ଦୁର୍ବଳ ହେଲା ବାତ୍ୟା ମିଗ୍ଜୋମ୍ : ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆନ୍ଧ୍ର ଉପକୂଳରେ ଅତିକ୍ରମ ପରେ ବାତ୍ୟା ‘ମିଗ୍ଜୋମ୍’ର ବଳ କମିଛି । ଯେଉଁ ଗତିପଥ ଆକଳନ କରାଯାଉଥିଲା ତା’ଠାରୁ ଭିନ୍ନ ରହିଲା ତା’ର ବାଟ । ଆନ୍ଧ୍ର ଉପକୂଳରେ ଆଗକୁ ନ ବଢ଼ି ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିଛି । ଯାହାଫଳରେ ଦକ୍ଷିଣ ଓଡ଼ିଶାରେ ଯେଉଁଭଳି ବର୍ଷାର ଆକଳନ!-->…
Read More...
Read More...