ମଠଖାଇ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଂଚସ୍ଥ ହୋଇଛି କୋଶଲୀ ନାଟକ ‘ଭାବ୍ ନୁ ଅଭାବ୍’
ବଲାଙ୍ଗିର, (କେପିଏନ୍ଏସ୍) : ମଠଖାଇ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଂଚସ୍ଥ ହୋଇଛି କୋଶଲୀ ନାଟକ ‘ଭାବ୍ ନୁ ଅଭାବ୍’ । ସମ୍ବଲପୁରର ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ପରିବେଷିତ ଏହି ନାଟକକୁ ରଚନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନାଟ୍ୟସାଧକ ଅତିଶ କୁମାର ଶତପଥୀ । ନାଟକ!-->…
Read More...
Read More...