Browsing Tag

balangir news

ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ସ୍ଥିତ ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହାଉସିଂ ବୋର୍ଡ
Read More...

ଜାତୀୟ ନ୍ୟାୟିକ ବିଶ୍ୱବିଦ୍ୟାଳୟ ଉପଭୋକ୍ତା ମୀମାଂସା ତାଲିମରେ ବଲାଙ୍ଗିରର ଜ୍ୟୋସ୍ନା ମିଶ୍ରଙ୍କ ପ୍ରତିନିଧିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖାଉଟି ମୀମାଂସା ଅଦାଲତର ପ୍ୟାନେଲ ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ସଭାପତି ରବୀନ୍ଦ୍ର ତ୍ରିପାଠୀ ଓଡିଶା ରାଜ୍ୟ ଜାତୀୟ ନ୍ୟାୟିକ ବିଶ୍ୱବିଦ୍ୟାଳୟ, କଟକଠାରେ ଅନୁଷ୍ଠିତ ତିନିଦିନ ଦକ୍ଷତା ବୃଦ୍ଧି ତାଲିମ ପାଇଁ ବଲାଙ୍ଗିର ଜିଲ୍ଲାରୁ
Read More...

ସଇଁତଳା ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜଣ ଅଭିଯୋଗ ଶୁଣାଣି ଶିବିର ସଇଁତଲା ବ୍ଲକ ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ, ମୁଖ୍ୟ ଉନୟନ ଅଧିକାରୀ ସୁଶାନ୍ତ ସିଂ
Read More...

ପ୍ରଥମ ଏଜୁକେସନ ଫାଉଣ୍ଡେସନ ଯୁବ ପ୍ରୋତ୍ସାହନ ଓ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ଏଜୁକେସନ ଫାଉଣ୍ଡେସନ ଏବଂ ଟିପିଡବ୍ଲୁଓଡିଏଲ ଦ୍ୱାରା ପରିଚାଳିତ ବୃତି ଭିତ୍ତିକ ଦକ୍ଷତା ବିକାଶ ବିଦ୍ୟୁତ ତାଲିମ କେନ୍ଦ୍ର ବଲାଙ୍ଗିର ଦ୍ୱାରା ଏକ ଯୁବ ପ୍ରୋତ୍ସାହନ କାର୍ଯ୍ୟକ୍ରମ ତଥା ଗୋଷ୍ଠୀ ସଚେତନତା ଓ ସମନ୍ୱୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ମୋକ ପୋଲିଂ ବୁଥ୍‌ ଉଦ୍‌ଘାଟନ

ବଲାଙ୍ଗିର (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ନିର୍ଭୁଲ ମତଦାନ ସଚେତନତା ସକାଶେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶନ କେନ୍ଦ୍ର ଉଦ୍‌ଘାଟନ ହୋଇଛି । ଏହି କେନ୍ଦ୍ରରେ ଇଭିଏମ୍‌ ଏବଂ ଭିଭିପାଟ
Read More...

ଆଜି ଶୁଲିଆ ଯାତ୍‌ରା : ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉଛୁଳି ପଡ଼ୁଛି ଶୁଲିଆ ପୀଠ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଆଦିବାସୀ ପର୍ବ ଗୁଡ଼ିକ ମଧ୍ୟରେ ଶୁଲିଆ ଯାତ୍‌ରା ଏକ ମୁଖ୍ୟ ପର୍ବ ଭାବେ ପରିଚିତ । ଆଜି ଶୁଲିଆ ଯାତ୍‌ରା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଏବେ ଉଛୁଳି ପଡ଼ୁଛି ଶୁଲିଆ ପୀଠ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ଖଇରଗୁରାରେ
Read More...

ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପ୍ରତିଷ୍ଠାନର ଦ୍ୱିତୀୟ ଇ-ପତ୍ରିକା “ପଦ୍ମସ୍ଥିତା”ର ଶୁଭ ଉନ୍ମୋଚନ ଉତ୍ସବ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଦ୍ୱିତୀୟ ଇ-ପତ୍ରିକା "ପଦ୍ମସ୍ଥିତା"ର ଶୁଭ ଉନ୍ମୋଚନ ଉତ୍ସବ ଭରଚୁଆଲ ମୋଡ଼ରେ ଅତିଥିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଇ-ପତ୍ରିକାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବିତା, ଗଳ୍ପ ଏବଂ କୁନି କୁନି
Read More...

କଂଗ୍ରେସ ଦଳରେ ମିଶିଲେ ବିଜେଡି ସଂଖ୍ୟାଲଘୁ ସଭାପତି ଅସରଫ୍‌ ଅଲ୍ଲି ଖାନ

ନରସିଂହଙ୍କ ନେତୃତ୍ୱ ଓ କଂଗ୍ରେସ ଦଳ ଆଦର୍ଶରେ ଅନୁପ୍ରାଣିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ସାଲେପାଲିଠାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ସଭାପତିତ୍ୱରେ ଏକ ବନ୍ଧୁମିଳନ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମିଶ୍ରଣ ପର୍ବରେ
Read More...

ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲର ବାର୍ଷିକ ଉତ୍ସବ ରାଜେନ୍ଦ୍ର କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ସାହୁ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଭାବେ
Read More...

କୁଶଙ୍ଗରେ ମକର ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା’ ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ, କୁଶଙ୍ଗ ଆନୁକୂଲ୍ୟରେ ମକର ମିଳନ ଉତ୍ସବ ସ୍ଥାନୀୟ କୁଶଙ୍ଗାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଶତାଧିକ କଳାକାର ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଲୋକକଳା, ଲୋକବାଦ୍ୟ,
Read More...