜନକ ଜାତୀୟ ପୁରସ୍କାର । ଏହି…
Read More...