Browsing Tag

bhubaneswar news

ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ

ମହାପ୍ରଭୁଙ୍କ ଦର୍ଶନ କଲେ, ପରିକ୍ରମା ପ୍ରକଳ୍ପର ଅନୁଭୂତି ପୁଣି ଥରେ ନେଲେ ମୁଖ୍ୟମନ୍ତ୍ରୀମହାପ୍ରଭୁଙ୍କ ନିକଟରେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କଲେ ଭୁବନେଶ୍ଵର :…
Read More...

ଆସନ୍ତା ୩ ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୩ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରଛି । ମୁଖ୍ୟତଃ ଉତ୍ତର ଓଡିଶା, ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ବଲାଙ୍ଗିର, କନ୍ଧମାଳ, ରାୟଗଡାରେ ହାଲୁକା ବର୍ଷା…
Read More...

ବିପୁଳ ପରିମାଣର ଦେଶୀ ମଦ ଜବତ, ୨ ଗିରଫ

ଭୁବନେଶ୍ୱର : ରାଜଧାନୀରେ କାର୍ ଭିତରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଲକ୍ଷାଧିକ ଟଙ୍କାର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ । ଚୋରାରେ ମଦ ବିକ୍ରି ପାଇଁ ଆଣୁଥିବା ବେଳେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମୟୁରଭଞ୍ଜର ବିକ୍ରମ ମାରାଣ୍ଡି ଓ…
Read More...

ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟରେ ରହିବ ଘନ କୁହୁଡ଼ି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ଯାତାୟତ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ୨୧ ଓ ୨୨…
Read More...

ଫୁଲନଖରାରେ ‘ସମ୍’ ହସ୍ପିଟାଲର ନୂଆ କ୍ୟାମ୍ପସ୍‌କୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକ ମଧ୍ୟବର୍ତ୍ତୀ ଜାତୀୟ ରାଜପଥ-୧୬ ନିକଟରେ ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍‌ ଶୁଭାରମ୍ଭ ହେବାକୁ ଯାଉଛି । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ନୂତନ ହସ୍ପିଟାଲ୍‌କୁ ଲୋକାର୍ପିତ କରିବେ ।…
Read More...

୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତପ୍ରସ୍ତର ସ୍ଥାପନ : ଖର୍ଚ୍ଚ ହେବ…

୫-ଟି ଉପକ୍ରମରେ କାର୍ଯ୍ୟକ୍ରମ ପ୍ରସ୍ତୁତ୨୦୨୦ରେ ଅନ୍ତଃ ନଦୀ ଜଳାଶୟ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କାରେ ଯୋଜନା ଆରମ୍ଭ ହୋଇଥିଲା୭୨ଟି ଅନ୍ତଃ ନଦୀ ଜଳାଶୟ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତଉପକାର ପାଇବେ ଜନସାଧାରଣ ଓ ଚାଷୀ, ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁ ପାଳନ,…
Read More...

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ପ୍ରତିବର୍ଷ ମାତୃଭାଷା ଦିବସ ସହ ଓଡିଆ ଭାଷା ସପ୍ତାହ ପାଳନ କରାଯିବଶହେ ବର୍ଷ ପୁରାତନ ବିଦ୍ୟାଳୟ ଗୁଡ଼ିକୁ ଐତିହ୍ୟ ବିଦ୍ୟାଳୟ ମାନ୍ୟତା ମିଳିବଛାତ୍ରଛାତ୍ରୀମାନଙ୍କୁ ବ୍ୟାପକ ଭାବେ ସାମିଲ କରାଯିବ ଭୁବନେଶ୍ୱର : ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ତୃତୀୟ ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି…
Read More...

ଖୋର୍ଦ୍ଧା ଜିଲ୍ଲା ବୋଲଗଡରେ ଅପରାଜିତାଙ୍କ ପଦଯାତ୍ରା

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଶୁକ୍ରବାର ବୋଲଗଡ ପଂଚାୟତରେ ପଦଯାତ୍ରା କରିଛନ୍ତି । ମ୍ୟାଡମ୍ ଅପରାଜିତା ଶୁକ୍ରବାର ଅପରାହ୍ନରେ ଘର ଘର ବୁଲି ଜନସାଧାରଣଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି । ଏହି ଅବସରରେ ବୋଲଗଡ ଘୋରଡ଼ିଆ ରାସ୍ତାର ଥାନା…
Read More...

କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପରିଦର୍ଶନ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି

● ବୈଜ୍ଞାନିକ ଓ ମହିଳା କୃଷକ ଉତ୍ପାଦକ ସଂଗଠନ ପ୍ରତିନିଧିଙ୍କ ସହ କଲେ ମତ ବିନିମୟ● କଟକ ନୌବାଣିଜ୍ୟ ସଂଗ୍ରହାଳୟ ବୁଲି ଦେଖିବା ସହ ଓଡ଼ିଶାର ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଅବଗତ ହେଲେ ଭୁବନେଶ୍ୱର, (ପିଆଇବି) : ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ୧୦ ଜଣିଆ ମେଘାଳୟ ଗଣମାଧ୍ୟମ ପ୍ରତିନିଧି…
Read More...

୨୨ରୁ ଆମ ଓଡିଶା ନବୀନ ଓଡିଶା ସହରୀ

ଗୃହ ଓ ନଗର ଉନ୍ନୟନ ବିଭାଗ ଜାରିକଲା ନିର୍ଦ୍ଦେଶାବଳୀପୌରାଚଂଳ ଗୁଡ଼ିକର କାର୍ଯ୍ୟସୂଚୀ ଆସନ୍ତାକାଲି ସୁଦ୍ଧା ପହଞ୍ଚିବା ଆବଶ୍ୟକ ଭୁବନେଶ୍ୱର : ସମାଜର ସମସ୍ତ ବର୍ଗଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ୫-ଟି ପଦକ୍ଷେପ ଅଧୀନରେ ଅନେକ ଯୋଜନା ଏବଂ…
Read More...